(ବରଗଡ ) ଗଣଇସ୍ତାହାର ୨୯/0୯ - କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ତିନି କଲା କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ର ସମସ୍ତ ସୀମା କୁ ବନ୍ଧକରି "ସଂଯୁକ୍ତ କିସାନ ମୋର୍ଚ୍ଚା "ଦୀର୍ଘ ଦଶ ମାସ ହେଲା ଆନ୍ଦୋଳନ ଜାରି ରଖିଛି l ଏହା ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇଥିବାରୁ ଦେଶର ସମସ୍ତ ପ୍ରାନ୍ତରୁ ପୂର୍ଣ୍ଣ ସମର୍ଥନ ରହି ଆସି ଥିବାବେଳେ ଓଡିଶାର ସକ୍ରିୟ ସହଯୋଗ ମଧ୍ୟ ରହିଆସିଛି l ପୁନର୍ବାର ଏହି ଆନ୍ଦୋଳନରେ ଯୋଗ ଦେବାପାଇଁ ଏନ ଏ ପି ଏମ ଓଡିଶା ପକ୍ଷରୁ ଏକ ଦଶ ଜଣିଆ ପ୍ରତିନିଧି ଦଳ ଆଜି ଦିଲ୍ଲୀ ଯାତ୍ରା କରିଛନ୍ତି l ସେହି କର୍ମୀ ମାନେ ହେଲେ ବିରଞ୍ଚି ମହାକୁର,ଲକ୍ଷ୍ମଣ ସୁନା, ବାଲକୃଷ୍ଣ ଷାଣ୍ଢ, କିଶୋର ସାହୁ, ମାନସ ପଟ୍ଟନାୟକ, ଚିତ୍ତରଞ୍ଜନ ଛନ୍ଦ, ଚନ୍ଦ୍ରହାସ୍ୟ ଜାଲ, ସତ୍ୟ ବନଛୋର, ଲଷ୍
ଓଡ଼ିଶା ରୁ କୃଷକ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା