Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Tue, 02/16/2021 - 08:29

ବରଗଡ ବରଗଡ( ଗଣଇସ୍ତାହାର) ୧୬/0୨ - ଅଖିଳ  ଭାରତୀୟ ଯାଦବ  ମହାସଭା ର ନବ ନିର୍ବାଚିତ ଯୁବ ଯାଦବ ସଭାପତି ଶ୍ରୀ ପ୍ରଦୀପ ବେହେରାଙ୍କୁ  ବରଗଡ଼ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମଙ୍ଗଳବାର ଅପରାହ୍ନରେ  ଶ୍ରୀ ବେହେରା ଝାରସୁଗୁଡା ରୁ ବରଗଡ ଅଭିମୁଖେ ଆସିଲାବେଳେ ଗୋଡ଼ଭଗା ଠାରେ ଯୁବ ଯାଦବ କର୍ମୀ ମାନେ ତାଙ୍କୁ ସ୍ୱାଗତ ଜଣାଇ ବାଇକ ରାଲି ରେ ବରଗଡ଼ ସ୍ଥିତ ଜୟସିଂ କଲ୍ୟାଣ ମଣ୍ଡପ କୁ ଆଣିଥିଲେ l ବାଟରେ କଳାପାଣି, ନଗେନପାଲି ଛକ ଓ ଗୁରୁଦ୍ୱାର ଛକ ରେ କର୍ମୀ ମାନେ ସ୍ୱାଗତ ଜଣାଇଥିଲେ l

ଜୟସିଂ କଲ୍ୟାଣ ମଣ୍ଡପ ରେ ବରଗଡ଼ ଜିଲ୍ଲା ଯାଦବ ସଭାପତି ଶ୍ରୀ ରାଜୁ ଘିବେଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ  ମୁଖ୍ୟ ଅତିଥି ତଥା  ଅଖିଳ ଭାରତୀୟ ଯୁବ ଯାଦବ ସଭାପତି ଶ୍ରୀ ପ୍ରଦୀପ ବେହେରା ନିଜ ବକ୍ତବ୍ୟ ରେ ପଦବୀ ପାଇଁ ନୁହେଁ,ନିଷ୍ଠା ର ସହିତ ସଂଗଠନ ପାଇଁ  କାମ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରିଥିଲେ l ଏହି ଉତ୍ସବରେ ଶ୍ରୀ ଅମରେନ୍ଦ୍ର ନାରାୟଣ ଯାଦବ,ରାଜ୍ୟ ଉପସଭାପତି ଶ୍ରୀ ଧନସିଂ ଭୋଇ, ଶ୍ରୀ ଜୟସିଂ ଭୋଇ, ଶ୍ରୀ ରାମନାରାୟ ଭୋଇ, ନାରୀ ନେତ୍ରୀ କଳ୍ପନା ମାଝୀ ପ୍ରମୁଖ ମଂଚାସୀନ ଥିଲେ l ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଯାଦବ କର୍ମୀ ମାନେ ଯୋଗ ଦେଇଥିଲେ l ପ୍ରଦୀପ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ l

  • Log in to post comments
ଅଖିଳ ଭାରତୀୟ ଯୁବ ଯାଦବ ସଭାପତିଙ୍କୁ ସମ୍ବର୍ଦ୍ଧନା

GANAISTAHAR.COM

-A A +A

Recent content

  • ପୂର୍ବତନ ସରପଞ୍ଚଙ୍କ ପତ୍ନୀଙ୍କ ପରଲୋକ 1 day ago

    (ବରଗଡ) ଗଣ ଇସ୍ତାହାର 0୧/0୩ - ବରଗଡ ଉପକଣ୍ଠ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରୀ ପଧାନଙ୍କ ଧର୍ମପତ୍ନୀ ଯଶୋଦା ପଧାନ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା l ସେ

  • ସମ୍ବଲପୁରୀ କଥାନି ବହି ପୁହୁରେନ ଉନ୍ମୋଚିତ2 days ago

    BGH

  • ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ 4 days ago

    (ଅମ୍ବାଭୋନା) ଗଣ ଇସ୍ତାହାର ୨୮/0୨ - ଅମ୍ବାଭୋନା ବ୍ଲକ ପ୍ରତିଭା ପରିପ୍ରକାଶ ସଂସଦ, କର୍ଲା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ୧୩ ୭ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ

  • ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ 4 days 4 hours ago

  • ପ୍ରଧାନ ଶିକ୍ଷକଙ୍କ ପରଲୋକ 5 days 4 hours ago

    Lakhamara

  • ସଡ଼କ ସୁରକ୍ଷା ସମ୍ପର୍କିତ ଡାକ ଲଫାପା ଉନ୍ମୋଚିତ5 days ago

    BGH

  • ସରକାର ଧାନ ନକିଣିଲେ ଭୟଙ୍କର ଆନ୍ଦୋଳନ ହେବ 5 days 13 hours ago

    (ପଦ୍ମପୁର) ଗଣଇସ୍ତାହାର ୨୬/0୨ - ଦୀର୍ଘ ୧୧ ଦିନ ଧରି ଟ୍ରାକ୍ଟର ବୋଝେଇ ଧାନ ରଖି ପଦ୍ମପୁର  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଆନ୍ଦୋଳନ କରିଛନ୍ତି l ଏହାର କୌଣସି ନିଷ୍କର୍ଷ ନ ବାହାରି

  • ପ୍ରତିଧ୍ୱନି ର ଅନ୍ତରାଳେ ପୁସ୍ତକ ଉନ୍ମୋଚିତ5 days ago

    ବରଗଡ଼

  • ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ 6 days 12 hours ago

    (ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମ

  • "କବିତା ପାଠ ଆର ଆଲୋଚନା " ସାହିତ୍ୟ ଉତ୍ସବ ଅନୁଷ୍ଠିତ 1 week ago

    PADAMPUR

  • ମିଟ କମ୍ପୁଟର ର ୨୨ତମ ବାର୍ଷିକ ଉତ୍ସବ 1 week ago

    Barg

  • ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ 1 week ago


     

  • ବରିଷ୍ଠ ଓକିଲ ସୁବାଷ ଗଡତିଆ ଙ୍କ ଦେହାନ୍ତ1 week ago

    BGH

  • ୱାଗ୍ନର - ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ 1 week ago

    Bar

  • ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଯୁବକ ମୃତ1 week ago

    ବରଗଡ଼

  • ଚାଷୀଙ୍କ ଧୌର୍ଯ୍ୟାଚ୍ୟୁତି - ଦଶମ ଦିନରେ ରାସ୍ତାରୋକ 1 week ago

    Pad

  • ତହସିଲ ଅଫିସ ରେ ଧାନ 1 week ago

    ବରଗଡ

  • ଡି ଆର ୟୁ ସି ସି କମିଟି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ 1 week ago

    BGH

  • ପ୍ରାଧ୍ୟାପକ ରମାକାନ୍ତ ରାଉତ ଙ୍କ ପରଲୋକ 1 week ago

    PADAMPUR

  • ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଚାଷୀ 1 week ago

    PADAMPUR

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ