Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Mon, 03/22/2021 - 15:39

(ପଦ୍ମପୁର) ଗଣ ଇସ୍ତାହାର ୨୩/0୩ - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ଫୁର୍ତ୍ତି ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଓଡ଼ିଆ ନାଟକ " ଗାନ୍ଧୀଙ୍କ ଓଡିଶା " ଆସନ୍ତା ୨୩ ତାରିଖରେ ମଞ୍ଚସ୍ଥ ହେବ l ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ସ୍ତରୀୟ ନାଟକ ପଦ୍ମପୁର ର ' ଲୁ' ନାଟ୍ୟ ସଂସ୍ଥାକୁ ପରିବେଷଣ କରିବାକୁ ସୁଯୋଗ ମିଳିଛି l ଉକ୍ତ ଦିନ ସନ୍ଧ୍ୟା ରେ ସ୍ଥାନୀୟ ଭି - କ୍ରିଏସନ ସେଣ୍ଟର ଠାରେ ନାଟ୍ୟତ୍ସବ ଅନୁଷ୍ଠିତ ହେବ ଓ ଏଥିରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଓ ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ର ସଭାପତି ଶ୍ରୀ ଅରୁଣ କୁମାର ମହାନ୍ତି ଯୋଗଦେଇ ଉତ୍ସବ କୁ ଉଦଘାଟନ କରିବେ ବୋଲି ମହୁଲପାଲି ସ୍ଥିତ 'ଲୁ ' ନାଟ୍ୟଶ୍ରମ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ନାଟ୍ୟକାର ତଥା ନିର୍ଦେଶକ କେଶରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି l

  • Log in to post comments
"ଗାନ୍ଧୀଙ୍କ ଓଡିଶା" ଉପରେ ସାମ୍ବାଦିକ ସମ୍ମିଳନୀ

GANAISTAHAR.COM

-A A +A

Recent content

  • ବରଗଡ଼ରେ ଟିକା ଅଭାବରୁ ବନ୍ଦ ହେଲା ଟିକାଦାନ କେନ୍ଦ୍ର2 days ago

    tika

  • କେତେ ଭରସାଯୋଗ୍ୟ କୋଭିଡ଼ ହସପିଟାଲ ?3 days ago

    bgh

  • ବରଗଡରେ ଆମ୍ବେଦକର ଜୟନ୍ତୀ ପାଳିତ 3 days 22 hours ago

    bgh

  • ଏତେ କୁତୁକୁତୁ କାହିଁକି ?5 days ago

    bgh

  • ବରଗଡ଼ର ଗତି କୁଆଡ଼େ ?5 days ago

    bgh

  • ବିଜେପିର ପୋଷ୍ଟରକୁ ନେଇ ଚର୍ଚ୍ଚା6 days ago

    bgh

  • ଭଟଲି ରେ କୃଷି ମେଳା ଓ ପ୍ରଦର୍ଶନୀ ଆରମ୍ଭ1 week ago

    ଭଟଲି

  • ଦୁଇ ଥର ଟିକା ନେବା ପରେ କରୋନା ପୋଜିଟିଭ2 weeks ago

    BGH

  • ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ 2 weeks ago

  • ପଦ୍ମପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ 3 weeks ago

  • ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳାଫଳ ଅନିଶ୍ଚିତ 3 weeks ago

    BGH

  • ଭଟଲି ଶ୍ୟାମ ମନ୍ଦିର କମିଟିକୁ ୩୦ ହଜାର ଟଙ୍କା ଜୋରିମାନା କଲା ପ୍ରଶାସନ3 weeks ago

    BGH

  • ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୫/0୩ - ସ୍ଥାନୀୟ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମହଲରେ ବୋରାସମ୍ବର କଲଚରାଲ ଫୋରମ ତରଫରୁ ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଫୋରମର ସଭାପତି ଶ୍ରୀ ମନ

  • ତେଜରାମ ଭୁଏଙ୍କ ପରଲୋକ 3 weeks ago

    ବରଗଡ

  • କରୋନା ଟୀକା ନେବାରୁ ବଂଚିତ ହେଲେ ଯଶୋଦା3 weeks ago

    BGH

  • ଗୁରୁ ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 3 weeks ago

    (ବରଗଡ) ଗଣ ଇସ୍ତାହାର ୨୩/0୩ - ଆସନ୍ତା ୨୮ ତାରିଖରେ ବରଗଡ  ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବ ର ପ୍ରସ୍ତୁତି ବୈଠକ ସଭାପତି ମୋହନ ସା

  • ଲେଖିକା ଅରୁନ୍ଧତୀ ପାତ୍ରଙ୍କ ଦେହାନ୍ତ3 weeks ago

    BGH

  • "ଗାନ୍ଧୀଙ୍କ ଓଡିଶା" ଉପରେ ସାମ୍ବାଦିକ ସମ୍ମିଳନୀ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୩/0୩ - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ଫୁର୍ତ୍ତି ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ

  • ଅଞ୍ଚଳ ମହାବିଦ୍ୟାଳୟ ରେ "ମୋ କଲେଜ ଅଭିଯାନ" ର ଶୁଭାରମ୍ଭ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୨/0୩ - ସ୍ଥାନୀୟ ଅଚଂଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭିଡିଓ କନଫ୍ରେନସ ମାଧ୍ୟ

  • ମୋ କଲେଜ ଅଭିଯାନ ର ଶୁଭାରମ୍ଭ 3 weeks ago

    Godbhaga

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ