Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ମାର୍ଜାର କେଶରୀ

    Submitted by editor on Wed, 01/06/2021 - 22:16

    Paikmal(ପାଇକମାଳ) ଗଣ ଇସ୍ତାହାର- 0୬/0୧ - ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ମହାପ୍ରଭୁ ମାର୍ଜାର କେଶରୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l କରୋନା କଟକଣା ଯୋଗୁଁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ବାରଣ ଥିବାବେଳେ ଦୀର୍ଘ ୯ ମାସ ପରେ ଆଜି ସକାଳ ୮ ଟାରୁ ଭଗବାନ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ମନ୍ଦିର ଖୋଲାଯିବା ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି ପାଇଁ ମନ୍ଦିର ପ୍ରଶାସନ ସଜାଗ ରହିଥିଲେ l ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ତତ୍ୱ

    • Read more about ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ମାର୍ଜାର କେଶରୀ
    • Log in to post comments
    ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ମାର୍ଜାର କେଶରୀ
  • ବରଗଡ଼ ରେ ବିଜେପି ର ଗଣଧାରଣା

    Submitted by editor on Wed, 01/06/2021 - 17:36

    ବରଗଡ ବରଗଡ (ଗଣଇସ୍ତାହାର)- 0୬ -0୧ -ମାହାଙ୍ଗା ରେ ବରିଷ୍ଠ ବିଜେପି ନେତା ଙ୍କ ହତ୍ୟା ପ୍ରତିବାଦ ରେ ଆଜି ବରଗଡ ଏସ.

    • Read more about ବରଗଡ଼ ରେ ବିଜେପି ର ଗଣଧାରଣା
    • Log in to post comments
    ବରଗଡ଼ ରେ ବିଜେପି ର ଗଣଧାରଣା
  • ଏକଦଶାହ ରେ କବିଙ୍କୁ ଶ୍ରଦ୍ଧାଞ୍ଜଳି

    Submitted by editor on Wed, 01/06/2021 - 16:37

    ସୋହେଲା(ସୋହେଲା)ଗଣ ଇସ୍ତାହାର ୦୬/୦୧ - ସୋହେଲା ବ୍ଲକ ଅନ୍ତର୍ଗତ ସାହାଜବାହାଲ ଠାରେ କବି ସୁଜାଣ ମେହେର ଙ୍କ ଏକାଦଣାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ବରଗଡ଼ ଜିଲ୍ଲାର ଭୁଲିଆ ସମାଜ ସଭାପତି ଡ ସୁବାସ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ଅତିଥି ଭାବେ ଗଜରାଜ ମେହେର, ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ଯୋଗଦାନ କରି କବିଙ୍କ ସ୍ମୃତି ଚାରଣ କରିଥିଲେ।

    ଏହି ଅବସରରେ ସୋହେଲା ସାର୍ବଜନୀନ ଦୁର୍ଗା ପୂଜ

    • Read more about ଏକଦଶାହ ରେ କବିଙ୍କୁ ଶ୍ରଦ୍ଧାଞ୍ଜଳି
    • Log in to post comments
    ଏକଦଶାହ ରେ କବିଙ୍କୁ ଶ୍ରଦ୍ଧାଞ୍ଜଳି
  • ଡ଼ମ୍ପିଂ ୟାଡ଼ ସ୍ଥାନନ୍ତର ଦାବି କଲା ଆପ

    Submitted by editor on Wed, 01/06/2021 - 15:45

    BGH(ବରଗଡ଼) ଗଣଇସ୍ତାହାର  - ୦୬/୦୧ ବରଗଡ଼ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ବେଳେ ମୁଣ୍ଡାପଡା ଡମ୍ପିଙ୍ଗୟାର୍ଡ ଏବେ କୁତ୍ରିମ ଆବର୍ଜନା ପାହାଡ଼ ହୋଇଛି, ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେଇ ପରିମଳ ବ୍ୟବସ୍ଥା ଓ କଠିଣ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଶୀଘ୍ର ପଦକ୍ଷେପ ନେବାକୁ ଆଲୋଚନା କରିଥିଲା। ମୁଣ୍ଡାପଡାବସି ଓ ବିର୍ଷାମୁଣ୍ଡା ସଂଘର୍ଷ ବାହିନୀ ବହୁତ ଦିନ

    • Read more about ଡ଼ମ୍ପିଂ ୟାଡ଼ ସ୍ଥାନନ୍ତର ଦାବି କଲା ଆପ
    • Log in to post comments
    ଡ଼ମ୍ପିଂ ୟାଡ଼ ସ୍ଥାନନ୍ତର ଦାବି କଲା ଆପ
  • ବାଲକୋ ହଟାଓ ଆନ୍ଦୋଳନ ସଂଗ୍ରାମୀଙ୍କ ଦେହାନ୍ତ

    Submitted by editor on Wed, 01/06/2021 - 14:56

    Paikmal(ପାଇକମାଲ) ଗଣଇସ୍ତାହାର ୦୬/୦୧ – ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ବିକ୍ରମନଗର ମିଠାପାଲିର ବର୍ଷିଆନ ପରିବେଶବିଦ ତଥା ସଂଗ୍ରମୀ କନ୍ଧ ବିଭାରଙ୍କ ଦେହାନ୍ତ ହୋଇଯାଇଛି । ଅଶୀ ଦଶକରେ ସଂଘଟିତ ଏøତିହାସିକ ବାଲକୋ ହଟାଓ ଆନ୍ଦୋଳନର ସେ ଜଣେ ସଂଗ୍ରାମୀ ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକ ପ୍ରକାଶ ପାଇଛି ।

    • Read more about ବାଲକୋ ହଟାଓ ଆନ୍ଦୋଳନ ସଂଗ୍ରାମୀଙ୍କ ଦେହାନ୍ତ
    • Log in to post comments
    ବାଲକୋ ହଟାଓ ଆନ୍ଦୋଳନ ସଂଗ୍ରାମୀଙ୍କ ଦେହାନ୍ତ
  • ବରଗଡ଼ର କୋଭିଡ଼ ହସପିଟାଲ ବନ୍ଦ ହେଲା

    Submitted by editor on Wed, 01/06/2021 - 13:23

    BGH(ବରଗଡ଼) ଗଣ ଇସ୍ତାହାର ୦୬/୦୧ – କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ବରଗଡ଼ ଖେଦାପାଲି ନିକଟରେ ଖୋଲିଥିବା କୋଭିଡ଼ ହସପିଟାଲ ଆଜିଠାରୁ ବନ୍ଦ ହୋଇଯାଇଛି । ଘରୋଇ ପରିଚାଳିତ କୋଭିଡ଼ ହସପିଟାଲ ଗୁଡ଼ିକୁ ଡ଼ିସେମ୍ବର ୩୧ ତାରିଖରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଳାର କୋଭିଡ଼ ହସପିଟାଲରେ କାର୍ଯ୍ୟରତ ସରକାରୀ ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପସାରଣ କରାଯାଇଛି । ତେବେ ବିକାଶ ମଲଟି ହସପିଟାଲ ପକ୍ଷରୁ ନିୟୋଜିତ ଡ଼ାକ

    • Read more about ବରଗଡ଼ର କୋଭିଡ଼ ହସପିଟାଲ ବନ୍ଦ ହେଲା
    • Log in to post comments
    ବରଗଡ଼ର କୋଭିଡ଼ ହସପିଟାଲ ବନ୍ଦ ହେଲା
  • ଗ୍ରାହକ ସେବା କେନ୍ଦ୍ରରୁ ଚୋରି

    Submitted by editor on Wed, 01/06/2021 - 10:29

    BGH(କଳାପାଣି) ଗଣ ଇସ୍ତାହାର ୦୬/୦୧ - କଳାପାଣି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର  ରୁ ଗତକାଲି ରାତିରେ ଛାତ ଭାଙ୍ଗି କିଛି ଦୁର୍ବୁତ୍ତ ପଶି ଥିବା ସୂଚନା ମିଳିଛି l ସେମାନେ ଭିତରେ ଲାଇଟ ଜାଳି ଡ୍ର.

    • Read more about ଗ୍ରାହକ ସେବା କେନ୍ଦ୍ରରୁ ଚୋରି
    • Log in to post comments
    ଗ୍ରାହକ ସେବା କେନ୍ଦ୍ରରୁ ଚୋରି
  • ବରଗଡ଼ : ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ

    Submitted by editor on Mon, 01/04/2021 - 18:22

    BGH(ବରଗଡ଼) ଗଣ ଇସ୍ତାହାର ୦୪/୦୧ – ବରଗଡ଼ ପୌରାଂଚଳରେ ଥିବା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ କରାଯାଇଛି । ଉତ୍ତମ ସ୍ୱାସ୍ତ୍ୟ ସେବା ଯୋଗୁଁ ବରଗଡ଼ ହାଟପଦା ଏବଂ ରେଳ ଷ୍ଟେସନ ସତସଙ୍ଗ ବିହାର ନିକଟରେ ଥିବା ଦୁଇଟି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । Uphc

    • Read more about ବରଗଡ଼ : ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ
    • Log in to post comments
    ବରଗଡ଼ : ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ
  • ଜିରୋ ନାଇଟ ସେଲେବ୍ରେସନ ଏବଂ ନୂଆଁବର୍ଷ ପାଳନ ଉପରେ କଟକଣା

    Submitted by editor on Thu, 12/31/2020 - 05:10

    Bgh(ବରଗଡ଼) ଗଣ ଇସ୍ତାହାର ୩୧/୧୨ – କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲେବ୍ରେସନ ଏବଂ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବରଗଡ଼ ଜିଲ୍ଳା ପ୍ରଶାସନପକ୍ଷରୁ କଟକଣା ଜାରି କରାଯାଇଛି । ପ୍ରଶାସନର ଆଦେଶ ଅନୁସାରେ ଡ଼ିସେମ୍ବର ୩୧ ତାରିଖ ଏବଂ ଜାନୁୟାରୀ ୧ ତାରିଖ ଦିନ କୌଣସି ରେଷ୍ଟୁରାଣ୍ଟ, ହୋଟେଲ, କ୍ଳବ, ପାର୍କ, କମ୍ୟୁନିଟି ହଲ, କଲ୍ୟାଣ ମଣ୍ଡପ ଆଦି ସ୍ଥାନରେ ଉତ୍ସବ କିମ୍ବା ନୂଆବର୍ଷକୁ ପାଳନ କାର୍ଯ୍ୟକ୍ରମ ନ କରିବା ପାଇଁ କୁହାଯାଇଛି । ଏହି ନିୟ

    • Read more about ଜିରୋ ନାଇଟ ସେଲେବ୍ରେସନ ଏବଂ ନୂଆଁବର୍ଷ ପାଳନ ଉପରେ କଟକଣା
    • Log in to post comments
    ଜିରୋ ନାଇଟ ସେଲେବ୍ରେସନ ଏବଂ ନୂଆଁବର୍ଷ ପାଳନ ଉପରେ କଟକଣା
  • ନୃପରାଜ ସାହୁଙ୍କ ଦେହାନ୍ତ

    Submitted by editor on Tue, 12/29/2020 - 21:57

    Bgh(ବୁଦେଲ ପାଲି) ଗଣ ଇସ୍ତାହାର ୨୯/୧୨ - ବରଗଡ଼ ଜିଲ୍ଲା କଳାପାଣି ପଂଚାୟତ ଅନ୍ତର୍ଗତ ବୁଦେଲ ପାଲି ଗ୍ରାମର ନୃପରାଜ ସାହୁଙ୍କ ଆଜି ଅପରାହ୍ନରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ସେ ବରଗଡ଼ କେନାଲ ଡିଭିଜନ ରେ କିରାଣୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ତାଙ୍କ ପଛରେ ଦୁଇ ପୁଅ ତରଣୀ, ସୁଶାନ୍ତ ଓ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକ ପ୍ରକାଶ ପାଇଛି ।

    • Read more about ନୃପରାଜ ସାହୁଙ୍କ ଦେହାନ୍ତ
    • Log in to post comments
    ନୃପରାଜ ସାହୁଙ୍କ ଦେହାନ୍ତ

Pagination

  • First page « First
  • Previous page ‹ Previous
  • Page 1
  • Page 2
  • Page 3
  • Current page 4
  • Page 5
  • Page 6
  • Page 7
  • Page 8
  • Page 9
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା 15 hours 36 minutes ago

    ବରଗଡ

  • ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ 2 days ago

    BGH

  • ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ4 days ago

    BGH(ବରଗଡ଼) ଗଣ ଇସ୍ତାହ

  • ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ 4 days 19 hours ago

    (ପଦ୍ମପୁର) ଗଣଇସ୍ତାହାର ୨0/0୧ - ପଦ୍ମପୁର ବ୍ଲକ ର ବିଭିନ୍ନ ମଣ୍ଡିରୁ ଧାନ ଦୀର୍ଘ ଦିନ ହେଲା ପଡ଼ିରହିଛି l ଧାନ ବିକ୍ରି ନହେବା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍

  • ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ 5 days ago

    ବରଗଡ

  • ଜଗନ୍ନାଥ ସାହୁଙ୍କ ପରଲୋକ 5 days ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 22 hours ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 22 hours ago

    (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍

  • ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ 6 days ago

    ବରଗଡ

  • ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ6 days ago

    Samleipadar

  • ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ6 days 23 hours ago

    Bolangir

  • ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ1 week ago

    ବୁଗବୁଗା

  • ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ1 week ago

    (ବରଗଡ଼) ଗଣ ଇସ୍ତାହାର ୧୬/୦୧ - ବରଗଡ଼ ଜିଲ୍ଲାରେ ପୋଲିସ ର ସ୍ଥାଣୁତା ଯୋଗୁଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି ବରଗଡ଼ ଜିଲ୍ଲା ଓକିଲ ସଂଘ । ଦୀର୍ଘ

  • ପଦ୍ମପୁର ରେ ଟୀକାକରଣ ଆରମ୍ଭ1 week ago

    ପଦ୍ମପୁର

  • ବରଗଡ଼ ଜିଲ୍ଲାରେ କୋଭିଡ଼ ଟୀକାକରଣ ଆରମ୍ଭ1 week ago

    BGH

  • ପଦ୍ମପୁର ରେ ପହଞ୍ଚିଲା କରୋନା ଟୀକା 1 week ago

    (ପଦ୍ମପୁର) ଗଣ ଇସ୍ତାହାର ୧୫/0୧- ଆସନ୍ତାକାଲି ଠାରୁ କରୋନା ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ମୁଖ୍ୟ ଚିକିତ୍ସାଳୟ କୁ ଟୀକା ପହଞ୍ଚିଛି ।  ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚ

  • ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କ ସହିତ ସାଂସଦଙ୍କ ଆଲୋଚନା l1 week ago

    ବରଗଡ

  • ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ 1 week ago

    (ସୋହେଲା) ଗଣ ଇସ୍ତାହାର ୧୫/0୧- ବରଗଡ ଜିଲ୍ଲା ସୋହେଲା ବ୍ଲକ କେର୍ମେଲୀର ପ୍ରଜ୍ଞା ଭାରତୀ ଅନୁଷ୍ଠାନ ତରଫରୁ ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲ

  • ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ1 week ago

    BGH

  • ତିନି କୃଷି ଆଇନ କୁ ବିରୋଧ କାହିଁକି ?1 week ago

    BGH

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ