Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ

    Submitted by editor on Wed, 01/20/2021 - 08:56

    ବରଗଡ (ବରଗଡ) ଗଣଇସ୍ତାହାର ୨0/0୧ - ସମଲେଇପଦର ସ୍ଥିତ ପାର୍ବତୀଗିରି ବୃଦ୍ଧଶ୍ରମ ପରିସରରେ ବହ୍ନିକନ୍ୟା ପାର୍ବତୀଗିରି ଙ୍କ ୯୫ ତମ ଜନ୍ମ ଜୟନ୍ତୀ  ସୁବାଷ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜେପୁର ବିଧାୟିକା ରିତା ସାହୁ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.

    • Read more about ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ
    • Log in to post comments
    ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ
  • ଜଗନ୍ନାଥ ସାହୁଙ୍କ ପରଲୋକ

    Submitted by editor on Tue, 01/19/2021 - 20:49

    ବରଗଡ (ପଦ୍ମପୁର) ଗଣଇସ୍ତାହାର ୧୯/0୧ -ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜ୍ଞାନ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ସାହୁଙ୍କ ବରଗଡ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରଲୋକ ହୋଇଯାଇଛି l ସେ ପଲସା ପାଲି  ଏମ. ଇ ସ୍କୁଲରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟକରି ୨0୧୮ ମସିହାରେ ଅବସର ଗ୍ରହଣ କରିଥିଲେl  ସେ ଗୋତ ପାଲି, ଜ୍ଞାନ, ମେଲଛାମୁଣ୍ଡା ଓ ପଲସା ପାଲି ସ୍କୁଲ ରେ ଶିକ୍ଷକତା କରିଥିଲେ l

    • Read more about ଜଗନ୍ନାଥ ସାହୁଙ୍କ ପରଲୋକ
    • Log in to post comments
    ଜଗନ୍ନାଥ ସାହୁଙ୍କ ପରଲୋକ
  • ରାସ୍ତା ଉପରେ ଡ୍ରେନ ପାଣି

    Submitted by editor on Tue, 01/19/2021 - 11:31

    ବରଗଡ (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍ୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ l ଏ ସମ୍ପର୍କରେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କେହି ଏହାର ସମାଧାନ ପାଇଁ ଆସୁନଥିବା ଅଭିଯୋଗ ହୋଇଛି l 

    • Read more about ରାସ୍ତା ଉପରେ ଡ୍ରେନ ପାଣି
    • Log in to post comments
    ରାସ୍ତା ଉପରେ ଡ୍ରେନ ପାଣି
  • ରାସ୍ତା ଉପରେ ଡ୍ରେନ ପାଣି

    Submitted by editor on Tue, 01/19/2021 - 11:15

    (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍ୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ l ଏ ସମ୍ପର୍କରେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କେହି ଏହାର ସମାଧାନ ପାଇଁ ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l 

    • Read more about ରାସ୍ତା ଉପରେ ଡ୍ରେନ ପାଣି
    • Log in to post comments
    ରାସ୍ତା ଉପରେ ଡ୍ରେନ ପାଣି
  • ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ

    Submitted by editor on Tue, 01/19/2021 - 09:06

    ବରଗଡ (ସୋହେଲା) ଗଣଇସ୍ତାହାର ୧୯/0୧ - ସୋହେଲା ବ୍ଲକ ନଅଗାଁ ଗ୍ରାମର ଆଦର୍ଶ ଶିକ୍ଷକ ତ୍ରିଲୋଚନ ପଣ୍ଡାଙ୍କ ୮୮ ବର୍ଷ ବୟସରେ ଗତ ୧୩ ଜାନୁୟାରୀ ବୁଧବାର ଦିନ ପରଲୋକ ହୋଇଯାଇଛି l ପିତା ସ୍ବର୍ଗତ କୁମରମଣି ପଣ୍ଡା ଓ ମାତା ସ୍ବର୍ଗତ ରେବତୀ ପଣ୍ଡା ଙ୍କ କୋଳରେ ୧ ଫେବୃଆରୀ ୧୯୩0 ମସିହାରେ ଜନ୍ମଗ୍ରହଣ କରିଥିଲେ l ସେ ଲାଉମୁଣ୍ଡା ପଥର୍ଲା ରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ l ଏହାପରେ ବିଭିନ୍ନ ଗ୍ରାମରେ ଦୀର୍ଘ ଚାଳିଶ ବର୍ଷ ଧରି ଶିକ୍ଷକତା କରି ୧୯୯0 ମସିହାରେ ଅବସର ଗ୍ରହ

    • Read more about ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ
    • Log in to post comments
    ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ
  • ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ

    Submitted by editor on Mon, 01/18/2021 - 21:00

    Samleipadar(ସମଲେଇ ପଦର) ଗଣଇସ୍ତାହାର ୧୮/୦୧/ - ଆଜି ସ୍ଥାନୀୟ ପାର୍ବତୀ ଗିରି ବୃଦ୍ଧାଶ୍ରମ ପରିସରରେ ବରଗଡ଼ ସ୍ଥିତ ବିଶିପଡ଼ାର  ସ୍ୱର୍ଗତ ଖଗେଶ୍ୱର ତାଣ୍ଡିଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ତାଙ୍କର ଝିଅ କଳ୍ପନା ତାଣ୍ଡି ଓ ଜ୍ୱାଇଁ ବାଲମକୁନ୍ଦ କୁମ୍ଭାର । ସେମାନେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ , ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହିତ ଖରା ଦିନେ ବ୍ୟବହାର କରିବା ପାଇଁ ଏକ କୁଲର ଉପହାର ଦେଇଛନ୍ତି । ବୃଦ୍ଧାଶ୍ରମର ଅନ୍ତେବାସୀଗଣ

    • Read more about ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ
    • Log in to post comments
    ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ
  • ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ

    Submitted by editor on Mon, 01/18/2021 - 10:41

    Bolangir(ବଲାଙ୍ଗୀର) ଗଣ ଇସ୍ତାହାର ବ୍ୟୁରୋ ୧୮/୦୧ - ବଲାଙ୍ଗୀର ର ବରିଷ୍ଠ ସମାଜସେବୀ ଶ୍ରମିକ ନେତା ଲଳିତ ନାୟକ ଙ୍କ ଦେହାନ୍ତ ହୋଇ ଯାଇଛି । ଭୁବନେଶ୍ୱର ଏମ୍ସ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଶ୍ଚିମ ଓଡିଶାର ଜଣେ ଦରଦୀ ସାମାଜ କର୍ମୀ ଭାବରେ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ରକ୍ତଦାନ କ୍ଷେତ୍ରରେ  ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା । ତାଙ୍କର ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକ ପାଇଛି ।

    • Read more about ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ
    • Log in to post comments
    ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ
  • ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ

    Submitted by editor on Sun, 01/17/2021 - 17:02

    ବୁଗବୁଗା(ଅତାବିରା) ଗଣ ଇସ୍ତାହାର ୧୭/୦୧ - ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମବାସୀ ଙ୍କ ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟାଶା ର ଜନ୍ମ ଦିନ ଅବସରରେ ବୃନ୍ଦାବତୀ କମ୍ପ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବୁର୍ଲା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ଏହି ଶିବିର ପରିଚାଳନା କରିଥିଲେ ।

    • Read more about ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ
    • Log in to post comments
    ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ
  • ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ

    Submitted by editor on Sat, 01/16/2021 - 18:46

    (ବରଗଡ଼) ଗଣ ଇସ୍ତାହାର ୧୬/୦୧ - ବରଗଡ଼ ଜିଲ୍ଲାରେ ପୋଲିସ ର ସ୍ଥାଣୁତା ଯୋଗୁଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି ବରଗଡ଼ ଜିଲ୍ଲା ଓକିଲ ସଂଘ । ଦୀର୍ଘ ଦିନ ଧରି କେତେକ ପୋଲିସ କର୍ମଚାରୀ ଏଠାରେ ଡେରା ପକାଇଥିବାରୁ ଜିଲ୍ଲାରେ ଅପରାଧ ବଢୁଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ସଂଘ ପକ୍ଷରୁ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନ ର ଆଭିମୁଖ୍ୟ କୁ ନେଇ ଉଦବେଗ ପ୍ରକାଶ ପାଇଛି । ବରଗଡ଼ ର ଅନେକ ଲୋକଙ୍କ ଘରୁ ଏପରିକି ଓକିଲ ସଂଘରୁ ଏବଂ କିଛି ଓକିଲଙ୍କ ଘରୁ ଅନେକ ଦିନ ହେବ ଚୋରି ହୋଇଥିଲେ ମଧ୍ୟ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଗୁରୁତର ହୋଇ ପଡିଛି  । ଅନ୍

    • Read more about ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ
    • Log in to post comments
    ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ
  • ପଦ୍ମପୁର ରେ ଟୀକାକରଣ ଆରମ୍ଭ

    Submitted by editor on Sat, 01/16/2021 - 11:58

    ପଦ୍ମପୁର(ପଦ୍ମପୁର)ଗଣ ଇସ୍ତାହାର ୧୬/୦୧ - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ କୋଭିଡ଼ ଟୀକାକରଣ ଆରମ୍ଭ ହୋଇଛି । ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ ଦରୁଆନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରଥମେ ଲମ୍ବୋଦର ପଟେଲ ଟୀକା ନେଇଥିଲେ । ପ୍ରଥମ ଦିନରେ ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏଠାରେ ଟୀକା ନେବାର ବ୍ୟବସ୍ଥା କରାଯାଇଛି ।

    • Read more about ପଦ୍ମପୁର ରେ ଟୀକାକରଣ ଆରମ୍ଭ
    • Log in to post comments
    ପଦ୍ମପୁର ରେ ଟୀକାକରଣ ଆରମ୍ଭ

Pagination

  • First page « First
  • Previous page ‹ Previous
  • …
  • Page 2
  • Page 3
  • Page 4
  • Page 5
  • Current page 6
  • Page 7
  • Page 8
  • Page 9
  • Page 10
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଭଗବାନ ସାହୁ ସ୍ମୃତି କମିଟିର ପ୍ରଥମ ଅଧିବେଶନ ଅନୁଷ୍ଠିତ 8 hours 10 minutes ago

    BGH

  • ସୋମବାରରୁ ଅହୋରାତ୍ର ଅନଶନରେ ବସିବ ରାଜବୋରାସମ୍ବର କୃଷକ ସଂଗଠନ 14 hours ago

    (ପଦ୍ମପୁର) ଗଣ ଇସ୍ତାହାର 0୭/0୩ - ପଦ୍ମପୁର ବ୍ଲକ ଅଧିନସ୍ଥ ବିଭିନ୍ନ ମଣ୍ଡିରୁ ଧାନର ଅଭାବୀ ବିକ୍ରି ଯୋଗୁଁ ରାଜବୋରାସମ୍ବର କୃଷକ ସଂଗଠନ ର ଚାଷୀମାନେ ଅନେକ ରାସ୍ତାରୋକ ଓ ଆନ୍ଦୋଳନ କରିଥିଲେ l ଏପରିକି ଉ

  • ସମ୍ବଲପୁର ଭାଇସ ଚାନସେଲର ସଞ୍ଜିବ ମିତ୍ତଲଙ୍କ ବରଗଡ଼ ଗସ୍ତ1 day ago

    BGH

  • ଦାଶରଥି ପ୍ରଧାନଙ୍କ ଦେହାନ୍ତ1 day ago

    ଅତାବିରା

  • ପୂର୍ବତନ ସରପଞ୍ଚଙ୍କ ପତ୍ନୀଙ୍କ ପରଲୋକ 3 days ago

    (ବରଗଡ) ଗଣ ଇସ୍ତାହାର 0୧/0୩ - ବରଗଡ ଉପକଣ୍ଠ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରୀ ପଧାନଙ୍କ ଧର୍ମପତ୍ନୀ ଯଶୋଦା ପଧାନ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା l ସେ

  • ସମ୍ବଲପୁରୀ କଥାନି ବହି ପୁହୁରେନ ଉନ୍ମୋଚିତ4 days ago

    BGH

  • ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ 6 days ago

    (ଅମ୍ବାଭୋନା) ଗଣ ଇସ୍ତାହାର ୨୮/0୨ - ଅମ୍ବାଭୋନା ବ୍ଲକ ପ୍ରତିଭା ପରିପ୍ରକାଶ ସଂସଦ, କର୍ଲା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ୧୩ ୭ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ

  • ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ 6 days ago

  • ପ୍ରଧାନ ଶିକ୍ଷକଙ୍କ ପରଲୋକ 1 week ago

    Lakhamara

  • ସଡ଼କ ସୁରକ୍ଷା ସମ୍ପର୍କିତ ଡାକ ଲଫାପା ଉନ୍ମୋଚିତ1 week ago

    BGH

  • ସରକାର ଧାନ ନକିଣିଲେ ଭୟଙ୍କର ଆନ୍ଦୋଳନ ହେବ 1 week ago

    (ପଦ୍ମପୁର) ଗଣଇସ୍ତାହାର ୨୬/0୨ - ଦୀର୍ଘ ୧୧ ଦିନ ଧରି ଟ୍ରାକ୍ଟର ବୋଝେଇ ଧାନ ରଖି ପଦ୍ମପୁର  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଆନ୍ଦୋଳନ କରିଛନ୍ତି l ଏହାର କୌଣସି ନିଷ୍କର୍ଷ ନ ବାହାରି

  • ପ୍ରତିଧ୍ୱନି ର ଅନ୍ତରାଳେ ପୁସ୍ତକ ଉନ୍ମୋଚିତ1 week ago

    ବରଗଡ଼

  • ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ 1 week ago

    (ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମ

  • "କବିତା ପାଠ ଆର ଆଲୋଚନା " ସାହିତ୍ୟ ଉତ୍ସବ ଅନୁଷ୍ଠିତ 1 week ago

    PADAMPUR

  • ମିଟ କମ୍ପୁଟର ର ୨୨ତମ ବାର୍ଷିକ ଉତ୍ସବ 1 week ago

    Barg

  • ଧାନର ଅଭାବୀ ବିକ୍ରି ପ୍ରସଙ୍ଗ - ସରକାରୀ ଅଫିସ ଅଚଳ କଲେ ଚାଷୀ 1 week ago


     

  • ବରିଷ୍ଠ ଓକିଲ ସୁବାଷ ଗଡତିଆ ଙ୍କ ଦେହାନ୍ତ1 week ago

    BGH

  • ୱାଗ୍ନର - ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ 1 week ago

    Bar

  • ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଯୁବକ ମୃତ2 weeks ago

    ବରଗଡ଼

  • ଚାଷୀଙ୍କ ଧୌର୍ଯ୍ୟାଚ୍ୟୁତି - ଦଶମ ଦିନରେ ରାସ୍ତାରୋକ 2 weeks ago

    Pad

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ