ସୋହେଲା (ଗଣଇସ୍ତାହାର) ୧୭/0୨ -ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ କୋଭିଡ ଗାଇଡ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସରସ୍ବତୀ ପୂଜା ଦିନ ଠାରୁ ତିନି ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇ ଥାଏ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଗ୍ରାମ ର ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଗହକି ବାରିକ, ନରସିଂହ ଭୋଇ,ବିପିନ ବିହାରୀ ସାହୁ, ଗଣେଶ ରାମ ବେହେରା,ରାଜେନ୍ଦ୍ର ପଧାନ ଯୋଗ ଦେଇ ଥିଲେ।ସମସ୍ତ ଶିକ୍ଷକ ଙ୍କୁ ଗୁରୁ ଶ୍ରୀ ସମ୍ମାନ ପ୍ରଦାନ କରି ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବତନ ଶିକ୍ଷକ ମାନେ ସେମାନଙ୍କ ଅତୀତ ର ଅନୁଭୂତି କୁ ବକ୍ତବ୍
ବସନ୍ତ ମହୋତ୍ସବ