(ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍ୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ l ଏ ସମ୍ପର୍କରେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କେହି ଏହାର ସମାଧାନ ପାଇଁ ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l
ରାସ୍ତା ଉପରେ ଡ୍ରେନ ପାଣି