Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କମିଟି ଗଠନ

    Submitted by editor on Mon, 12/28/2020 - 21:02

    ବରଗଡ଼(ବରଗଡ଼)ଗଣ ଇସ୍ତାହାର ୨୮/୧୨ - ଶବ୍ଦ ନୃତ୍ୟ ଗୁରୁ ନାଟ୍ୟ ମହର୍ଷି ସ୍ବର୍ଗତ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ଉଦେଶ୍ୟ ରେ ଏକ ବୈଠକ ଆଜି ସନ୍ଧ୍ୟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ମୋହନ ସାହୁ, ଆଇନଜୀବୀ ଶିରିଷ ବଲ୍ଲଭ ମିଶ୍ର ମଞ୍ଚ ଆସୀନ ଥିଲେ । ଲୁଲୁ ବିରେନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଭାରେ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ତଥା ବହୁ କଳାପ

    • Read more about ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କମିଟି ଗଠନ
    • Log in to post comments
    ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କମିଟି ଗଠନ
  • କୋଭିଡ ଯୋଦ୍ଧା ଙ୍କ ପରିବାର କୁ ୫୦ଲକ୍ଷ ସହାୟତା ପ୍ରଦାନ

    Submitted by editor on Mon, 12/28/2020 - 16:28

    ବରଗଡ଼(ବରଗଡ଼)ଗଣ ଇସ୍ତାହାର୨୮/୧୨ - ବରଗଡ଼ ଜିଲ୍ଲା ବିଜେପୁର ପଂଚାୟତ ସମିତି ର କୋଭିଡ଼ ଯୋଦ୍ଧା ସ୍ବର୍ଗତ ବିମ୍ବାଧର ଭୋଇଙ୍କ ପରିବାର କୁ ୫୦ଲକ୍ଷ ଟଙ୍କାର ସହାୟତା ମିଳିଛି । ଦିବଂଗତ ଭୋଇଙ୍କ ପତ୍ନୀ ବେଳମତି ଭୋଇଙ୍କୁ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏହି ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ପେକେଜ କାର୍ଯ୍ୟକାରୀ କରିବା ସମୟରେ କୋଭିଡ଼ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

    • Read more about କୋଭିଡ ଯୋଦ୍ଧା ଙ୍କ ପରିବାର କୁ ୫୦ଲକ୍ଷ ସହାୟତା ପ୍ରଦାନ
    • Log in to post comments
    କୋଭିଡ ଯୋଦ୍ଧା ଙ୍କ ପରିବାର କୁ ୫୦ଲକ୍ଷ ସହାୟତା ପ୍ରଦାନ
  • ବିଦ୍ୟାଳୟ କର୍ମଚାରୀଙ୍କ ଅକାଳରେ ଦେହାନ୍ତ

    Submitted by editor on Mon, 12/28/2020 - 08:29

    ସୋହେଲା(ସୋହେଲା) ଗଣ ଇସ୍ତାହାର ବ୍ୟୁରୋ ୨୭/୧୨ – ସୋହେଲା ଥାନା ଲୁହୁରାଚଟୀ ମେହେରପଡ଼ା ନିବାସୀ ରୋହିତ ମେହେରଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହେଉଥିଲା । ସେ ବିଜୟପଲ୍ଲୀ ବିଦ୍ୟାଳୟରେ କାମ କରୁଥିଲେ । ଦୀର୍ଘ ଦିନ ଧରି ନିୟମିତ ଦରମା ପାଉ ନଥିବାରୁ ସେ ଚିନ୍ତିତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତାଙ୍କର ମଅତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଆର୍ôଥକ ଦୁରବସ୍ଥା ଦେଇ ଗତି କରୁଥିବା ପରିବାର ଲୋକଙ୍କ ସରକାରୀ ସହାୟତା ପ୍ରଦାନ କରିବାକ

    • Read more about ବିଦ୍ୟାଳୟ କର୍ମଚାରୀଙ୍କ ଅକାଳରେ ଦେହାନ୍ତ
    • Log in to post comments
    ବିଦ୍ୟାଳୟ କର୍ମଚାରୀଙ୍କ ଅକାଳରେ ଦେହାନ୍ତ
  • ଗୋଟିଏ ଗଛକୁ ୫୦ ଟଙ୍କା

    Submitted by editor on Sat, 12/26/2020 - 14:52

    Dhnmantari(ବରଗଡ଼) ଗଣ ଇସ୍ତାହାର ୨୬/୧୨ – ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଠାରେ ଅନେକ କଳା ରହିଛି । ଏପରି ଜଣେ ବ୍ୟକ୍ତିକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଛି ଗଣଦୃଷ୍ଟି । ବରଗଡ଼ ଜିଲ୍ଳା ବୁଦେଲପାଲି ଗ୍ରାମର ଧନ୍ୱନ୍ତରୀ ପ୍ରଧାନ । ଗଛ ଚଢିବାର କଳାକୁ ନେଇ ଗଣଦୃଷ୍ଟି ପକ୍ଷରୁ ଏକ ଭିଡ଼ିଓ ‘ଗୋଟିଏ ଗଛକୁ ୫୦ ଟଙ୍କା ‘ପ୍ରସ୍ତୁତ ହୋଇଛି ।

    ଚାରି ମିନିଟ ୪୪ ସେକେଣ୍ଡର ଏହି ଭିଡ଼ିଓରେ ଧନ୍ୱନ୍ତରୀ ତାଙ୍କର ବଂଚ

    • Read more about ଗୋଟିଏ ଗଛକୁ ୫୦ ଟଙ୍କା
    • Log in to post comments
    ଗୋଟିଏ ଗଛକୁ ୫୦ ଟଙ୍କା
  • ବସନ୍ତ ହୋତାଙ୍କ ପରଲୋକ

    Submitted by editor on Thu, 12/24/2020 - 18:26

    ବସନ୍ତ ହୋତା(ପଦ୍ମପୁର) ଗଣ ଇସ୍ତାହାର ୨୪/୧୨ - ବାଦୀ କଟା ନିବାସୀ ବସନ୍ତ ହୋତାଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ତିନି ପୁଅ ପ୍ରଭାତ, ଗଙ୍ଗାଧର, କୃଷ୍ଣ ଚନ୍ଦ୍ର, ଝିଅ ମେନକା, ଜ୍ୱାଇଁ ନିତ୍ୟାନନ୍ଦ, ବୋହୁ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ଅପରାହ୍ନରେ ଅନ୍ତିମ ସତ୍କାର ହୋଇଛି । ସେ ଗ୍ରାମର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମି

    • Read more about ବସନ୍ତ ହୋତାଙ୍କ ପରଲୋକ
    • Log in to post comments
    ବସନ୍ତ ହୋତାଙ୍କ ପରଲୋକ
  • ଜାତୀୟ ଉପଭୋକ୍ତା ଦିବସ ପାଳିତ

    Submitted by editor on Thu, 12/24/2020 - 17:47

    BGH(ବରଗଡ଼)ଗଣ ଇସ୍ତାହାର୨୪/୧୨ - ପଲ୍ଲୀ ଆଲୋକ ପାଠାଗାର ଏବଂ ବରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ପକ୍ଷରୁ ସ୍ଥାନୀୟ ସମତା ଭବନ ପରିସରରେ ଜାତୀୟ ଉପଭୋକ୍ତା ଦିବସ ଅବସରରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର, ଗାଇସିଲେଟ, ପାଇକମାଲ, ବିଜେପୁର ଆଦି ବ୍ଲକ ର ଶତାଧିକ ବ୍ୟକ୍ତି ଭର୍ଛୁଆଲ ମୋଡ଼ ରେ ସାମିଲ ହୋଇଥିଲେ ।

    ଯୋଗାଣ ଅଧିକାରୀ ଦାଶରଥି ବୋରେନ, ଜିଲ୍ଲା କମିଶନ ସଦସ୍ୟା ଅଯନ୍ତା ଶୁଭ୍ରଦର୍ଶନୀ, ବୈଧ ମାପ

    • Read more about ଜାତୀୟ ଉପଭୋକ୍ତା ଦିବସ ପାଳିତ
    • Log in to post comments
    ଜାତୀୟ ଉପଭୋକ୍ତା ଦିବସ ପାଳିତ
  • ବରଗଡ଼ ରେ ବିଜେପିର ଚାଷୀ ସମାବେଶ

    Submitted by editor on Tue, 12/22/2020 - 12:50

    ବରଗଡ଼(ବରଗଡ଼) ଗଣ ଇସ୍ତାହାର୨୨/୧୨ - କେନ୍ଦ୍ର ସରକାରଙ୍କ କୃଷି ଆଇନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ବରଗଡ଼ ଠାରେ ଆଜି ଏକ ଚାଷୀ ସମାବେଶ ଅନୁଷ୍ଠିତ ହେଉଛି ।

    ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଧାୟକ ଜୟ ନାରାୟଣ ମିଶ୍ର, ମୁକେଶ ମହାଳିଙ୍ଗ, ନାଉରି ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍

    • Read more about ବରଗଡ଼ ରେ ବିଜେପିର ଚାଷୀ ସମାବେଶ
    • Log in to post comments
    ବରଗଡ଼ ରେ ବିଜେପିର ଚାଷୀ ସମାବେଶ
  • ଖବର ପ୍ରକାଶ ପରେ ତତ୍ୱର ତହସିଲ ପ୍ରଶାସନ

    Submitted by editor on Sun, 12/20/2020 - 21:24

    BGH(ବରଗଡ଼) ଗଣ ଇସ୍ତାହାର ୨୦/୧୨ - ଏନଭେଲପ ଅଭାବରୁ ତହସିଲ ଅଫିସରେ ପଟ୍ଟା ପାହାଡ଼ ପରି ଜମା ହୋଇଥିବା ସମ୍ପର୍କିତ ଖବର ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇବା ପରେ ବରଗଡ଼ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ମଧ୍ୟରେ ତତ୍ୱରତା ପ୍ରକାଶ ପାଇଛି ।

    ଅନ୍ୟ ତହସିଲ କାର୍ଯ୍ୟାଳୟ ମାନଙ୍କ ରୁ ଯୁଦ୍ଧକାଳୀନ ଭିତ୍ତିରେ ଏନଭେଲପ ଅଣାଯାଇ ପଟ୍ଟା ପଠାଯିବାର ବ୍ୟବସ୍ଥା କରାଯାଇଛି ।

    ଇତି ମଧ

    • Read more about ଖବର ପ୍ରକାଶ ପରେ ତତ୍ୱର ତହସିଲ ପ୍ରଶାସନ
    • Log in to post comments
    ଖବର ପ୍ରକାଶ ପରେ ତତ୍ୱର ତହସିଲ ପ୍ରଶାସନ
  • ଆଧାର କାର୍ଡ ଟିଏ ପାଇଁ ହଟହଟା ଲୋକ କଳାକାର

    Submitted by editor on Sun, 12/20/2020 - 19:59

    PADAMPUR(ବରଗଡ଼)ଗଣ ଇସ୍ତାହାର ୨୦/୧୨ - ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଡୁଙ୍ଗୁରିପାଲି ନିବାସୀ ଲୋକ କଳାକାର ରାଜକୁମାର ଲୁହାର । ବୟସ ୩୨ ବର୍ଷ । ଆଧାର କାର୍ଡ ଟିଏ ପାଇଁ ତାଙ୍କୁ ଦହଗଞ୍ଜ ହେବାକୁ ପଡୁଛି । ବିଭିନ୍ନ ଅଫିସ କୁ ବାରମ୍ବାର ଦୌଡୁଥିଲେ ବି ଆଧାର କାର୍ଡ ହୋଇପାରୁନାହିଁ । ଫଳରେ ସେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ।ପଦ୍ମପୁର

    • Read more about ଆଧାର କାର୍ଡ ଟିଏ ପାଇଁ ହଟହଟା ଲୋକ କଳାକାର
    • Log in to post comments
    ଆଧାର କାର୍ଡ ଟିଏ ପାଇଁ ହଟହଟା ଲୋକ କଳାକାର
  • ଲୋକଙ୍କୁ ପଟ୍ଟା ମିଳିବ କେବେ ?

    Submitted by editor on Fri, 12/18/2020 - 17:33

    Bargarh(ବରଗଡ଼) ଗଣ ଇସ୍ତାହାର ବ୍ୟୁରୋ ୧୮/୧୨ – ସପ୍ତାହକ ମଧ୍ୟରେ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଲୋକଙ୍କ ଘରକୁ ପଟ୍ଟା ପହଚିଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ବରଗଡ଼ ତହସିଲରେ ସରକାରଙ୍କ ଏହି ଘୋଷଣା ପ୍ରହସନରେ ପରିଣତ ହୋଇଛି । ବରଗଡ଼ ତହସିଲ ଅଫିସରରେ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଲୋକଙ୍କୁ ପଟ୍ଟା ମିଳୁନାହିଁ । ଜମି ରେଜିଷ୍ଟ୍ରି ସମୟରେ ଲୋକଙ୍କ ପାଖକୁ ପଟ୍ଟା ପଠାଇଦେବା ପାଇଁ ୪୦ ଟଙ୍କା ନିଆଯାଇଥାଏ ।

    • Read more about ଲୋକଙ୍କୁ ପଟ୍ଟା ମିଳିବ କେବେ ?
    • Log in to post comments
    ଲୋକଙ୍କୁ ପଟ୍ଟା ମିଳିବ କେବେ ?

Pagination

  • First page « First
  • Previous page ‹ Previous
  • Page 1
  • Page 2
  • Page 3
  • Page 4
  • Current page 5
  • Page 6
  • Page 7
  • Page 8
  • Page 9
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା 16 hours 11 minutes ago

    ବରଗଡ

  • ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ 2 days ago

    BGH

  • ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ4 days ago

    BGH(ବରଗଡ଼) ଗଣ ଇସ୍ତାହ

  • ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ 4 days 19 hours ago

    (ପଦ୍ମପୁର) ଗଣଇସ୍ତାହାର ୨0/0୧ - ପଦ୍ମପୁର ବ୍ଲକ ର ବିଭିନ୍ନ ମଣ୍ଡିରୁ ଧାନ ଦୀର୍ଘ ଦିନ ହେଲା ପଡ଼ିରହିଛି l ଧାନ ବିକ୍ରି ନହେବା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍

  • ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ 5 days ago

    ବରଗଡ

  • ଜଗନ୍ନାଥ ସାହୁଙ୍କ ପରଲୋକ 5 days ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 22 hours ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 22 hours ago

    (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍

  • ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ 6 days ago

    ବରଗଡ

  • ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ6 days ago

    Samleipadar

  • ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ6 days 23 hours ago

    Bolangir

  • ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ1 week ago

    ବୁଗବୁଗା

  • ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ1 week ago

    (ବରଗଡ଼) ଗଣ ଇସ୍ତାହାର ୧୬/୦୧ - ବରଗଡ଼ ଜିଲ୍ଲାରେ ପୋଲିସ ର ସ୍ଥାଣୁତା ଯୋଗୁଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି ବରଗଡ଼ ଜିଲ୍ଲା ଓକିଲ ସଂଘ । ଦୀର୍ଘ

  • ପଦ୍ମପୁର ରେ ଟୀକାକରଣ ଆରମ୍ଭ1 week ago

    ପଦ୍ମପୁର

  • ବରଗଡ଼ ଜିଲ୍ଲାରେ କୋଭିଡ଼ ଟୀକାକରଣ ଆରମ୍ଭ1 week ago

    BGH

  • ପଦ୍ମପୁର ରେ ପହଞ୍ଚିଲା କରୋନା ଟୀକା 1 week ago

    (ପଦ୍ମପୁର) ଗଣ ଇସ୍ତାହାର ୧୫/0୧- ଆସନ୍ତାକାଲି ଠାରୁ କରୋନା ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ମୁଖ୍ୟ ଚିକିତ୍ସାଳୟ କୁ ଟୀକା ପହଞ୍ଚିଛି ।  ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚ

  • ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କ ସହିତ ସାଂସଦଙ୍କ ଆଲୋଚନା l1 week ago

    ବରଗଡ

  • ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ 1 week ago

    (ସୋହେଲା) ଗଣ ଇସ୍ତାହାର ୧୫/0୧- ବରଗଡ ଜିଲ୍ଲା ସୋହେଲା ବ୍ଲକ କେର୍ମେଲୀର ପ୍ରଜ୍ଞା ଭାରତୀ ଅନୁଷ୍ଠାନ ତରଫରୁ ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲ

  • ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ1 week ago

    BGH

  • ତିନି କୃଷି ଆଇନ କୁ ବିରୋଧ କାହିଁକି ?1 week ago

    BGH

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ