Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Mon, 02/22/2021 - 13:54


 
ବରଗଡ (ପଦ୍ମପୁର) ଗଣ ଇସ୍ତାହାର  ୨୨/0୨ - ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ୩ ମାସ ବିତିଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁ ନାହିଁ। ଚାଷୀମାନେ ଧାନ ବିକ୍ରି କରିସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରିଯାଇଛି। ଅଞ୍ଚଳର ବିଭିନ୍ନ ମଣ୍ଡିରେ ୨ଲକ୍ଷ ୪୭ ହଜାର କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି ଅପେକ୍ଷାରେ ପଡିରହିଛି। ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହାର ପ୍ରତିବାଦରେ ପଦ୍ମପୁର ଅଞ୍ଚଳରେ ଚାଷୀ ଆନ୍ଦୋଳନ ତେଜି ଉଠିଛି। ଏଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି ।

ଚାଷୀମାନେ ପୂର୍ବରୁ ସ୍ଥାନୀୟ ଉପଜିଲାପାଳ ଏବଂ ତହସିଲ ଅଫିସ ଅଚଳ କରି ସାରିଥିବା ବେଳେ ସୋମବାର ପଦ୍ମପୁରରେ ରହିଥିବା ଅନ୍ୟ ସରକାରୀ କାର୍ଯ୍ୟାଳୟ ଅର୍ଥାତ୍‌ ବ୍ଲକ, ରେଜିଷ୍ଟାର, ଟ୍ରେଜେରି, କୃଷି, ଉଦ୍ୟାନ, ସହକାରୀ ସମବାୟ ନିବନ୍ଧକ (ଏଆରସିଏସ), ଗ୍ରାମ୍ୟ ଉନ୍ନୟନ (ଆରସି) ଅଫିସରେ ତାଲା ପକାଇଛନ୍ତି । ସେହିପରି କନସିଂହା ଛକରେ ରାସ୍ତା ଅବରୋଧ କରିଛନ୍ତି। ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଛନ୍ତି।

ତାପରେ କନସିଂହା ଛକରେ ରାସ୍ତା ରୋକ ଆରମ୍ଭ ହୋଇଯାଇଛି ।

  • Log in to post comments
ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ

GANAISTAHAR.COM

-A A +A

Recent content

  • ପୂର୍ବତନ ସରପଞ୍ଚଙ୍କ ପତ୍ନୀଙ୍କ ପରଲୋକ 2 hours 5 minutes ago

    (ବରଗଡ) ଗଣ ଇସ୍ତାହାର 0୧/0୩ - ବରଗଡ ଉପକଣ୍ଠ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରୀ ପଧାନଙ୍କ ଧର୍ମପତ୍ନୀ ଯଶୋଦା ପଧାନ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା l ସେ

  • ସମ୍ବଲପୁରୀ କଥାନି ବହି ପୁହୁରେନ ଉନ୍ମୋଚିତ17 hours 49 minutes ago

    BGH

  • ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ 2 days ago

    (ଅମ୍ବାଭୋନା) ଗଣ ଇସ୍ତାହାର ୨୮/0୨ - ଅମ୍ବାଭୋନା ବ୍ଲକ ପ୍ରତିଭା ପରିପ୍ରକାଶ ସଂସଦ, କର୍ଲା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ୧୩ ୭ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ

  • ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ 2 days ago

  • ପ୍ରଧାନ ଶିକ୍ଷକଙ୍କ ପରଲୋକ 3 days ago

    Lakhamara

  • ସଡ଼କ ସୁରକ୍ଷା ସମ୍ପର୍କିତ ଡାକ ଲଫାପା ଉନ୍ମୋଚିତ3 days ago

    BGH

  • ସରକାର ଧାନ ନକିଣିଲେ ଭୟଙ୍କର ଆନ୍ଦୋଳନ ହେବ 4 days ago

    (ପଦ୍ମପୁର) ଗଣଇସ୍ତାହାର ୨୬/0୨ - ଦୀର୍ଘ ୧୧ ଦିନ ଧରି ଟ୍ରାକ୍ଟର ବୋଝେଇ ଧାନ ରଖି ପଦ୍ମପୁର  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଆନ୍ଦୋଳନ କରିଛନ୍ତି l ଏହାର କୌଣସି ନିଷ୍କର୍ଷ ନ ବାହାରି

  • ପ୍ରତିଧ୍ୱନି ର ଅନ୍ତରାଳେ ପୁସ୍ତକ ଉନ୍ମୋଚିତ4 days 12 hours ago

    ବରଗଡ଼

  • ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ 5 days ago

    (ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମ

  • "କବିତା ପାଠ ଆର ଆଲୋଚନା " ସାହିତ୍ୟ ଉତ୍ସବ ଅନୁଷ୍ଠିତ 5 days ago

    PADAMPUR

  • ମିଟ କମ୍ପୁଟର ର ୨୨ତମ ବାର୍ଷିକ ଉତ୍ସବ 1 week ago

    Barg

  • ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ 1 week ago


     

  • ବରିଷ୍ଠ ଓକିଲ ସୁବାଷ ଗଡତିଆ ଙ୍କ ଦେହାନ୍ତ1 week ago

    BGH

  • ୱାଗ୍ନର - ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ 1 week ago

    Bar

  • ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଯୁବକ ମୃତ1 week ago

    ବରଗଡ଼

  • ଚାଷୀଙ୍କ ଧୌର୍ଯ୍ୟାଚ୍ୟୁତି - ଦଶମ ଦିନରେ ରାସ୍ତାରୋକ 1 week ago

    Pad

  • ତହସିଲ ଅଫିସ ରେ ଧାନ 1 week ago

    ବରଗଡ

  • ଡି ଆର ୟୁ ସି ସି କମିଟି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ 1 week ago

    BGH

  • ପ୍ରାଧ୍ୟାପକ ରମାକାନ୍ତ ରାଉତ ଙ୍କ ପରଲୋକ 1 week ago

    PADAMPUR

  • ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଚାଷୀ 1 week ago

    PADAMPUR

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ