Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Sat, 03/27/2021 - 19:20


ବରଗଡ (ପଦ୍ମପୁର )  ଗଣ ଇସ୍ତାହାର  ୨୭/0୩ - ବରଗଡ  ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓକିଲ ସଂଘ ର  ଆଜି ବାର୍ଷିକ ନିର୍ବାଚନ  ବିଧିବଦ୍ଧ ଭାବରେ  ଅନୁଷ୍ଠିତ ହୋଇଯାଇଛି l ଓକିଲ ସଂଘ କାର୍ଯାଳୟ ଠାରେ ଅନୁଷ୍ଠିତ ନିର୍ବାଚନ ରେ ସର୍ବସମ୍ମତି କ୍ରମରେସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀମାନ ଗୌତିଆ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ, ଉପସଭାପତି ଭାବେ ଶ୍ରୀମାନ ସୁନିଲ କୁମାର ପାଣିଗ୍ରାହୀ, ସମ୍ପାଦକ ଶ୍ରୀମାନ ପ୍ରଶାନ୍ତ କୁମାର ମାଝୀ,ସହ-ସମ୍ପାଦକ ଶ୍ରୀମାନ ଶ୍ରୀମାନ ଚିନ୍ମୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀମାନ ଲକ୍ଷ୍ମଣ ସାହୁ ସର୍ବସମ୍ମତିକ୍ରମେ ଚୟନ ହୋଇଥିବା ସମୟ ରେ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବଶ୍ରୀ ଓକିଲ ବିଭୂତି ଭୂଷଣ ଦାଶ, ହରିଶଙ୍କର ସିଂ,କେଶବ ସାହୁ, କିଶୋର କୁମାର ମେହେର,ପରମେଶ୍ୱର ସାହୁ, ପ୍ରଦୀପ କୁମାର ସାହୁ ଙ୍କୁ ମନୋନୀତ କରାଯାଇଛି ବୋଲି ଓକିଲ ସଂଘ ର  ନିର୍ବାଚନ ଅଧିକାରୀ ଆଇନଜୀବୀ ଶ୍ରୀମାନ ଆଦିତ୍ଯ କୁମାର ରଥ ଓକିଲ ସଂଘ  ପଦ୍ମପୁର ତରଫରୁ ଘୋଷଣା କରିଛନ୍ତି ।

  • Log in to post comments
ପଦ୍ମପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

GANAISTAHAR.COM

-A A +A

Recent content

  • ବରଗଡ଼ରେ ଟିକା ଅଭାବରୁ ବନ୍ଦ ହେଲା ଟିକାଦାନ କେନ୍ଦ୍ର1 day ago

    tika

  • କେତେ ଭରସାଯୋଗ୍ୟ କୋଭିଡ଼ ହସପିଟାଲ ?1 day ago

    bgh

  • ବରଗଡରେ ଆମ୍ବେଦକର ଜୟନ୍ତୀ ପାଳିତ 2 days ago

    bgh

  • ଏତେ କୁତୁକୁତୁ କାହିଁକି ?3 days ago

    bgh

  • ବରଗଡ଼ର ଗତି କୁଆଡ଼େ ?3 days ago

    bgh

  • ବିଜେପିର ପୋଷ୍ଟରକୁ ନେଇ ଚର୍ଚ୍ଚା4 days ago

    bgh

  • ଭଟଲି ରେ କୃଷି ମେଳା ଓ ପ୍ରଦର୍ଶନୀ ଆରମ୍ଭ1 week ago

    ଭଟଲି

  • ଦୁଇ ଥର ଟିକା ନେବା ପରେ କରୋନା ପୋଜିଟିଭ1 week ago

    BGH

  • ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ 2 weeks ago

  • ପଦ୍ମପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ 2 weeks ago

  • ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳାଫଳ ଅନିଶ୍ଚିତ 3 weeks ago

    BGH

  • ଭଟଲି ଶ୍ୟାମ ମନ୍ଦିର କମିଟିକୁ ୩୦ ହଜାର ଟଙ୍କା ଜୋରିମାନା କଲା ପ୍ରଶାସନ3 weeks ago

    BGH

  • ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୫/0୩ - ସ୍ଥାନୀୟ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମହଲରେ ବୋରାସମ୍ବର କଲଚରାଲ ଫୋରମ ତରଫରୁ ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଫୋରମର ସଭାପତି ଶ୍ରୀ ମନ

  • ତେଜରାମ ଭୁଏଙ୍କ ପରଲୋକ 3 weeks ago

    ବରଗଡ

  • କରୋନା ଟୀକା ନେବାରୁ ବଂଚିତ ହେଲେ ଯଶୋଦା3 weeks ago

    BGH

  • ଗୁରୁ ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 3 weeks ago

    (ବରଗଡ) ଗଣ ଇସ୍ତାହାର ୨୩/0୩ - ଆସନ୍ତା ୨୮ ତାରିଖରେ ବରଗଡ  ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବ ର ପ୍ରସ୍ତୁତି ବୈଠକ ସଭାପତି ମୋହନ ସା

  • ଲେଖିକା ଅରୁନ୍ଧତୀ ପାତ୍ରଙ୍କ ଦେହାନ୍ତ3 weeks ago

    BGH

  • "ଗାନ୍ଧୀଙ୍କ ଓଡିଶା" ଉପରେ ସାମ୍ବାଦିକ ସମ୍ମିଳନୀ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୩/0୩ - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ଫୁର୍ତ୍ତି ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ

  • ଅଞ୍ଚଳ ମହାବିଦ୍ୟାଳୟ ରେ "ମୋ କଲେଜ ଅଭିଯାନ" ର ଶୁଭାରମ୍ଭ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୨/0୩ - ସ୍ଥାନୀୟ ଅଚଂଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭିଡିଓ କନଫ୍ରେନସ ମାଧ୍ୟ

  • ମୋ କଲେଜ ଅଭିଯାନ ର ଶୁଭାରମ୍ଭ 3 weeks ago

    Godbhaga

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ