Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Fri, 11/15/2019 - 13:13
ଗାନ୍ଧୀଙ୍କ ପ୍ରଚାର ପତ୍ରରେ ତୃଟୀକୁ ନେଇ ହଇଚଇ
(ବରଗଡ଼) ଗଣ ଇସ୍ତାହାର ୧୫/୧୧ - ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଚାର ପୁସ୍ତିକା ରେ ହୋଇଥିବା ଗୁରୁତର ତୃଟୀକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହି ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଆକସ୍ମିକ ଭାବରେ ଘଟିଥିଲା ବୋଲି ଉଲ୍ଲେଖ ରହିଛି । ଗଣ ଇସ୍ତାହାର ଡ଼ଟ କମ ର ତା.୧୪.୧୧ ସଂସ୍କରଣରେ ଏନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦେଶର ପ୍ରମୁଖ ୱେବ ପୋର୍ଟାଲ ଦ ଓô୍ାୟାର ରେ ଏହି ଖବରଟି ପ୍ରକାଶ ପାଇବା ପରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇଂରାଜୀ ଦୈନିକ ଦ ଟାଇମ୍ସ ଅଫ ଇଣ୍ଡିଆ ମଧ୍ୟ ଏହି ଖବରକୁ ଆଜି ପ୍ରମୁଖତାର ସହିତ ଛାପିଛି । ତେବେ ଆମ ରାଜ୍ୟର ପ୍ରମୁଖ ଖବର କାଗଜ ଏବଂ ଟିଭି ଚାନେଲ ଗୁଡ଼ିକ ଏହି ଖବର ପ୍ରକାଶନ ଏବଂ ପ୍ରସାରଣରେ ପ୍ରମୁଖ ଖବର ଭାବରେ ସ୍ଥାନ ଦେଇ ନଥିବାରୁ ବିଭିନ୍ନ ମହଲରେ ରାଜ୍ୟର ଗଣ ମାଧ୍ୟମର ଆଭିମୁଖ୍ୟକୁ ନେଇ କଡ଼ା ସମାଲୋଚନା ହେଉଛି । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ଖବର କାଗଜ ଗାନ୍ଧୀଙ୍କ ସପର୍କିତ ବିଭିନ୍ନ ଲେଖା, ଫଟୋ, ସାହିତ୍ୟ, କବିତା ଆଦି ଛାପୁଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରମୁଖତା ନ ଦେବା ପଛରେ କଣ ରହସ୍ୟ ରହିଛି ବୋଲି ପାଠକ ମହଲରୁ ପ୍ରଶ୍ନ ହେଉଛି । ସେହିପରି ରାଜ୍ୟ ସରକାର ଏଭଳି ଏକ ପ୍ରସଙ୍ଗରେ ଚୁପ ନ ରହି ତୁରନ୍ତ ତୃଟୀ ପୂର୍ଣ୍ଣ ପ୍ରଚାର ପୁସ୍ତିକାକୁ ପ୍ରତ୍ୟାହାର କରାଯାଇ ପ୍ରକୃତ ତଥ୍ୟ ଓ ସତ୍ୟ ସମ୍ମଳିତ ପ୍ରଚାର ପୁସ୍ତିକା ପିଲାଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବୋଲି ଦାବି କରାଯାଉଛି ।
  • Log in or register to post comments

GANAISTAHAR.COM

-A A +A

Recent content

  • ବିଜୁଳୀ ଫାଶରେ ପଡ଼ି ହାତୀର ମୃତ୍ୟୁ14 hours ago
    ବିଜୁଳୀ ଫାଶରେ ପଡ଼ି ହାତୀର ମୃତ୍ୟୁ

    (ଅମ୍ବାଭୋନା) ୧୦/୧୨ - ବରଗଡ଼ ଜିଲ୍ଳା ଆମ୍ବାଭୋନା ନିକଟସ୍ଥ ଗଙ୍ଗେଇ ଗାଁରେ ବିଦ୍ୟୁତ ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଗତରାତିରେ ଧାନ ଖାଇବାକୁ ଆସିଥିବା ବେଳେ ବାରହା ମାରିବା ପାଇଁ ବିଛା ଯ

  • ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ14 hours 37 minutes ago
    ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ

    (ବରଗଡ଼) ଗଣ ଇସ୍ତାହାର ୧୦/୧୨ - ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗଣଇସ୍ତାହାର ଡ଼ଟ କମ ର ମିଳିତ ଆନୁକୁଲ୍ୟରେ ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ କୃଷି ସମ୍ମିଳନୀ କକ୍ଷଠ

  • ପଦ୍ମପୁରରେ ହେବ ଗଁଡ଼ା ବଜା ସେମିନାର 4 days ago
    ଗଁଡ଼ା ବଜା ସେମିନାର

    (ପଦ୍ମପୁର) ଗଣ ଇସ୍ତାହାର ୬/୧୨ - ଆଗାମୀ ଡ଼ିସେମ୍ବର ୮ ତାରିଖ ଦିନ ପଦ୍ମପୁରରେ ଗଁଡ଼ା ବଜା ଉପରେ ଏକ ସେମିନାର ହେବ । ସାଂସ୍କୃତିକ ଅନୁଷ୍ଠାନ ଲୁ ପଦ୍ମପୁର ପକ୍ଷରୁ ପଦ୍ମପୁର ଅଞ୍ଚଲ କଲେଜ ପରିସରରେ ହେବାକୁଥ

  • ବରଗଡ଼ରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ5 days ago
    ବରଗଡ଼ରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୫/୧୨ - ବରଗଡ଼ ଜିଲ୍ଳା କୃଷି ବିଭାଗ ଏବଂ ଆତ୍ମା ବରଗଡ଼ ପକ୍ଷରୁ ବରଗଡ଼ ବିଜୁପଟ୍ଟନାୟକ ଟାଉନ ହଲଠାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧ

  • ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା5 days ago
    ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା

    (ବରଗଡ଼) ଗଣ ଇସ୍ତାହାର ୫/୧୨ - ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗଣଇସ୍ତାହାର ଡ଼ଟ କମ ର ମିଳିତ ଆନୁକୁଲ୍ୟରେ ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ କଲେଜ ଛାତ୍ରଛାତ୍ରୀ

  • କଳସ ଯାତ୍ରା ସହ ମହାଲଷ୍ମୀ ପୂଜା ଆରମ୍ଭ6 days ago
    କଳସ ଯାତ୍ରା ସହ ମହାଲଷ୍ମୀ ପୂଜା ଆରମ୍ଭ

    (ସୋହେଲା) ଗଣ ଇସ୍ତାହାର ୦୪/୧୨- ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୋହେଲା ବ୍ଲକ ଅନ୍ତର୍ଗତ ଛୁରିଆପାଲି ଗ୍ରାମରେ ଆଜି କଳସ ଶୋଭାଯାତ୍ରା ସହିତ ମହଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ଗ୍ରାମର ଶତାଧିକ ମହିଳା ଏ

  • ବିକାଶରେ ‘ଇଲେକ୍ଟ୍ରା-୨୦୧୯’ 6 days 4 hours ago
    ବିକାଶରେ ‘ଇଲେକ୍ଟ୍ରା-୨୦୧୯’

    (ବରଗଡ଼) ଗଣ ଇସ୍ତାହାର  ୪/୧୨ - ବିକାଶ ର ୧୮ତମ ବାର୍ଷିକୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ

  • ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି1 week ago
    ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

    ବରଗଡ଼ ୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର

  • ପଦ୍ମପୁର ଅଞ୍ଚଳର ପ୍ରତିଯୋଗୀ ଯୁବ ଉତ୍ସବରୁ କାହିଁକି ବଞ୍ଚିତ ! 1 week ago

    (ବରଗଡ଼) ଗଣ ଇସ୍ତାହାର ୩/୧୨ - ବରଗଡ଼ ଜିଲ୍ଳା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ରଙ୍କ ନାଁରେ ଗୁରୁତର ଅଭିଯୋଗ । ପଦ୍ମପୁର ଅଞ୍ଚଳର ପ୍ରତିଯୋଗୀଙ୍କୁ ଜିଲ୍ଳାସ୍ତରୀୟ ଉତ୍ସବରେ ସାମିଲ ହେବା ପାଇଁ ଶ୍ରୀ ମି

  • ବରଗଡ଼ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ1 week ago
    ବରଗଡ଼ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୩/୧୨ - ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ବରଗଡ଼ରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ

  • ଇମ୍ପିରିଅଲ କଲେଜରେ ସ୍ୱତନ୍ତ୍ର କର୍ମଶାଳା1 week ago
    ଇମ୍ପିରିଅଲ କଲେଜରେ ସ୍ୱତନ୍ତ୍ର କର୍ମଶାଳା

    (ବରଗଡ଼) ୨/୧୨ - ବରଗଡ଼ ଜିଲ୍ଳା ଚଡ଼େଇଗାଁସ୍ଥିତ ଇମ୍ପରିଅଲ କଲେଜରେ ଆଜି ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୁରଗାଓଁ ର ସୀମା ୱାହି ମୁଖାର୍ଜି ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇ

  • ୧୬ରୁ ବରଗଡ଼ ଆଥେଲେଟିକ୍ ମିଟ୍‌1 week ago

    ( ବରଗଡ) ଗଣ ଇସ୍ତାହାର ୨/୧୨ - ବରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡ଼ିୟମରେ ପ୍ରତିବର୍ଷ ହେଉଥିବା ଜିଲ୍ଲାସ୍ତରୀୟ ଆଥେଲେଟିକ ମିଟ୍ ଆସନ୍ତା ୧୬ ଡ଼ିସେମ୍ବରରୁ ଆରମ୍ଭ ହୋଇ

  • ବରଗଡ଼ ଧନୁଯାତ୍ରା ଶୁଭ ସ୍ତମ୍ଭ ସ୍ଥାପିତ1 week ago
    ଧନୁଯାତ୍ରା

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ସନ୍ଧ୍ୟାରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଉଯାଇଛି । ଏହି ଅବସରରେ ତଳି ପଡ଼ା ସମଲେଇ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭ

  • ଅମ୍ବାଭୋନାରେ ପ୍ରଶାସନର ଅଭିଯୋଗ ଶୁଣାଣୀ1 week ago
    ଅମ୍ବାଭୋନାରେ ପ୍ରଶାସନର ଅଭିଯୋଗ ଶୁଣାଣୀ

    (ଅମ୍ବାଭୋନା) ଗଣ ଇସ୍ତାହାର ୨/୧୨ - ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ପରିସରରେ ଜିଲ୍ଳା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ,

  • ଦଲାଳଙ୍କ କବ୍‌ଜାରେ ଧଳାସୁନା 1 week ago
    ଦଲାଳଙ୍କ କବ୍‌ଜାରେ ଧଳାସୁନା

    ବଲାଙ୍ଗିର ରେ ଧାନ ଚାଷକୁ ଛାଡି କପା ଚାଷ ମଧ୍ୟ କରାଯାଏ । ଅନୁକୂଳ ପରିବେଶ ଓ କୃଷ୍ଣକାୟ ମୃତ୍ତିକାର ଅବସ୍ଥିତି କୁ ଦେଖି ଏହି କପାଚାଷ ଏଠାରେ ବହୁତ ଭଲ ପରିମାଣରେ ଚାଷ କରାଯାଏ । ଚାଷୀ ଧାନକୁ ଖାଇବା ପାଇଁ

  • ଯଦୁବାବୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧା ସୁମନ ଅର୍ପଣ1 week ago
    ଯଦୁବାବୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧା ସୁମନ ଅର୍ପଣ

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ପୂର୍ବତନ ବିଧାୟକ ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ଶ୍ରାଦ୍ଧ ଦିବସ  ଆଜି ବରଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ବରଗଡ଼ ଯଦୁ ପ୍ରଧାନ ଛକଠାରେ ସହରର ବିଭିନ୍ନ ବର

  • ବରଗଡ଼ରେ ବିଶ୍ୱ ଏଡ଼ସ ଦିବସ ପାଳିତ1 week ago
    ବରଗଡ଼ରେ ବିଶ୍ୱ ଏଡ଼ସ ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ବରଗଡ଼ରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବରଗଡ଼ ସହର ପରିକ୍ରମା କରିଥିଲା । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ, ଆଇସିଟିସି ସହଯୋଗର

  • ଗନ୍ଧ ମାର୍ଦ୍ଦନ ଅଞ୍ଚଳରେ ପୁଣି ସକ୍ରୀୟ ହେଉଛନ୍ତି ମାଓବାଦୀ 1 week ago
    ପୁଣି ସକ୍ରୀୟ ହେଉଛନ୍ତି ମାଓବାଦୀ

    (ପାଇକମାଲ) ଗଣ ଇସ୍ତାହାର ୧/୧୨ - ଦୀର୍ଘବର୍ଷର ନିରବତା ପରେ ପାଇକମାଲ ଅଞ୍ଚଳରେ ମାଓବାଦୀ ମାନେ ପୁଣି ସକ୍ରୀୟ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପା

  • ଚାଷୀ ଆନ୍ଦୋଳନରେ କେଁ : ଫାଟ ସୃଷ୍ଟି ପାଇଁ ମସୁଧା2 weeks ago
    ଚାଷୀ ଆନ୍ଦୋଳନରେ କେଁ : ଫାଟ ସୃଷ୍ଟି ପାଇଁ ମସୁଧା

    (ବରଗଡ଼) ୧୯/୧୧ - ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଳା ବ୍ୟାପୀ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବା ବେଳେ ଆନ୍ଦୋଳନରେ ଫାଟ ସୃଷ୍ଟି ପାଇଁ ପ୍ରଶାସନିକ ସ୍ତରରେ ମସୁଧା ଆରମ୍ଭ ହୋଇଛି ।

  • ବରଗଡ଼ ଜିଲ୍ଳାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି3 weeks ago
    ବରଗଡ଼ ଜିଲ୍ଳାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି

    (ବରଗଡ଼) ଗଣ ଇସ୍ତାହାର ୧୯/୧୧ - ବରଗଡ଼ ଜିଲ୍ଳାରେ ଚାଷୀ ମାନଙ୍କଠାରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର ୧୫ ତାରିଖରୁ ଧାନ ମଣ୍ଡି ଖୋଲିଥିବା ବେଳେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଳାରେ ଚାଷୀ ଆନ୍ଦୋଳନ ଯୋଗୁଁ

Tools

Show — Tools Hide — Tools
  • Forums
  • Recent content

ଗାନ୍ଧୀଙ୍କ ପ୍ରଚାର ପତ୍ରରେ ତୃଟୀକୁ ନେଇ ହଇଚଇ

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ