Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Sat, 08/10/2019 - 23:07
କଂଗ୍ରେସର ଅଧକ୍ଷ୍ୟା ହେଲେ ସୋନିଆ ଗାନ୍ଧୀ

(ନୂଆଦିଲ୍ଲୀ)୧୦/୮ - ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କଂଗ୍ରେସର ବରିଷ୍ଠ ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବରେ ମନୋନୀତ ହୋଇଛନ୍ତି । ଆଜି ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନରେ ବିଫଳତା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ନୂତନ ଅଧ୍ୟକ୍ଷ ପଦବୀକୁ ନେଇ ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଗାନ୍ଧୀ ପରିବାର ବାହାରୁ ଏଥର କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ନେବେ ବୋଲି ଆଲୋଚନା ହେଉଥିଲା । ଆଜିର ବୈଠକରେ ରହୁଲଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ନେବାପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ସଫାସଫା ମନା କରିଦେଇଥିଲେ । ଶେଷରେ ସୋନିଆଙ୍କୁ ଅନୁରୋଧ କରାଯିବା ପରେ ସେ ଅନ୍ତରୀଣ ଅଧ୍ୟକ୍ଷା ହେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ବରିଷ୍ଠ ନେତା ଗୁଲାମ ନବି ଆଜାଦ ଏବଂ ହରିଶ ରାୱତ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଢେଇ ମାସ ପରେ ପୁଣି ଅଧ୍ୟକ୍ଷ ନିର୍ବାଚନ ହେବାର ଅଛି । ତେବେ ସୋନିଆଙ୍କ ଦାୟିତ୍ୱ ଗ୍ରହଣ ପରେ ଦଳର ଆଗାମୀ କାର୍ଯ୍ୟକ୍ରମ କଣ ରହିବ ତାହା ଏବେଠୁ କହିହେବନାହିଁ । 

  • Log in or register to post comments

GANAISTAHAR.COM

-A A +A

Recent content

  • ବିଜୁଳୀ ଫାଶରେ ପଡ଼ି ହାତୀର ମୃତ୍ୟୁ12 hours 42 minutes ago
    ବିଜୁଳୀ ଫାଶରେ ପଡ଼ି ହାତୀର ମୃତ୍ୟୁ

    (ଅମ୍ବାଭୋନା) ୧୦/୧୨ - ବରଗଡ଼ ଜିଲ୍ଳା ଆମ୍ବାଭୋନା ନିକଟସ୍ଥ ଗଙ୍ଗେଇ ଗାଁରେ ବିଦ୍ୟୁତ ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଗତରାତିରେ ଧାନ ଖାଇବାକୁ ଆସିଥିବା ବେଳେ ବାରହା ମାରିବା ପାଇଁ ବିଛା ଯ

  • ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ13 hours 6 minutes ago
    ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ

    (ବରଗଡ଼) ଗଣ ଇସ୍ତାହାର ୧୦/୧୨ - ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗଣଇସ୍ତାହାର ଡ଼ଟ କମ ର ମିଳିତ ଆନୁକୁଲ୍ୟରେ ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ କୃଷି ସମ୍ମିଳନୀ କକ୍ଷଠ

  • ପଦ୍ମପୁରରେ ହେବ ଗଁଡ଼ା ବଜା ସେମିନାର 4 days ago
    ଗଁଡ଼ା ବଜା ସେମିନାର

    (ପଦ୍ମପୁର) ଗଣ ଇସ୍ତାହାର ୬/୧୨ - ଆଗାମୀ ଡ଼ିସେମ୍ବର ୮ ତାରିଖ ଦିନ ପଦ୍ମପୁରରେ ଗଁଡ଼ା ବଜା ଉପରେ ଏକ ସେମିନାର ହେବ । ସାଂସ୍କୃତିକ ଅନୁଷ୍ଠାନ ଲୁ ପଦ୍ମପୁର ପକ୍ଷରୁ ପଦ୍ମପୁର ଅଞ୍ଚଲ କଲେଜ ପରିସରରେ ହେବାକୁଥ

  • ବରଗଡ଼ରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ5 days ago
    ବରଗଡ଼ରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୫/୧୨ - ବରଗଡ଼ ଜିଲ୍ଳା କୃଷି ବିଭାଗ ଏବଂ ଆତ୍ମା ବରଗଡ଼ ପକ୍ଷରୁ ବରଗଡ଼ ବିଜୁପଟ୍ଟନାୟକ ଟାଉନ ହଲଠାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧ

  • ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା5 days ago
    ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା

    (ବରଗଡ଼) ଗଣ ଇସ୍ତାହାର ୫/୧୨ - ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗଣଇସ୍ତାହାର ଡ଼ଟ କମ ର ମିଳିତ ଆନୁକୁଲ୍ୟରେ ବରଗଡ଼ରେ ଛାତ୍ର ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ କଲେଜ ଛାତ୍ରଛାତ୍ରୀ

  • କଳସ ଯାତ୍ରା ସହ ମହାଲଷ୍ମୀ ପୂଜା ଆରମ୍ଭ6 days ago
    କଳସ ଯାତ୍ରା ସହ ମହାଲଷ୍ମୀ ପୂଜା ଆରମ୍ଭ

    (ସୋହେଲା) ଗଣ ଇସ୍ତାହାର ୦୪/୧୨- ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୋହେଲା ବ୍ଲକ ଅନ୍ତର୍ଗତ ଛୁରିଆପାଲି ଗ୍ରାମରେ ଆଜି କଳସ ଶୋଭାଯାତ୍ରା ସହିତ ମହଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ଗ୍ରାମର ଶତାଧିକ ମହିଳା ଏ

  • ବିକାଶରେ ‘ଇଲେକ୍ଟ୍ରା-୨୦୧୯’ 6 days 3 hours ago
    ବିକାଶରେ ‘ଇଲେକ୍ଟ୍ରା-୨୦୧୯’

    (ବରଗଡ଼) ଗଣ ଇସ୍ତାହାର  ୪/୧୨ - ବିକାଶ ର ୧୮ତମ ବାର୍ଷିକୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ

  • ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି1 week ago
    ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

    ବରଗଡ଼ ୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର

  • ପଦ୍ମପୁର ଅଞ୍ଚଳର ପ୍ରତିଯୋଗୀ ଯୁବ ଉତ୍ସବରୁ କାହିଁକି ବଞ୍ଚିତ ! 1 week ago

    (ବରଗଡ଼) ଗଣ ଇସ୍ତାହାର ୩/୧୨ - ବରଗଡ଼ ଜିଲ୍ଳା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ରଙ୍କ ନାଁରେ ଗୁରୁତର ଅଭିଯୋଗ । ପଦ୍ମପୁର ଅଞ୍ଚଳର ପ୍ରତିଯୋଗୀଙ୍କୁ ଜିଲ୍ଳାସ୍ତରୀୟ ଉତ୍ସବରେ ସାମିଲ ହେବା ପାଇଁ ଶ୍ରୀ ମି

  • ବରଗଡ଼ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ1 week ago
    ବରଗଡ଼ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୩/୧୨ - ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ବରଗଡ଼ରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ

  • ଇମ୍ପିରିଅଲ କଲେଜରେ ସ୍ୱତନ୍ତ୍ର କର୍ମଶାଳା1 week ago
    ଇମ୍ପିରିଅଲ କଲେଜରେ ସ୍ୱତନ୍ତ୍ର କର୍ମଶାଳା

    (ବରଗଡ଼) ୨/୧୨ - ବରଗଡ଼ ଜିଲ୍ଳା ଚଡ଼େଇଗାଁସ୍ଥିତ ଇମ୍ପରିଅଲ କଲେଜରେ ଆଜି ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୁରଗାଓଁ ର ସୀମା ୱାହି ମୁଖାର୍ଜି ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇ

  • ୧୬ରୁ ବରଗଡ଼ ଆଥେଲେଟିକ୍ ମିଟ୍‌1 week ago

    ( ବରଗଡ) ଗଣ ଇସ୍ତାହାର ୨/୧୨ - ବରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡ଼ିୟମରେ ପ୍ରତିବର୍ଷ ହେଉଥିବା ଜିଲ୍ଲାସ୍ତରୀୟ ଆଥେଲେଟିକ ମିଟ୍ ଆସନ୍ତା ୧୬ ଡ଼ିସେମ୍ବରରୁ ଆରମ୍ଭ ହୋଇ

  • ବରଗଡ଼ ଧନୁଯାତ୍ରା ଶୁଭ ସ୍ତମ୍ଭ ସ୍ଥାପିତ1 week ago
    ଧନୁଯାତ୍ରା

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ସନ୍ଧ୍ୟାରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଉଯାଇଛି । ଏହି ଅବସରରେ ତଳି ପଡ଼ା ସମଲେଇ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭ

  • ଅମ୍ବାଭୋନାରେ ପ୍ରଶାସନର ଅଭିଯୋଗ ଶୁଣାଣୀ1 week ago
    ଅମ୍ବାଭୋନାରେ ପ୍ରଶାସନର ଅଭିଯୋଗ ଶୁଣାଣୀ

    (ଅମ୍ବାଭୋନା) ଗଣ ଇସ୍ତାହାର ୨/୧୨ - ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ପରିସରରେ ଜିଲ୍ଳା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ,

  • ଦଲାଳଙ୍କ କବ୍‌ଜାରେ ଧଳାସୁନା 1 week ago
    ଦଲାଳଙ୍କ କବ୍‌ଜାରେ ଧଳାସୁନା

    ବଲାଙ୍ଗିର ରେ ଧାନ ଚାଷକୁ ଛାଡି କପା ଚାଷ ମଧ୍ୟ କରାଯାଏ । ଅନୁକୂଳ ପରିବେଶ ଓ କୃଷ୍ଣକାୟ ମୃତ୍ତିକାର ଅବସ୍ଥିତି କୁ ଦେଖି ଏହି କପାଚାଷ ଏଠାରେ ବହୁତ ଭଲ ପରିମାଣରେ ଚାଷ କରାଯାଏ । ଚାଷୀ ଧାନକୁ ଖାଇବା ପାଇଁ

  • ଯଦୁବାବୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧା ସୁମନ ଅର୍ପଣ1 week ago
    ଯଦୁବାବୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧା ସୁମନ ଅର୍ପଣ

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ପୂର୍ବତନ ବିଧାୟକ ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ଶ୍ରାଦ୍ଧ ଦିବସ  ଆଜି ବରଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ବରଗଡ଼ ଯଦୁ ପ୍ରଧାନ ଛକଠାରେ ସହରର ବିଭିନ୍ନ ବର

  • ବରଗଡ଼ରେ ବିଶ୍ୱ ଏଡ଼ସ ଦିବସ ପାଳିତ1 week ago
    ବରଗଡ଼ରେ ବିଶ୍ୱ ଏଡ଼ସ ଦିବସ ପାଳିତ

    (ବରଗଡ଼) ଗଣ ଇସ୍ତାହାର ୧/୧୨ - ବରଗଡ଼ରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବରଗଡ଼ ସହର ପରିକ୍ରମା କରିଥିଲା । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ, ଆଇସିଟିସି ସହଯୋଗର

  • ଗନ୍ଧ ମାର୍ଦ୍ଦନ ଅଞ୍ଚଳରେ ପୁଣି ସକ୍ରୀୟ ହେଉଛନ୍ତି ମାଓବାଦୀ 1 week ago
    ପୁଣି ସକ୍ରୀୟ ହେଉଛନ୍ତି ମାଓବାଦୀ

    (ପାଇକମାଲ) ଗଣ ଇସ୍ତାହାର ୧/୧୨ - ଦୀର୍ଘବର୍ଷର ନିରବତା ପରେ ପାଇକମାଲ ଅଞ୍ଚଳରେ ମାଓବାଦୀ ମାନେ ପୁଣି ସକ୍ରୀୟ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପା

  • ଚାଷୀ ଆନ୍ଦୋଳନରେ କେଁ : ଫାଟ ସୃଷ୍ଟି ପାଇଁ ମସୁଧା2 weeks ago
    ଚାଷୀ ଆନ୍ଦୋଳନରେ କେଁ : ଫାଟ ସୃଷ୍ଟି ପାଇଁ ମସୁଧା

    (ବରଗଡ଼) ୧୯/୧୧ - ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଳା ବ୍ୟାପୀ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବା ବେଳେ ଆନ୍ଦୋଳନରେ ଫାଟ ସୃଷ୍ଟି ପାଇଁ ପ୍ରଶାସନିକ ସ୍ତରରେ ମସୁଧା ଆରମ୍ଭ ହୋଇଛି ।

  • ବରଗଡ଼ ଜିଲ୍ଳାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି3 weeks ago
    ବରଗଡ଼ ଜିଲ୍ଳାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି

    (ବରଗଡ଼) ଗଣ ଇସ୍ତାହାର ୧୯/୧୧ - ବରଗଡ଼ ଜିଲ୍ଳାରେ ଚାଷୀ ମାନଙ୍କଠାରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର ୧୫ ତାରିଖରୁ ଧାନ ମଣ୍ଡି ଖୋଲିଥିବା ବେଳେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଳାରେ ଚାଷୀ ଆନ୍ଦୋଳନ ଯୋଗୁଁ

Tools

Show — Tools Hide — Tools
  • Forums
  • Recent content

ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ମନୋନୀତ

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ