Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • ବରଗଡ ପୋଲିସ ହାତରେ ଧରାପଡିଲେ ଚାରି ନକଲି ସାମ୍ବାଦିକ

    Submitted by editor on Wed, 06/19/2019 - 14:27
    ନକଲି ସାମ୍ବାଦିଳ ଧରା ପଡିଲେ

    ବରଗଡ ରୁ ଉମେଶ ବିଶ୍ଵାଳ ୧୯/୬ - ନିଜକୁ ତେହେଲେକା ନିଉଜ ଇଣ୍ଡିଆ ନାମକ ଏକ ଜାତୀୟ ଘରୋଇ ନିଉଜ ଚାନେଲର ସାମ୍ବାଦିକ ପରିଚୟ ଦେଇ ବରଗଡ଼ର ଜଣେ ସରକାରୀ ଅଧିକାରୀଙ୍କଠାରୁ ଟଙ୍କା ଲୁଟ କରିଥିବା ଅଭିଯୋଗରେ ଚାରିଜଣ ନକଲି ସାମ୍ବାଦିକଙ୍କୁ ଆଜି ବରଗଡ଼ ପୋଲିସ ହାତରେ ଧରାପଡ଼ିଛନ୍ତି । ଗିରଫ ଚାରିଜଣ ଯାକ ହେଲେ ଉତରପ୍ରଦେଣ ନୋଏଡ଼ା ଜିଲ୍ଳାର ଅନୁଜ ଅଗ୍ରୱାଲ, ବୁଲନ୍ଦ ସହରର ବିଶାଳ ଗମ୍ଭୀର, ଦିଲ୍ଲୀଗେଟ ଗାଜିଆବାଦର ଇମ୍ରାନ ଖାନ ଏବଂ ଖୋର୍ଦ୍ଧା ଜିଲ୍ଳା ବାଲିପାଟଣା ଥାନା ଭାକରସାହିର ତପନ କୁମାର ସାହୁ । ଏମାନଙ୍କଠାରୁ ପୋଲିସ ନ୍ୟୁଜ ଚାନେଲର ଲୋଗୋ, ସାମ୍ବାଦିକ ପରିଚୟପତ୍ର, ଲାପଟପ, ମୋବାଇଲ, ଭିଡ଼ିଓକ୍ୟାମେରା, ନଗଦ ୧୯ ହଜାର ଟଙ୍କା ଏବଂ ଗୋଟିଏ କାର ଜବତ କରାଯାଇଛି । ବରଗଡ଼ ଏସଡ଼ିପିଓ କ୍ଷୀରସାଗର ନାଏକ ଆଜି ଏକ ସାମ୍ବାଦିକ ସମ୍ମି

    • Read more about ବରଗଡ ପୋଲିସ ହାତରେ ଧରାପଡିଲେ ଚାରି ନକଲି ସାମ୍ବାଦିକ
    • Log in to post comments
    ବରଗଡ ପୋଲିସ ହାତରେ ଧରାପଡିଲେ ଚାରି ନକଲି ସାମ୍ବାଦିକ
  • ପଦ୍ମପୁର ରେ ଝଡ ବାତ୍ୟା, ବହୁ ଗଛ ଉପୁଡ଼ିଲା

    Submitted by editor on Tue, 06/18/2019 - 07:17

    ପଦ୍ମପୁର 17 ଜୁନ:

    ଆଜି ସନ୍ଧ୍ୟାରେ ଆକସ୍ମିକ ଝଡ ବାତ୍ୟାରେ ସହର ତଥା ଆଖପାଖ ଅଞ୍ଚଳରେ ବହୁ ଗଛ ଭାଙ୍ଗି ପଡ଼ିଛି। କିଛି ଘଲ ମାନଙ୍କ ଉପରେ ପଡ଼ିଥିବାରୁ, ସେହି ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି ।

     

    • Read more about ପଦ୍ମପୁର ରେ ଝଡ ବାତ୍ୟା, ବହୁ ଗଛ ଉପୁଡ଼ିଲା
    • Log in to post comments
    ପଦ୍ମପୁର ରେ ଝଡ ବାତ୍ୟା, ବହୁ ଗଛ ଉପୁଡ଼ିଲା
  • କାହାପାଇଁ ବଦନାମ ହେଉଛନ୍ତି ପଦ୍ମଶ୍ରୀ !!!

    Submitted by editor on Mon, 06/17/2019 - 20:22
    ଅନୁଗୁଳରେ ଲୋକକବିଙ୍କ କାର୍ଯ୍ୟକ୍ରମ

    ବରଗଡ଼ ୧୭/୬ - ଲୋକକବି ପଦ୍ମଶ୍ରୀ ହଳଧର ନାଗ । ନିଜର ଅଲୌକିକ କବି ପ୍ରତିଭା ପାଇଁ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ପରିଚିତ । ଏହି ବିରଳ ଵ୍ୟକ୍ତିତ୍ୱଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହଳଧରଙ୍କୁ ମର୍ଯ୍ୟାଦା ଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ଶହ ଶହ ସମ୍ମାନରେ ସମ୍ମାନିତ ହୋଇଛନ୍ତି  ଲୋକକବି । ସମ୍ବଲପୁରୀ କୋଶଳୀ ଭାଷା ଆନ୍ଦୋଳନର ଜଣେ ଆଗ ଧାଡ଼ିର ସେନାପତି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତିଦିନ ତାଙ୍କର କୌଣସି ନା କୌଣସି କାର୍ଯ୍ୟକ୍ରମ ରହିଥାଏ । ସଭା ସମିତି, କବିତା ଆସର, ସାହିତ୍ୟ ସଭା ଆଦି ବିଭିନ୍ନ କାର୍ଯ୍ୟକ୍ରମ ରେ ସଭା ମଣ୍ଡନ କରିଥାନ୍ତି ପଦ୍ମଶ୍ରୀ ନାଗ । ତାଙ୍କ ମୁଖରେ କାବ୍ୟ କବିତା ଶୁଣିବା ପାଇ

    • Read more about କାହାପାଇଁ ବଦନାମ ହେଉଛନ୍ତି ପଦ୍ମଶ୍ରୀ !!!
    • Log in to post comments
    କାହାପାଇଁ ବଦନାମ ହେଉଛନ୍ତି ପଦ୍ମଶ୍ରୀ !!!
  • ସେଦିନର କଥା

    Submitted by editor on Sun, 06/16/2019 - 20:46
    କପାଶିରା ଗାଁର ଦୃଶ୍ୟ

    ମୋ ଗାଁ  ମୋ ସ୍ପନ୍ଦନ 

    • Read more about ସେଦିନର କଥା
    • Log in to post comments
    ସେଦିନର କଥା
  • ପଦ୍ମପୁର ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ

    Submitted by editor on Sun, 06/16/2019 - 20:12
    ଲମ୍ବରଜୁନା ରେ ଝଡ଼ତୋଫାନ

    ପଦ୍ମପୁର ଲମ୍ବରଜୁନା ଗାଁରୁ କୈଳାଶ ବାରିକଙ୍କ ରିପୋର୍ଟ ୧୬/୬ - ପଦ୍ମପୁର ଅଞ୍ଚଳରେ ଆଜି ସନ୍ଧ୍ୟାରେ ପ୍ରବଳ ଝଡ଼ତୋଫାନ ସାଙ୍ଗକୁ କୁଆପଥର ମାଡ଼ ଓ ବର୍ଷା ହୋଇଛି । ଲମ୍ବରଜୁନା, ଜାମଖାର, ଭାଲୁକନା, ଚଣ୍ଡୀପାଲି, ସାରସମାଲ ଆଦି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହଶହ ସଂଖ୍ୟାରେ ଗଛ ଭାଂଗି ଯାଇଛି । ବହୁ ଲୋକଙ୍କ ଘରର ଛାତ ଉଡ଼ିଯଇଛି । ବିଜୁଳି ଖୁଣ୍ଟ ଭାଙ୍ଗି ଯାଇ ବିଜୁଳି ଯୋଗାଣ ବ୍ୟାହତ ହୋଇଛି । ରାସ୍ତା ଉପରେ ଗଛ ପଡ଼ିଥିବାରୁ କନସିଂଘା ରୁ ଲମ୍ବରଜୁନା, ନାଗେନମାଲ, ଭାଲୁକନା ଆଦି ଗାଁ କୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ସ୍ଥାନୀୟ ଲୋକମାନେ ଗଛ କାଟି ରାସ୍ତା ସଫା କରୁଛନ୍ତି । ପ୍ରବଳ ଝଡ଼ତୋଫାନ ରେ ଲମ୍ବରଜୁନା ଗାଁର ଗଙ୍ଗାଧର ନାଏକ, ଅଲେଖ ପ୍ରଧାନ, ମଧୁବନ କାରେ, ରମେଶ ବରିହା, ବିଶିକେଶନ କାରେ, ଈଶ

    • Read more about ପଦ୍ମପୁର ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ
    • Log in to post comments
    ପଦ୍ମପୁର ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ
  • ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ବାପାଙ୍କ ଦେହାନ୍ତ

    Submitted by editor on Sun, 06/16/2019 - 09:09

    ବରଗଡ ୧୬/୬/୧୯ - ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ବାପା ବଳରାମ ପ୍ରଧାନଙ୍କ ଆଜି ଭୋରରେ ସୁନ୍ଦରଗଡ ଜିଲ୍ଲା କନ୍ଦାଢୁଡ଼ା ଗାଁରେ  ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହେଉଥିଲା । ସେ ତାଙ୍କ ପଛରେ ୨ ପୁଅ ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ଦେହାନ୍ତ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ବଳରାମ ପ୍ରଧାନ

    • Read more about ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ବାପାଙ୍କ ଦେହାନ୍ତ
    • Log in to post comments
    ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ବାପାଙ୍କ ଦେହାନ୍ତ
  • ବଜ୍ରପାତରେ ସ୍ବାମୀ ସ୍ତ୍ରୀ ମୃତ

    Submitted by editor on Sun, 06/16/2019 - 08:04

    ବଜ୍ରପାତରେ ମୃତ୍ୟୁ   ବିଶିପାଲି ରୁ ସଂଜୀବ କୁମାର ମେହେରଙ୍କ ରିପୋର୍ଟ ୧୬/୬ -  ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଂଚାୟତ ବିଶିପାଲି ଗାଁରେ ବଜ୍ରପାତରେ ସ୍ଵାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିିିଛି । ଏହି ଗାଁର କୈଳାଶ ବରିହା ଓ ତାଙ୍କ ସ୍ତ୍ରୀ କିଶୋରୀ  ବରିହା ସହ ଘର ଭିତରେ ଶୋଇଥିବା ବେଳେ ରାତି ପ୍ରାୟ ୧୦ ଟା ବେଳେ   ବଜ୍ରପାତ   ହୋଇଥିଲା । ଏଥିରେ ଉଭୟଙ୍କ ମୃ

    • Read more about ବଜ୍ରପାତରେ ସ୍ବାମୀ ସ୍ତ୍ରୀ ମୃତ
    • Log in to post comments
    ବଜ୍ରପାତରେ ସ୍ବାମୀ ସ୍ତ୍ରୀ ମୃତ
  • ଗାଁ କେ ଯିମା : ଅବହେଳା ର ଅନ୍ୟ ନାଁ ଜଗତିପାଲି

    Submitted by editor on Sat, 06/15/2019 - 21:24

    ଜଗତିପାଳି ଗାଁର କଥା

    Tags

    • ଭଟଲି
    • ଜଗତିପାଳି
    • Read more about ଗାଁ କେ ଯିମା : ଅବହେଳା ର ଅନ୍ୟ ନାଁ ଜଗତିପାଲି
    • Log in to post comments
    ଗାଁ କେ ଯିମା : ଅବହେଳା ର ଅନ୍ୟ ନାଁ ଜଗତିପାଲି
  • ବରଗଡ ଜିଲ୍ଲାର ଧାନ ମଣ୍ଡି (ମାର୍କେଟ୍ ୟାର୍ଡ଼) ରୁ ଧାନ ଚାଷୀଙ୍କ ସହ କଥା ବାର୍ତ୍ତା

    Submitted by editor on Sat, 06/15/2019 - 20:14

    ଓଡ଼ିଶାର ଭାତ ହାଣ୍ଡି ବୋଲି ପ୍ରସିଦ୍ଧି ଲାଭ କରିଥିବା ବରଗଡ ଜିଲ୍ଲାରୁ, ଧାନ ଚାଷୀଙ୍କ ସହ କଥାବାର୍ତ୍ତା, ଯେଉଁଠାରେ ସେମାନେ  ନିଜ କଷ୍ଟୋପାର୍ଜିତ 

     

    Tags

    • RMC
    • ଧାନଚାଷୀ
    • ନିୟନ୍ତ୍ରିତ ବଜାର କମିଟି
    • Read more about ବରଗଡ ଜିଲ୍ଲାର ଧାନ ମଣ୍ଡି (ମାର୍କେଟ୍ ୟାର୍ଡ଼) ରୁ ଧାନ ଚାଷୀଙ୍କ ସହ କଥା ବାର୍ତ୍ତା
    ବରଗଡ ଜିଲ୍ଲାର ଧାନ ମଣ୍ଡି (ମାର୍କେଟ୍ ୟାର୍ଡ଼) ରୁ ଧାନ ଚାଷୀଙ୍କ ସହ କଥା ବାର୍ତ୍ତା
  • ଡାକ୍ତରଙ୍କ ଉପରେ ଆକ୍ରମଣ କାହିଁକି ?

    Submitted by editor on Sat, 06/15/2019 - 00:30
    ଡାକ୍ତରଂକ ଉପରେ ଆକ୍ରମଣ ବନ୍ଦ କର
    ଡାକ୍ତରଂକ ଉପରେ ଆକ୍ରମଣ ବନ୍ଦ କର

    ବରଗଡ଼ରୁ ଉମେଶ ଚନ୍ଦ୍ର ବିଶ୍ଵାଳ ୧୫/୬/୧୯ - ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣ କୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ର ଆଠଟି ସ୍ଥାନରେ କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଛି। ଏହାର ପ୍ରତିବାଦରେ ପଶ୍ଚିମବଙ୍ଗ ରେ ୪୩ରୁ ଅଧିକ ଡାକ୍ତର ଇସ୍ତଫା ଦେଇଛନ୍ତି। ପ୍ରତିଦିନ ଇସ୍ତଫା ପ୍

    • Read more about ଡାକ୍ତରଙ୍କ ଉପରେ ଆକ୍ରମଣ କାହିଁକି ?
    • Log in to post comments
    ଡାକ୍ତରଙ୍କ ଉପରେ ଆକ୍ରମଣ କାହିଁକି ?

Pagination

  • First page « First
  • Previous page ‹ Previous
  • …
  • Page 135
  • Page 136
  • Page 137
  • Page 138
  • Page 139
  • Page 140
  • Current page 141
  • Page 142
  • Page 143
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ2 weeks ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ2 weeks 4 days ago

    kayakalpa

  • PRESS MEET BJP YUB MORCHA4 weeks ago

  • ଶତାୟୁଙ୍କ ପରଲୋକ 5 months 3 weeks ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ6 months ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 3 weeks ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 3 weeks ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months 4 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months 4 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months 4 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 7 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ7 months ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?7 months ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ7 months ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ7 months ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ7 months ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି7 months ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି7 months ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 7 months ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !7 months ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ