Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • PRESS MEET BJP YUB MORCHA

    Submitted by editor on Thu, 06/16/2022 - 20:56

    Zò^ò aûjò^úùe ^ò~êqò _ûAñ bûeZ ieKûeu @MÜò_[ Kû~ðýKâcKê eûRý aòùR_ò ~êaùcûyðû _leê ÊûMZ Keû~ûAQòö Gù^A @ûRò iKûùk aeMWÿ aòùR_ò Ròfæû Kû~ðýûkdVûùe aòùR_ò ~êaùcûyðûe GK iû´û\òK i¹òk^ú @^êÂòZ ùjûA~ûAQòö  Gjò iû´û\òK i¹òk^úùe aòùR_ò ~êa ùcûyðû eûRý ibû_Zò Aeûgòh @ûPû~ðý, eûRý C_ibû_Zò aògßRòZ hWÿwú, eûRý iõ_û\K _âòùZg ajò\ûe, aò

    • Read more about PRESS MEET BJP YUB MORCHA
    • Log in to post comments
    PRESS MEET BJP YUB MORCHA
  • ଶତାୟୁଙ୍କ ପରଲୋକ

    Submitted by editor on Fri, 01/21/2022 - 11:14

    ବରଗଡ (କଳାପାଣି) ଗଣଇସ୍ତାହାର ୨୧/0୧ - ବରଗଡ ଜିଲ୍ଲା କଳାପାଣି ଗ୍ରାମ ପଂଚାୟତ ବୁଦେଲପାଲି ର ଶତାୟୁ ପାରେଶ୍ୱର ସାହୁଙ୍କ ଦେହାନ୍ତ ହୋଇଯାଇଛି l ତାଙ୍କୁ ଗ୍ରାମ୍ୟ କମିଟି ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବରେ ସମ୍ମାନିତ କରାଯାଇଥିଲା l ସେ ତାଙ୍କର ତିନି ପୁଅ ରଙ୍କମଣୀ, ସୁରୁ ଓ ତରଣୀ ଙ୍କ ସମେତ ବୋହୁ ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି l ତାଙ୍କ ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l

    • Read more about ଶତାୟୁଙ୍କ ପରଲୋକ
    • Log in to post comments
    ଶତାୟୁଙ୍କ ପରଲୋକ
  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ

    Submitted by editor on Sat, 01/08/2022 - 14:02

    Sarla(ବରଗଡ଼) ଗଣ ଇସ୍ତାହାର ୦୮/୦୧ – ବରଗଡ଼ ଜିଲ୍ଳାରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ଼ ରୋଗୀଙ୍କ ତଥ୍ୟରେ ବଡ଼ ଧରଣର ତୃଟୀ ସାମ୍ନାକୁ ଆସିଛି । ବରଗଡ଼ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗତକାଲି ବରଗଡ଼ ଜିଲ୍ଳାରେ କୋଭିଡ଼ ପୋଜିଟିଭ ଚିହ୍ନଟ

    • Read more about ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ
    • Log in to post comments
    ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ
  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ

    Submitted by editor on Wed, 12/22/2021 - 19:53

    ବରଗଡ଼(ଅତାବିରା) ଗଣ ଇସ୍ତାହାର ୨୨/୧୨ - ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅତାବିରା ବ୍ଲକ ଦେବାହାଲ ରୁ ଜହ୍ନ।ପଡ଼ା ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ନିର୍ମାଣ ର ଶିଳାନ୍ୟାସ ଆଜି ଅନୁଷ୍ଠିତ ହୋଇଯାଇଛି । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବ୍ଲକ ଅଧ୍ୟକ୍ଷା ରୀତା ସାହୁ ସମାରୋହରେ ଉପସ୍ଥିତ ଥିଲେ । ୨ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହି ରାସ୍ତା ନିର୍ମାଣ ହେବ । 

     

     

     

     

     

     

     

    • Read more about ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ
    • Log in to post comments
    ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ
  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ

    Submitted by editor on Wed, 12/22/2021 - 19:14

    ବିଜୟ ଦାଶ(ଗାଇସିଲେଟ)ଗଣ ଇସ୍ତାହାର ୨୨/୧୨ - ଗଣ ଇସ୍ତାହାର ର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦାଶ ଙ୍କ ଆଜି ଅପରାହ୍ନରେ ଗାଇସିଲେଟ ବ୍ଲକ ଟୁର୍ଚ୍ଚା ଗ୍ରାମରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ବର୍ଷ ଧରି ଗଣ ଇସ୍ତାହାର ମାଧ୍ୟମରେ ଉପାନ୍ତ ଗାଇସିଲେଟ ଅଞ୍ଚଳର ଜନ ଜୀବନର ସମସ୍ୟା ଉଜାଗର କରି ଆସୁଥିଲେ । ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ଆଜୀବନ ସଭାପତି ରହିଥିଲେ । ସେ ତାଙ୍କ ପଛରେ ବୃଦ୍ଧା ମା, ପତ୍ନୀ, ପୁଅ ବୋହୁଙ୍କୁ ଛ

    • Read more about ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ
    • Log in to post comments
    ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ
  • ନିଶା ନିବାରଣ ସଚେତନତା କର୍ମଶାଳା

    Submitted by editor on Fri, 12/17/2021 - 19:38

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡି.ଏସ.ପି ନିବେଦିତା ସୋରେନ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଇନ୍ସପେକ୍ଟର ସଦାନନ୍ଦ ପୂଜାରୀ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଉପରେ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ l ନିଶାଦ୍ରବ୍ୟ ସେବନ ର କୁପ୍ରଭାବ ଉପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l

    • Read more about ନିଶା ନିବାରଣ ସଚେତନତା କର୍ମଶାଳା
    • Log in to post comments
    ନିଶା ନିବାରଣ ସଚେତନତା କର୍ମଶାଳା
  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା

    Submitted by editor on Fri, 12/17/2021 - 16:29

    BGH(ବରଗଡ଼) ଗଣ ଇସ୍ତାହାର ୧୭/୧୨ - ମହିଳା ମାନେ ଏବେ ପୁରୁଷ ମାନଙ୍କ ସହିତ ସମକକ୍ଷ । ଦିନ ଥିଲା ମହିଳା ମାନଙ୍କ କାମ ଚୁଲି ମୁଣ୍ଡରେ ସୀମିତ ବୋଲି କୁହାଯାଉଥିଲା । ହେଲେ ଆଜିର ମହିଳା କୌଣସି କାମରେ କମ ନୁହନ୍ତି । ବରଗଡ଼ ଜିଲ୍ଲା ସୋହେଲା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଆଠ ଜଣ ଯୁବତୀ କାମ କରୁଛନ୍ତି । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ ଦେବା ଏବଂ କାଉଣ୍ଟର ରେ ହିସାବ ପତ୍ର କାମ କରନ୍ତି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସେମାନଙ୍କ କାମ ଚାଲେ । ସେମାନଙ୍କ କାମ ସେମ

    • Read more about ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା
    • Log in to post comments
    ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା
  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ

    Submitted by editor on Fri, 12/17/2021 - 09:36

    Dalit(ବରଗଡ଼) ଗଣ ଇସ୍ତାହାର ୧୭/୧୨ – ପଶ୍ଚିମ ଓଡ଼ିଶାର ପାଂଚ ଜଣ ପ୍ରତିଭାଙ୍କୁ ୨୦୨୧ ବର୍ଷ ପାଇଁ ସମ୍ମାନଜନକ ଆମ୍ବେଦକର ଏବଂ ସାବିତ୍ରୀ ବାଇ ଫୁଲେ ଜାତୀୟ ଫେଲୋସିପ ପ୍ରଦାନ କରାଯାଇଛି । ସେମାନେ ହେଲେ ରାଜନୀତି ବିଜ୍ଞାନ ଅଧ୍ୟାପକ ଜିତେନ୍ଦ୍ର ସୁନା, ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଗିରି, ମମତା ସଗରିଆ, ବିଇଓ ହେମସାଗର ମହାନନ୍ଦ ଏବଂ ସାମାଜିକ କର୍ମୀ ସୁଭଦ୍ରା ସୁନା । ନୂଆଁଦିଲ୍ଲୀଠାରେ ଅନୁଷ୍ଠିତ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସ

    • Read more about ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ
    • Log in to post comments
    ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ
  • ନବାଗତଙ୍କୁ ସ୍ୱାଗତ

    Submitted by editor on Wed, 12/15/2021 - 08:47

    ଭେଡେନ(ଭେଡେନ ) ଗଣଇସ୍ତାହାର ୧୫/୧୨ - ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ସ୍ଥିତ ପଲ୍ଲିଶ୍ରୀ ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୋନିଆ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ବରିଷ୍ଠ ଅଧ୍ୟାପକ ବୃନ୍ଦାବନ ବିହାରୀ ମିଶ୍ର, ଅରୁଣ କୁମାର ପ୍ରଧାନ , ସନ୍ତୋଷ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରଛାତ୍

    • Read more about ନବାଗତଙ୍କୁ ସ୍ୱାଗତ
    • Log in to post comments
    ନବାଗତଙ୍କୁ ସ୍ୱାଗତ
  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ

    Submitted by editor on Tue, 12/14/2021 - 21:47

    BGH(ଅମ୍ବାଭୋନା) ଗଣଇସ୍ତାହାର ୧୪/୧୨ - ଡେବ୍ରିଗଡ଼ ଅଭୟାରଣ୍ୟ ରେ ଥିବା କୁରୁମକେଲ, ରେଙ୍ଗାଲି ଓ ଭୁତୁଲି ଗ୍ରାମବାସୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୁନର୍ବାସ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚକ୍ରାମାଲ ଗାଁରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ, ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ପ୍ରଶାସନିକ ଅଧିକାରୀ ସଦାକର କୁମ୍ଭାର ଙ୍କ ସମେତ ବନ ବିଭାଗର ଅଧିକାରୀ ଙ୍କ ଉପସ୍ଥିତି ରେ ଭୂମିପୂଜନ

    • Read more about କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ
    • Log in to post comments
    କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ

Pagination

  • Current page 1
  • Page 2
  • Page 3
  • Page 4
  • Page 5
  • Page 6
  • Page 7
  • Page 8
  • Page 9
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • PRESS MEET BJP YUB MORCHA1 hour 4 minutes ago

  • ଶତାୟୁଙ୍କ ପରଲୋକ 4 months 3 weeks ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 1 week ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ5 months ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ5 months ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 5 months 3 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା5 months 3 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ5 months 3 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 5 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 1 week ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 1 week ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 1 week ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months ago

    Dda

  • ମୃତ୍ୟୁ ପରେ ନେତ୍ର ଦାନ6 months ago

    BGH

  • ଗୈାରେନମୁଣ୍ଡାରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦ, ୧୪୪ ଧାରା ଜାରି6 months ago

    BGH

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ