(ପଦ୍ମପୁର) ଗଣଇସ୍ତାହାର ୨0/0୧ - ପଦ୍ମପୁର ବ୍ଲକ ର ବିଭିନ୍ନ ମଣ୍ଡିରୁ ଧାନ ଦୀର୍ଘ ଦିନ ହେଲା ପଡ଼ିରହିଛି l ଧାନ ବିକ୍ରି ନହେବା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ଚାଷୀ ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଗାମୀ ଦିନରେ ଧାନ ଉଠା ନଗଲେ ଆନ୍ଦୋଳନ ର ଚେତାବନୀ ଦେଇଛି କଂଗ୍ରେସ l
ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ