Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • କିଶନ ପଟ୍ଟନାୟକଙ୍କ ଜୟନ୍ତୀ "ସମତା ଦିବସ' ରେ ରକ୍ତଦାନ

    Submitted by editor on Sat, 06/29/2019 - 19:45
    ସମତାଭବନରେ ରକ୍ତଦାନ ଶିବିର

                            

    • Read more about କିଶନ ପଟ୍ଟନାୟକଙ୍କ ଜୟନ୍ତୀ "ସମତା ଦିବସ' ରେ ରକ୍ତଦାନ
    • Log in to post comments
    କିଶନ ପଟ୍ଟନାୟକଙ୍କ ଜୟନ୍ତୀ "ସମତା ଦିବସ' ରେ ରକ୍ତଦାନ
  • ବରଗଡ ; ପିସ୍ତଲ ସହ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଅପରାଧୀ ଗିରଫ

    Submitted by editor on Sat, 06/29/2019 - 16:49
    ବରଗଡ ପୋଲିସର ବଡ ସଫଳତା

    ବରଗଡ଼ରୁ ସୁଦାମ ଭୋଇଙ୍କ ରିପୋର୍ଟ ୨୯/୬/୧୯ - ହତ୍ୟା, ଡ଼କାୟତି ଏବଂ ବିଭିନ୍ନ ଅପରାଧ ଘଟଣାରେ ସଂପୃକ୍ତି ଅଭିଯୋଗରେ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧି ଦଳର ପାଂଚ ଜଣ ସଦସ୍ୟଙ୍କୁ ବରଗଡ଼ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗିରଫ ପାଂଚଜଣ ଅଭିଯୁକ୍ତ ହେଲେ ଉତରପ୍ରଦେଶର ଲାଲ ବିବେକ ସିଂ, ବିହାରର ରାଜେଶ ସିଂ, ବରପାଲିର ଟୁନୁ ମାଝି ଏବଂ ବଲାଙ୍ଗୀରର ମନୋଜ ବଢିଆ । ଏହି ଅଭିିଯୁକ୍ତ ମାନଙ୍କୁ ନିଜ ଆଶ୍ରମରେ ଆଶ୍ରୟ ଦେଇଥିବା ଅଭିଯୋଗରେ ତବଡ଼ା ଅଂଚଳରେ ସାଧୁବାବା ଭାବରେ ପରିଚିତ କଳାପାଣିର ସୁରେନ ମଲ୍ଲିକ କୁ ଆସାମର ଗୌହାଟିରୁ ଗିରଫ କରିବାରେ ସକ୍ଷମ ହୋଇଛି ।  ଚଳିତ ମାସ ୧୦ ତାରିଖ ଦିନ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡ଼ା ଗାଁର ଜଣକ ଘରକୁ ଡ଼କାୟତି କରିବା ଉଦ୍ଦେଶ୍ୟରେ ଯାଇ ଏହି ଅଭିଯୁକ୍ତଗଣ ପିସ୍ତଲରେ ଗୁଳି ଚଳାଇବାରୁ ଜ

    • Read more about ବରଗଡ ; ପିସ୍ତଲ ସହ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଅପରାଧୀ ଗିରଫ
    • Log in to post comments
    ବରଗଡ ; ପିସ୍ତଲ ସହ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଅପରାଧୀ ଗିରଫ
  • ମୋ ଗାଁ ମୋ ସ୍ପନ୍ଦନ ; ବୈଷ୍ଣବ ଭୋଇଙ୍କ କଲମରୁ

    Submitted by editor on Fri, 06/28/2019 - 08:24
    କପାଶିରା ଗାଁର ପଥର କାମ

    ପ୍ରାତଃ ସ୍ମରଣୀୟ  ଗୁରୁ  ସ୍ୱର୍ଗତ  ଗଂଗାରାମ  ନାଏକ  ଜଣେ  ଧୁରନ୍ଧର

    • Read more about ମୋ ଗାଁ ମୋ ସ୍ପନ୍ଦନ ; ବୈଷ୍ଣବ ଭୋଇଙ୍କ କଲମରୁ
    • Log in to post comments
    ମୋ ଗାଁ ମୋ ସ୍ପନ୍ଦନ ; ବୈଷ୍ଣବ ଭୋଇଙ୍କ କଲମରୁ
  • ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ

    Submitted by editor on Thu, 06/27/2019 - 22:30
    ଆମ୍ବେଦକର ଯୁବ ସଂଗଠନ ପକ୍ଷରୁ ଜୟନ୍ତୀ ପାଳନ

    ବରଗଡ଼ ୨୭/୬/୧୯ - ଡ଼ ଆମ୍ବେଦକର ଯୁବ ସଂଗଠନ ପକ୍ଷରୁ ବରଗଡ଼ ହାଟପଦା ସ୍ଥିତ ଜୟଶ୍ରୀ କ୍ଲବ ପରିସରରେ ଛତ୍ରପତି ସାହୁଜୀ ମହାରାଜଙ୍କ ୧୪୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଡ଼ଭୋକେଟ ସୁରେନ୍ଦ୍ର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରହଲ୍ଲାଦ ସେଟ ଓ ଆଶୁତୋଷ ଛତର ଅତିଥି ଭାବରେ ଯୋଗଦେଇ ସାହୁଜୀ ମହାରାଜଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆରକ୍ଷଣର ଜଣେ ପ୍ରଖର ପ୍ରବକ୍ତା ଛତ୍ରପତି ସାହୁଜୀ ମହାରାଜ ସମାଜ ସଂସ୍କାର ଦିଗରେ  ନେଇଥିବା ପଦକ୍ଷେପ ସମ୍ପର୍କରେ ବକ୍ତାମାନେ  କହିଥିଲେ । 

    • Read more about ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ
    • Log in to post comments
    ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ
  • ସାମାଜସେବୀ କୁନୁ ରଥ ଆଉ ନାହାନ୍ତି

    Submitted by editor on Thu, 06/27/2019 - 10:17
    କୁନୁ ରଥଙ୍କ ପରଲୋକ

    ବରଗଡ଼ରୁ ଉମେଶ ବିଶ୍ଵାଳ ୨୭/୬/୧୯- ବରଗଡ଼ ର ବର୍ଷିଆନ ସମାଜସେବୀ କୁନୁ ରଥ ଆଉ ନାହାନ୍ତି । ଆଜି ଭୋର ତିନିଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହେଉଥିଲା । ଗତ ତିନିଦିନ ଆଗରୁ ତାଙ୍କୁ ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ରାତିରେ ସେଠାରୁ ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ନିଆଯାଉଥିବା ବେଳେ ଭୋର ତିନିଟା ବେଳେ ବାଟରେ ଦଶପଲ୍ଲା ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବାପରେ ବରଗଡ଼ ରେ ତାଙ୍କର ପରିବାର ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

    • Read more about ସାମାଜସେବୀ କୁନୁ ରଥ ଆଉ ନାହାନ୍ତି
    • Log in to post comments
    ସାମାଜସେବୀ କୁନୁ ରଥ ଆଉ ନାହାନ୍ତି
  • ଡାକ୍ତରଖାନାରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା

    Submitted by editor on Wed, 06/26/2019 - 22:22
    ବରଗଡ଼ ଡାକ୍ତରଖାନାରେ ଉତ୍ତେଜନା

    ବରଗଡ଼ ୨୬/୬/୧୯ - ବରଗଡ଼ ସରକାରୀ ଡାକ୍ତରଖାନାରେ ଜଣେ ଚିକିତ୍ସାଧୀନ ରୋଗୀର ମୃତ୍ୟୁକୁ ନେଇ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାରେ ହୋହଲ୍ଲା କରୁଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବେହେରାଟିକ୍ରା ଗାଁର ଜଣେ ଅସୁସ୍ଥ ବ୍ୟକ୍ତି ଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ମୃତକଙ୍କ ନାମ ଚୈତନ୍ୟ ବେହେରା । ରାତି ୧୧ଟା ସୁଦ୍ଧା ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

    • Read more about ଡାକ୍ତରଖାନାରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା
    • Log in to post comments
    ଡାକ୍ତରଖାନାରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା
  • ସମବାୟ ଅଫିସ ରୁ ଚୋରି

    Submitted by editor on Mon, 06/24/2019 - 20:28
    ଅଫିସରୁ ଚୋରି

    ବରଗଡ଼ ୨୪/୬/୧୯ - ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରାଠାରେ ଥିବା ପ୍ରାାାଥମିକ କୃଷି ସମବାୟ ସମିତି ଅଫିସରୁ ଚୋରି ହୋଇଛି । ଚୋରମାନେ ଆଜବେଷ୍ଟସ ଫାଡ଼ି ଲେପଟପ, ପ୍ରିଣ୍ଟର ଚୋରିକରିନେଇଛନ୍ତି । ଅଫିସରେ ଥିବା କାଗଜପତ୍ର ଚିରିବା ସାାଙ୍ଗକୁ ଫିିଙ୍ଗାଫିିଙ୍ଗି କରିଛନ୍ତି । ପୋଲିସ କୁୁ ଖବର ଦିଆଯାଇଛି । ଏହି ସୋସାଇଟି ର ରାତ୍ରି ଜଗୁଆଳି ପଦବୀ ଖାଲି ପଡ଼ିଛି । କାଗଜପତ୍ର ଚିରିବା କାରଣ ବୁଝା ପଡୁନାହିଁ । ପାଖରେ ରୀତିମତ ଜୁଆ ଆଡ୍ଡା ଚାଲିଛି ।ବରଗଡ଼ ରୁ ଜୁଆଡ଼ି ମାନେ ଯାଉଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ରହିଛି।

    • Read more about ସମବାୟ ଅଫିସ ରୁ ଚୋରି
    • Log in to post comments
    ସମବାୟ ଅଫିସ ରୁ ଚୋରି
  • ଜିଲ୍ଲା ଯୋଗାଣ ଅଫିସରେ ତାଲା ପକାଇଲେ ଚାଷୀ

    Submitted by editor on Mon, 06/24/2019 - 11:54
    'ଧାନ ବିକ୍ରି ଦାବିରେ ଚାଷୀ ଆନ୍ଦୋଳନ'

    ଭେଡେନ ୨୪/୬/୧୯ - ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ବିକ୍ରି ନ ହୋଇ ପଡିରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଭେଡେନ ବ୍ଲକର ରେଶମ ମଣ୍ଡିରେ ୧୫ହଜାର ପେକେଟ ଧାନ ପଡ଼ିରହିଛି । ପ୍ରଶାସନର କଟକଣା ଯୋଗୁଁ ମଣ୍ଡିରେ ଧାନ ଏଣ୍ଟ୍ରି ହେଉନାହିଁ । ବର୍ଷା ଆସିଯାଇଥିବାରୁ ଚିନ୍ତାରେ ଚାଷୀ । ଏହାର ପ୍ରତିବାଦରେ ଆଜି ରେଶମ ଗ୍ରାମର ଚାଷୀ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି । ମାତ୍ର କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ଚାଷୀମାନେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ସମସ୍ୟାର ସମାଧାନ ନ ହେବାଯାଏ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀକର ମାଝୀ ୨୭ଜୁନ ସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କିଣାଯି

    Tags

    • ବରଗଡ଼ରେ ଚାଷୀ ଆନ୍ଦୋଳନ
    • Read more about ଜିଲ୍ଲା ଯୋଗାଣ ଅଫିସରେ ତାଲା ପକାଇଲେ ଚାଷୀ
    • Log in to post comments
    ଜିଲ୍ଲା ଯୋଗାଣ ଅଫିସରେ ତାଲା ପକାଇଲେ ଚାଷୀ
  • ମୋ ଗାଁ ମୋ ସ୍ବନ୍ଦନ ; ଲେଖକ ବୈଷ୍ଣବ ଭୋଇ, ଶିକ୍ଷକ, କପାଶିରା

    Submitted by editor on Mon, 06/24/2019 - 09:16
    କପାଶିରା ଗାଁର ଦୃଶ୍ୟ

    ୧୯୭୫ ମସିହା  ବେଳକୁ  ମୁଁ  ଅଷ୍ଟମ  ଶ୍ରେଣୀ ଜନତା ହାଇସ୍କୁଲ

    Tags

    • ମୋ ଗାଁ ମୋ ସ୍ବନ୍ଦନ
    • Read more about ମୋ ଗାଁ ମୋ ସ୍ବନ୍ଦନ ; ଲେଖକ ବୈଷ୍ଣବ ଭୋଇ, ଶିକ୍ଷକ, କପାଶିରା
    • Log in to post comments
    ମୋ ଗାଁ ମୋ ସ୍ବନ୍ଦନ ; ଲେଖକ ବୈଷ୍ଣବ ଭୋଇ, ଶିକ୍ଷକ, କପାଶିରା
  • ଏବେ ବି ଅନ୍ଧବିଶ୍ଵାସ : ମଲା ମଣିଷକୁ ଝଡାଫୁଙ୍କା

    Submitted by editor on Sun, 06/23/2019 - 18:16
    ସୋନପୁର ଜିଲ୍ଲାର ଭଣ୍ଡ ତାନ୍ତ୍ରିକ

    ମଲା ମଣିଷକୁ ବଞ୍ଚାଇବା ପାଇଁ ଗୁଣୀଗାରେଡ଼ି

    • Read more about ଏବେ ବି ଅନ୍ଧବିଶ୍ଵାସ : ମଲା ମଣିଷକୁ ଝଡାଫୁଙ୍କା
    • Log in to post comments
    ଏବେ ବି ଅନ୍ଧବିଶ୍ଵାସ : ମଲା ମଣିଷକୁ ଝଡାଫୁଙ୍କା

Pagination

  • First page « First
  • Previous page ‹ Previous
  • …
  • Page 135
  • Page 136
  • Page 137
  • Page 138
  • Page 139
  • Current page 140
  • Page 141
  • Page 142
  • Page 143
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ2 weeks ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ3 weeks ago

    kayakalpa

  • PRESS MEET BJP YUB MORCHA4 weeks ago

  • ଶତାୟୁଙ୍କ ପରଲୋକ 5 months 3 weeks ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ6 months ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 3 weeks ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 3 weeks ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months 4 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months 4 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months 4 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 7 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ7 months ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?7 months ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ7 months ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ7 months ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ7 months ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି7 months ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି7 months ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 7 months ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !7 months ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ