Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Thu, 01/14/2021 - 17:30

BGH(ବରଗଡ଼) ଗଣ ଇସ୍ତାହାର ବ୍ୟୁରୋ ୧୪/୧୨ – କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ନେଇ ବିଗତ ୪୮ ଦିନରୁ ଅଧିକ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସୁପ୍ରିମ କୋର୍ଟ ଏହି ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଇନର ଅନୁଧ୍ୟାନ ପାଇଁ ଚାରି ଜଣିଆ କମିଟି ଗଠନ କରିଛନ୍ତି । ତେବେ ଏହା ସତ୍ୱେ କୃଷକ ଆନ୍ଦୋଳନ ଥମି ନାହିଁ । ଆଇନ ସ୍ଥଗିତ ରଖିବା ଆଦେଶକୁ ଆନ୍ଦୋଳନରତ ଚାଷୀ ସ୍ୱାଗତ କରିଥିବା ବେଳେ ଚାରି ଜଣିଆ କମିଟି ଗଠନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । BGHତେବେ କୃଷକମାନେ କାହିଁକି ଏହି ଆଇନକୁ ବିରୋଧ କରୁଛନ୍ତି ସେ ସଂପର୍କରେ ଗ୍ରାମାଂଚଳର କୃଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ପୁସ୍ତିକା ପ୍ରକାଶ ପାଇଛି । ଓଡ଼ଇଆ ଭାଷାରେ ଛପା ଯାଇଥିବା ଏହି ପୁସ୍ତକରେ ଅତ୍ୟନ୍ତ ସରଳ ଭାଷାରେ କୃଷକ ଆଇନର ପ୍ରଭାବ କୃଷକ ମାନଙ୍କ ଉପରେ କିପରି ପଡ଼ିବ ସେ ସଂପର୍କରେ ଲେଖାଯାଇଛି ।  ଜୟ କିଷାନ ଆନ୍ଦୋଳନ ବରଗଡ଼ ଜିଲ୍ଳା ଶାଖା ପକ୍ଷରୁ ସଂଗଠନର କର୍ମୀମାନେ ଗାଁ ଗାଁ ଯାଇ କୃଷକ ଆଇନ କୁପରିଣତି ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ।  ବରଗଡ଼ ସମତା ଭବନଠାରେ ସଂଗଠନର ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ପ୍ରଧାନ ଏହି ପୁସ୍ତିକାକୁ ଲୋକାର୍ପଣ କରିଛନ୍ତି । ଏହି ପୁସ୍ତିକାର ସହଯୋଗ ରାଶି କୋଡ଼ିଏ ଟଙ୍କା ରଖାଯାଇଛି ।      
 

  • Log in to post comments
ତିନି କୃଷି ଆଇନ କୁ ବିରୋଧ କାହିଁକି ?

GANAISTAHAR.COM

-A A +A

Recent content

  • ପୂର୍ବତନ ସରପଞ୍ଚଙ୍କ ପତ୍ନୀଙ୍କ ପରଲୋକ 1 day ago

    (ବରଗଡ) ଗଣ ଇସ୍ତାହାର 0୧/0୩ - ବରଗଡ ଉପକଣ୍ଠ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରୀ ପଧାନଙ୍କ ଧର୍ମପତ୍ନୀ ଯଶୋଦା ପଧାନ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା l ସେ

  • ସମ୍ବଲପୁରୀ କଥାନି ବହି ପୁହୁରେନ ଉନ୍ମୋଚିତ2 days ago

    BGH

  • ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ 4 days ago

    (ଅମ୍ବାଭୋନା) ଗଣ ଇସ୍ତାହାର ୨୮/0୨ - ଅମ୍ବାଭୋନା ବ୍ଲକ ପ୍ରତିଭା ପରିପ୍ରକାଶ ସଂସଦ, କର୍ଲା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ୧୩ ୭ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ

  • ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ 4 days 3 hours ago

  • ପ୍ରଧାନ ଶିକ୍ଷକଙ୍କ ପରଲୋକ 5 days 3 hours ago

    Lakhamara

  • ସଡ଼କ ସୁରକ୍ଷା ସମ୍ପର୍କିତ ଡାକ ଲଫାପା ଉନ୍ମୋଚିତ5 days ago

    BGH

  • ସରକାର ଧାନ ନକିଣିଲେ ଭୟଙ୍କର ଆନ୍ଦୋଳନ ହେବ 5 days 12 hours ago

    (ପଦ୍ମପୁର) ଗଣଇସ୍ତାହାର ୨୬/0୨ - ଦୀର୍ଘ ୧୧ ଦିନ ଧରି ଟ୍ରାକ୍ଟର ବୋଝେଇ ଧାନ ରଖି ପଦ୍ମପୁର  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଆନ୍ଦୋଳନ କରିଛନ୍ତି l ଏହାର କୌଣସି ନିଷ୍କର୍ଷ ନ ବାହାରି

  • ପ୍ରତିଧ୍ୱନି ର ଅନ୍ତରାଳେ ପୁସ୍ତକ ଉନ୍ମୋଚିତ5 days ago

    ବରଗଡ଼

  • ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ 6 days 11 hours ago

    (ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମ

  • "କବିତା ପାଠ ଆର ଆଲୋଚନା " ସାହିତ୍ୟ ଉତ୍ସବ ଅନୁଷ୍ଠିତ 1 week ago

    PADAMPUR

  • ମିଟ କମ୍ପୁଟର ର ୨୨ତମ ବାର୍ଷିକ ଉତ୍ସବ 1 week ago

    Barg

  • ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ 1 week ago


     

  • ବରିଷ୍ଠ ଓକିଲ ସୁବାଷ ଗଡତିଆ ଙ୍କ ଦେହାନ୍ତ1 week ago

    BGH

  • ୱାଗ୍ନର - ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ 1 week ago

    Bar

  • ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଯୁବକ ମୃତ1 week ago

    ବରଗଡ଼

  • ଚାଷୀଙ୍କ ଧୌର୍ଯ୍ୟାଚ୍ୟୁତି - ଦଶମ ଦିନରେ ରାସ୍ତାରୋକ 1 week ago

    Pad

  • ତହସିଲ ଅଫିସ ରେ ଧାନ 1 week ago

    ବରଗଡ

  • ଡି ଆର ୟୁ ସି ସି କମିଟି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ 1 week ago

    BGH

  • ପ୍ରାଧ୍ୟାପକ ରମାକାନ୍ତ ରାଉତ ଙ୍କ ପରଲୋକ 1 week ago

    PADAMPUR

  • ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଚାଷୀ 1 week ago

    PADAMPUR

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ