Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Fri, 01/15/2021 - 18:03

ବରଗଡ (ବରଗଡ) ଗଣ ଇସ୍ତାହାର ୧୫/0୧ - ଆଜି ପୂର୍ବାହ୍ନ ରେ ବରଗଡ ର ଅଗ୍ରଣୀ ସାମାଜିଜ ଅନୁଷ୍ଠାନ 'ଚେତନା' ର ଏକ ପ୍ରତିନିଧି ଦଳ ସମ୍ବଲପୁରରେ ରେଳ ମଣ୍ଡଳ ଅଧିକାରୀ ପ୍ରଦୀପ କୁମାର ଙ୍କ ସହ ବରଗଡ଼ ସାଂସଦ  ସୁରେଶ ପୂଜାରୀଙ୍କ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସର୍ବପ୍ରଥମେ ଚେତନା ର ସଦସ୍ୟ ଯଶବୀର ସିଂହ ସମସ୍ତଙ୍କ ପରିଚୟ କରାଇଥିଲେ,  କମଳ ଯୋଶୀ ହାଇମେକ୍ସ ଲାଇଟ ଓ ଜି ଆର ପି ପୋଲିସ ର ବ୍ୟବସ୍ଥା, ସର୍ଦାର କେତନ ସିଂହ ପ୍ଲାଟଫର୍ମ ର ସ୍ୱଚ୍ଛତା ଓ ପ୍ରଥମ ଶ୍ରେଣୀ ବିଶ୍ରାମଗାରକୁ ଖୋଲିବା ପାଇଁ ମତ ରଖିଥିଲେ l ଉପସଭାପତି ଶ୍ରୀ ଶ୍ୟାମସୁନ୍ଦର ଅଗ୍ରୱାଲ ଚେତନା ଦ୍ୱାରା ପ୍ରସ୍ତୁତ ଦାବିପତ୍ର ପଢି ଡି ଆର ଏମ ମହୋଦୟଙ୍କୁ ଦେଇଥିଲେ l ରେଳ ମଣ୍ଡଳ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବରଗଡ ଜିଲ୍ଲାର ରେଳ ସମ୍ପର୍କୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l

ବରଗଡ ମୁଖ୍ୟତଃ ସମ୍ବଲପୁର-ପୁରୀ ଇଣ୍ଟର୍ସିଟି କୁ ବରଗଡ଼/ ବଲାଙ୍ଗୀର  ପର୍ଯ୍ୟନ୍ତ ସମ୍ପ୍ରସାରଣ, ସପ୍ତାହରେ ତିନିଦିନ ଚାଲୁଥିବା ବିଶାଖାପାଟଣା - ଅମୃତସର 'ହୀରାକୁଦ ' ଏକ୍ସପ୍ରେସକୁ ଟିଟିଲାଗଡ଼, ସମ୍ବଲପୁର ଦେଇ ସପ୍ତାହର ଅବଶିଷ୍ଟ ଚାରିଦିନ ଚଳାଇବା, ପୁରୀ -ମୁମ୍ବାଇ ଓ ପୁରୀ -ସିରିଡ଼ି ଏକ୍ସପ୍ରେସ କୁ ସପ୍ତାହରେ ଦିନେ ବଦଳରେ ତିନିଦିନ ଚଳାଇବା, ବରଗଡ଼ ଷ୍ଟେସନ ରେ ଦୁଇ ମିନିଟ ରହଣି ସମୟ ଥିବା ଟ୍ରେନ ଗୁଡିକୁ ୫ ମିନିଟ କରିବା, ବରଗଡ ଷ୍ଟେସନ ରେ ଏସ୍କାଲେଟର, ଲିଫ୍ଟ ଓ ରେମ୍ପ ବ୍ୟବସ୍ଥା କରିବା, ପ୍ଲାଟଫର୍ମ ସେଡର ଦୈର୍ଘ ବୃଦ୍ଧି କରିବା, ଷ୍ଟେସନ ର ଉଜ୍ବଳିକାରଣ, ବରଗଡ ଷ୍ଟେସନ ରେ ଜି ଆର ପି ଫାଣ୍ଡି ଖୋଲିବା ତଥା ଅତାବିରାରେ ସମସ୍ତ ଟ୍ରେନ ବିଶେଷ କରି ଦକ୍ଷିଣ ଭାରତକୁ ଯାଉଥିବା ଟ୍ରେନ ର ରହଣି କରିବା, ସମ୍ବଲପୁର - ରାୟଗଡା ଟ୍ରେନକୁ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା l ଶ୍ରୀ କୁମାର ସକାରାତ୍ମକ ଦୃଷ୍ଟିଭଙ୍ଗୀ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ଏ ବିଷୟରେ ନିର୍ଦେଶ ଦେବାସହ ଏ ସବୁକୁ ପୂରଣ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବେ ବୋଲି ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ 'ଚେତନା ' ତରଫରୁ ଉମା ଶ୍ରୀବଲ୍ଳବ ମିଶ୍ର, ଶ୍ୟାମସୁନ୍ଦର ଅଗ୍ରୱାଲ, ସର୍ଦାର ପ୍ରିତମ ସିଂ, କୃଷଚନ୍ଦ୍ର ପଣ୍ଡା, କମଳ ଯୋଶୀ ଓ ଯଶବୀର ସିଂ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l 

  • Log in to post comments
ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କ ସହିତ ସାଂସଦଙ୍କ ଆଲୋଚନା l

GANAISTAHAR.COM

-A A +A

Recent content

  • ପୂର୍ବତନ ସରପଞ୍ଚଙ୍କ ପତ୍ନୀଙ୍କ ପରଲୋକ 1 day ago

    (ବରଗଡ) ଗଣ ଇସ୍ତାହାର 0୧/0୩ - ବରଗଡ ଉପକଣ୍ଠ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରୀ ପଧାନଙ୍କ ଧର୍ମପତ୍ନୀ ଯଶୋଦା ପଧାନ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା l ସେ

  • ସମ୍ବଲପୁରୀ କଥାନି ବହି ପୁହୁରେନ ଉନ୍ମୋଚିତ2 days ago

    BGH

  • ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ 4 days ago

    (ଅମ୍ବାଭୋନା) ଗଣ ଇସ୍ତାହାର ୨୮/0୨ - ଅମ୍ବାଭୋନା ବ୍ଲକ ପ୍ରତିଭା ପରିପ୍ରକାଶ ସଂସଦ, କର୍ଲା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ୧୩ ୭ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ

  • ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ 4 days 3 hours ago

  • ପ୍ରଧାନ ଶିକ୍ଷକଙ୍କ ପରଲୋକ 5 days 3 hours ago

    Lakhamara

  • ସଡ଼କ ସୁରକ୍ଷା ସମ୍ପର୍କିତ ଡାକ ଲଫାପା ଉନ୍ମୋଚିତ5 days ago

    BGH

  • ସରକାର ଧାନ ନକିଣିଲେ ଭୟଙ୍କର ଆନ୍ଦୋଳନ ହେବ 5 days 12 hours ago

    (ପଦ୍ମପୁର) ଗଣଇସ୍ତାହାର ୨୬/0୨ - ଦୀର୍ଘ ୧୧ ଦିନ ଧରି ଟ୍ରାକ୍ଟର ବୋଝେଇ ଧାନ ରଖି ପଦ୍ମପୁର  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଆନ୍ଦୋଳନ କରିଛନ୍ତି l ଏହାର କୌଣସି ନିଷ୍କର୍ଷ ନ ବାହାରି

  • ପ୍ରତିଧ୍ୱନି ର ଅନ୍ତରାଳେ ପୁସ୍ତକ ଉନ୍ମୋଚିତ5 days ago

    ବରଗଡ଼

  • ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ 6 days 11 hours ago

    (ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମ

  • "କବିତା ପାଠ ଆର ଆଲୋଚନା " ସାହିତ୍ୟ ଉତ୍ସବ ଅନୁଷ୍ଠିତ 1 week ago

    PADAMPUR

  • ମିଟ କମ୍ପୁଟର ର ୨୨ତମ ବାର୍ଷିକ ଉତ୍ସବ 1 week ago

    Barg

  • ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ 1 week ago


     

  • ବରିଷ୍ଠ ଓକିଲ ସୁବାଷ ଗଡତିଆ ଙ୍କ ଦେହାନ୍ତ1 week ago

    BGH

  • ୱାଗ୍ନର - ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ 1 week ago

    Bar

  • ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଯୁବକ ମୃତ1 week ago

    ବରଗଡ଼

  • ଚାଷୀଙ୍କ ଧୌର୍ଯ୍ୟାଚ୍ୟୁତି - ଦଶମ ଦିନରେ ରାସ୍ତାରୋକ 1 week ago

    Pad

  • ତହସିଲ ଅଫିସ ରେ ଧାନ 1 week ago

    ବରଗଡ

  • ଡି ଆର ୟୁ ସି ସି କମିଟି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ 1 week ago

    BGH

  • ପ୍ରାଧ୍ୟାପକ ରମାକାନ୍ତ ରାଉତ ଙ୍କ ପରଲୋକ 1 week ago

    PADAMPUR

  • ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଚାଷୀ 1 week ago

    PADAMPUR

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ