Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • ସାମ୍ବାଦିକଙ୍କ ସ୍ମୃତିରେ ବୃକ୍ଷରୋପଣ

    Submitted by editor on Tue, 07/21/2020 - 17:22

    BGH(ଅତାବିରା) ଗଣ ଇସ୍ତାହାର ୨୧/୦୭ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଶାଖା ପକ୍ଷରୁ କରୋନାରେ ପ୍ରାଣ ହରାଇଥିବା ଦୁଇଜଣ ସାମ୍ବାଦିକଙ୍କ ସ୍ମୃତିରେ ଅତାବିରାଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତାବିରା  ବିଡ଼ିଓ, ତହସିଲଦାରଙ୍କ ସମେତ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ଯୋଗ ଦେଇ ଦିବଂଗତ ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  

    • Read more about ସାମ୍ବାଦିକଙ୍କ ସ୍ମୃତିରେ ବୃକ୍ଷରୋପଣ
    • Log in to post comments
    ସାମ୍ବାଦିକଙ୍କ ସ୍ମୃତିରେ ବୃକ୍ଷରୋପଣ
  • ବରପାଲି ବ୍ଳକର ଟିଙ୍ଗିପାଲି ଗାଁ ହେଲା ସାନିଟାଇଜ

    Submitted by editor on Tue, 07/21/2020 - 16:28

    BGH(ବରପାଲି) ଗଣ ଇସ୍ତାହାର ୨୧/୦୭ ବରପାଲି ବ୍ଳକ ଖେମେସରା ଗ୍ରାମ ପଂଚାୟତର ଟିଙ୍ଗିପାଲି ଗାଁରେ ଆଜି ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ଦେଢମାସ ତଳେ ତାମିଲନାଡ଼ୁରୁ ଆସି ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ପରେ ରୋଗୀ ଘରକୁ ଫେରିଥିଲେ । ତେବେ ତାଙ୍କୁ ଥଣ୍ଡା ଜ୍ୱର ଲାଗି ରହିବାରୁ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ ତାହା ପୋଜିଟିଭ ବାହାରିଛି ।

    • Read more about ବରପାଲି ବ୍ଳକର ଟିଙ୍ଗିପାଲି ଗାଁ ହେଲା ସାନିଟାଇଜ
    • Log in to post comments
    ବରପାଲି ବ୍ଳକର ଟିଙ୍ଗିପାଲି ଗାଁ ହେଲା ସାନିଟାଇଜ
  • ପ୍ରେସମିଟ ରେ କାହିଁକି ମିଛ କହିଲେ ପଦ୍ମପୁର ଏସଡ଼ିପିଓ

    Submitted by editor on Tue, 07/21/2020 - 08:50

    PADAMPUR(ବରଗଡ଼) ଗଣ ଇସ୍ତାହାର ୨୧/୦୭ ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ସତୀଭଟା ନିକଟରେ ଜଣେ ଯୁବକଙ୍କୁ ଗାଡ଼ି ଚଢାଇ ମାରିଦେବା ଘଟଣାରେ ପଦ୍ମପୁର ପୋଲିସ ପକ୍ଷରୁ ଏକ ପ୍ରେସମିଟ ର ଆୟୋଜନ କରାଯାଇଥିଲା । ଏହି ପ୍ରେସମିଟ ରେ ପୋଲିସ ଏକ ତଥ୍ୟ ଲୁଚାଇଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟଯେ ଗତ ବୁଧବାର ରାତିରେ ପଦ୍ମପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ପୂର୍ବ ଶତୃତାକୁ ନେଇ ସୁବାସ ନାଗ ଏବଂ ପ୍ରେମା

    • Read more about ପ୍ରେସମିଟ ରେ କାହିଁକି ମିଛ କହିଲେ ପଦ୍ମପୁର ଏସଡ଼ିପିଓ
    • Log in to post comments
    ପ୍ରେସମିଟ ରେ କାହିଁକି ମିଛ କହିଲେ ପଦ୍ମପୁର ଏସଡ଼ିପିଓ
  • ବରଗଡ଼ ଜିଲ୍ଳାର ଆଜି କେଉଁଠି ଚିହ୍ନଟ ହୋଇଛନ୍ତି ୨୨ ପୋଜିଟିଭ

    Submitted by editor on Mon, 07/20/2020 - 12:44

    BGH(ବରଗଡ଼) ଗଣ ଇସ୍ତାହାର ୨୦/୦୭ - ସୋମବାର ସକାଳେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବରଗଡ଼ ଜିଲ୍ଳାରେ  ୨୨ ଜଣ ନୂତନ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟାପାଲି ଗାଁରୁ ୧୩  ( ୬ ପୁରୁଷ ୭ ମହିଳା)ଜଣ, ବରଗଡ଼ ପୌରାଂଚଳରୁ ୭ ଜଣ ଏବଂ ଅତାବିରା ଓ ସୋହେଲା ବ୍ଳକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।

     ବରଗଡ଼ ପୌରାଂଚଳ ଟିଟିଲାଗଡ଼ିଆ ଝୁମ୍ପୁଡ଼ି ବସ୍ତିରୁ ୨ ମହିଳା, ବ୍ରହ୍ମ କୁମାରୀ

    • Read more about ବରଗଡ଼ ଜିଲ୍ଳାର ଆଜି କେଉଁଠି ଚିହ୍ନଟ ହୋଇଛନ୍ତି ୨୨ ପୋଜିଟିଭ
    • Log in to post comments
    ବରଗଡ଼ ଜିଲ୍ଳାର ଆଜି କେଉଁଠି ଚିହ୍ନଟ ହୋଇଛନ୍ତି ୨୨ ପୋଜିଟିଭ
  • ବରଗଡ଼ ଜିଲ୍ଳା ମୁଖ୍ୟ ସରକାରୀ ଡ଼ାକ୍ତରଖାନା ୫ ଦିନ ସଟଡ଼ାଉନ ହେଲା

    Submitted by editor on Sun, 07/19/2020 - 19:03

    BGH(ବରଗଡ଼) ଗଣ ଇସ୍ତାହାର ୧୯/୦୭ - ଖେଦାପାଲିଠାରେ ଥିବା ବରଗଡ଼ ଜିଲ୍ଳା ସରକାରୀ ମୁଖ୍ୟ ଡ଼ାକ୍ତରଖାନା ୫ ଦିନ ସଟଡ଼ାଉନ ଘୋଷଣା କରାଯାଇଛି । ସେଠାରେ କାର୍ଯ୍ୟରତ ଜଣେ ଡ଼ାକ୍ତର କରୋନା ପୋଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଂପୃକ୍ତ ଡ଼ାକ୍ତରଙ୍କ ସ୍ୱାବ ନମୁନା ଗତ ୧୧ ତାରିଖ ଦିନ ସଂଗ୍ରହ କରାଯାଇଥିଲା ଏବଂ ସେ ହେ।।ମ କ୍ୱାରେଣ୍ଟାଇନରେ ଥିଲେ ।

    <

    • Read more about ବରଗଡ଼ ଜିଲ୍ଳା ମୁଖ୍ୟ ସରକାରୀ ଡ଼ାକ୍ତରଖାନା ୫ ଦିନ ସଟଡ଼ାଉନ ହେଲା
    • Log in to post comments
    ବରଗଡ଼ ଜିଲ୍ଳା ମୁଖ୍ୟ ସରକାରୀ ଡ଼ାକ୍ତରଖାନା ୫ ଦିନ ସଟଡ଼ାଉନ ହେଲା
  • ଘର ପୋଡ଼ି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତ ଗିରଫ

    Submitted by editor on Sun, 07/19/2020 - 18:14

    BGH(ଅତାବିରା) ଗଣ ଇସ୍ତାହାର ୧୯/୦୭ - ବରଗଡ଼ ଜିଲ୍ଳା ଅତାବିରା ଥାନା ଅନ୍ତର୍ଗତ ଅମଲିପାଲି ପଂଚାୟତର ବାଟିମୁଣ୍ଡା ଗ୍ରାମରେ ତିନିମାସ ତଳେ ଏକ ଘରପୋଡ଼ି ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ ଅତାବିରା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଟିମୁଣ୍ଡା ଗାଁର କଲେକ୍ଟର ସାହୁ । ଗତ ମାର୍ଚ୍ଚ ୨୫ ତାରିଖ ରାତିରେ ଅଭିଯୁକ୍ତ ଜଣକ ବରାହକୃଟା ଗ୍ରାମର କିଶୋର ସାହୁଙ୍କ ଖେତର ଘରେ ନିଆଁ ଲଗାଇ ଦେଇଥିଲା

    • Read more about ଘର ପୋଡ଼ି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତ ଗିରଫ
    • Log in to post comments
    ଘର ପୋଡ଼ି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତ ଗିରଫ
  • ସଟଡ଼ାଉନ ହୋଇପାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନା

    Submitted by editor on Sun, 07/19/2020 - 10:17

    BGH(ବରଗଡ଼) ଗଣ ଇସ୍ତାହାର ୧୯/୦୭ - ଖେଦାପାଲିଠାରେ ଥିବା ବରଗଡ଼ ଜିଲ୍ଳା ସରକାରୀ ମୁଖ୍ୟ ଡ଼ାକ୍ତରଖାନା ସଟଡ଼ାଉନ ହୋଇପାରେ । ଡ଼ାକ୍ତରଖାନା ସହିତ ସଂପୃକ୍ତ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି । ସେଥିପାଇଁ ଅନ୍ୟ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନ୍ତତଃ ଦୁଇଦିନ ପାଇଁ ହସପିଟାଲକୁ ସଟଡ଼ାଉନ କରାଯିବାର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଅବଶ୍ୟ କେବଳ ଓପିଡ଼ି ହେବ ନା ପୁରା ହସପିଟାଲ ସଟ

    • Read more about ସଟଡ଼ାଉନ ହୋଇପାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନା
    • Log in to post comments
    ସଟଡ଼ାଉନ ହୋଇପାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନା
  • ପଦ୍ମପୁର ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଦଳିତ ମହାସଂଘ

    Submitted by editor on Sun, 07/19/2020 - 09:26

    PADAMPUR(ପଦ୍ମପୁର) ଗଣ ଇସ୍ତାହାର ୧୯/୦୭ - ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁରେ ଘଟିଥିବା ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ବରଗଡ଼ ଜିଲ୍ଳା ଦଳିତ ମହାସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ଏକ ପ୍ରତିନିଧି ଦଳ ଖୁଣ୍ଟପାଲି ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।PADAMPUR

    • Read more about ପଦ୍ମପୁର ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଦଳିତ ମହାସଂଘ
    • Log in to post comments
    ପଦ୍ମପୁର ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଦଳିତ ମହାସଂଘ
  • ବୁର୍ଦା ଘଟଣା : ହତ୍ୟା ନା ଆତ୍ମହତ୍ୟା

    Submitted by editor on Sat, 07/18/2020 - 16:14

    BGH(ଭେଡ଼େନ) ଗଣ ଇସ୍ତାହାର ୧୮/୦୭ - ବରଗଡ଼ ଜିଲ୍ଳା ଭେଡ଼େନ ଥାନା ଅନ୍ତର୍ଗତ ବୁର୍ଦା ଗ୍ରାମରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବରଗଡ଼ ଏସପି ପଦ୍ମିନୀ ସାହୁ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଂଚି ଛାନଭିନ କରି ସାରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି ।

    • Read more about ବୁର୍ଦା ଘଟଣା : ହତ୍ୟା ନା ଆତ୍ମହତ୍ୟା
    • Log in to post comments
    ବୁର୍ଦା ଘଟଣା : ହତ୍ୟା ନା ଆତ୍ମହତ୍ୟା
  • ଯୁବକଙ୍କୁ ହତ୍ୟା ସନ୍ଦେହ : ଗାଁ ମୁଣ୍ଡ ଖଳାରୁ ମୃତ ଦେହ ଉଦ୍ଧାର

    Submitted by editor on Sat, 07/18/2020 - 13:27

    BGH(ଭେଡ଼େନ) ଗଣ ଇସ୍ତାହାର ୧୮/୦୭ - ବରଗଡ଼ ଜିଲ୍ଳା ଭେଡ଼େନ ଥାନା ଅନ୍ତର୍ଗତ ବୁର୍ଦା ଗ୍ରାମରେ ଥିବା ଖଳାରୁ ଆଜି ଭେଡ଼େନ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବୁର୍ଦା ଗ୍ରାମର ଜିତୁ ନାଏକ ବୋଲି ଚିହ୍ନଟ ହୋଇଛି । ଆଜି ସକାଳୁ ସେ ଘରୁ ବାହାରିଥିଲେ । ତେବେ ଗାଁ ମୁଣ୍ଡ ଖଳାରେ ତାଙ୍କର ମୃତ ଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  <

    • Read more about ଯୁବକଙ୍କୁ ହତ୍ୟା ସନ୍ଦେହ : ଗାଁ ମୁଣ୍ଡ ଖଳାରୁ ମୃତ ଦେହ ଉଦ୍ଧାର
    • Log in to post comments
    ଯୁବକଙ୍କୁ ହତ୍ୟା ସନ୍ଦେହ : ଗାଁ ମୁଣ୍ଡ ଖଳାରୁ ମୃତ ଦେହ ଉଦ୍ଧାର

Pagination

  • First page « First
  • Previous page ‹ Previous
  • …
  • Page 53
  • Page 54
  • Page 55
  • Page 56
  • Current page 57
  • Page 58
  • Page 59
  • Page 60
  • Page 61
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଶତାୟୁଙ୍କ ପରଲୋକ 1 month ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ1 month ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ2 months ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ2 months ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 2 months 1 week ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା2 months 1 week ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ2 months 1 week ago

    Dalit

  • ନବାଗତଙ୍କୁ ସ୍ୱାଗତ 2 months 1 week ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ2 months 1 week ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?2 months 1 week ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ2 months 1 week ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ2 months ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ2 months ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି2 months ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି2 months ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 2 months ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !2 months ago

    Dda

  • ମୃତ୍ୟୁ ପରେ ନେତ୍ର ଦାନ2 months ago

    BGH

  • ଗୈାରେନମୁଣ୍ଡାରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦ, ୧୪୪ ଧାରା ଜାରି2 months ago

    BGH

  • ବରଗଡ଼ ରେ ବିଶ୍ୱ ମୃତ୍ତିକା ଦିବସ ପାଳନ2 months 2 weeks ago

    Bgh

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ