Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • ପାଇକମାଳ ଅଞ୍ଚଳରେ ବନ୍ୟପ୍ରାଣୀ ଆତଙ୍କ

    Submitted by editor on Sun, 09/19/2021 - 20:49

    paikmal(ପାଇକମାଳ) ଗଣଇସ୍ତାହାର ୧୯/0୯ -ପାଇକମାଲ ବ୍ଲକ ନୃସିଂହନାଥ ଓ ପାଇକମାଲ ରେଞ୍ଜ ଅଂଚଳରେ ବିଗତ ପ୍ରାୟ ଏକ ମାସ ହେଲା ହାତୀ ଙ୍କ ଆତଙ୍କ ଲାଗି  ରହିଥିବା ବେଳେ ଗତ  ଦୁଇ ସପ୍ତାହ ହେଲା ନୃସିଂହନାଥ , ଜର୍ଜଗଡ଼ ,ଅଂଚଳରେ ଏକ ଚିତା ବାଘ ବୁଲୁଥିବା ରୁ ଲୋକେ  ଆତଙ୍କିତ ହୋଇ ରହୁଛନ୍ତି । ବିଗତ କିଛି ଦିନ ତଳେ ଦୁଇ ଗୋଟି ଦନ୍ତା ହାତୀ ଜାମସେଠ ଅଂଚଳରେ ଦୁଇ ଦିନ ଧରି ତାଣ୍ଡବ ରଚିବା ପରେ ଗନ୍ଧମାର୍ଦ୍ଦନ ପର୍ବତ କୁ ଫେରି ଯାଇଥିଲେ । ପୁଣି ଗତ ଦୁଇ ,ତିନି ଦିନ ତଳେ ଛତରବ

    • Read more about ପାଇକମାଳ ଅଞ୍ଚଳରେ ବନ୍ୟପ୍ରାଣୀ ଆତଙ୍କ
    • Log in to post comments
    ପାଇକମାଳ ଅଞ୍ଚଳରେ ବନ୍ୟପ୍ରାଣୀ ଆତଙ୍କ
  • ବିଶ୍ୱଳୟାଙ୍କ ମହାନତା

    Submitted by editor on Sun, 09/19/2021 - 06:33

    ବରଗଡ (ପଦ୍ମପୁର) ଗଣଇସ୍ତାହାର ୧୯/0୯ - ପଦ୍ମପୁର ସ୍ଥିତ ସବ ଡିଭିଜନ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣେ ସିକଲିନ ରୋଗୀଙ୍କୁ ରକ୍ତ ର ଆବଶ୍ୟକ ପଡିଥିଲା l କୌଣସି ମତେ ରକ୍ତ ନ ମିଳିବାରୁ ସେହି ରୋଗୀଙ୍କୁ ଚିକିତ୍ସାଲୟ ର ବିଶ୍ୱଳୟା ସାହୁ ନାମକ ଜଣେ କର୍ମଚାରୀ ସ୍ବେଛାକୃତ ଭାବରେ ରକ୍ତଦାନ କରି ନୂତନ ଜୀବନ ଦେଇଛନ୍ତି l ବିଭିନ୍ନ ସ୍ଥାନରେ  ବିଶେଷ ଭାବରେ ମହିଳା ମାନେ ରକ୍ତଦାନ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ବିଶ୍ୱଳୟାଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ

    • Read more about ବିଶ୍ୱଳୟାଙ୍କ ମହାନତା
    • Log in to post comments
    ବିଶ୍ୱଳୟାଙ୍କ ମହାନତା
  • ବରଗଡ଼ ଜିଲ୍ଳାରେ ଶିଳ୍ପୋଦ୍ୟୋଗ ସ୍ଥାପନର ବ୍ୟାପକ ସୁଯୋଗ ରହିଛି

    Submitted by editor on Sat, 09/18/2021 - 19:55

    Bgh(ବରଗଡ଼) ଗଣ ଇସ୍ତାହାର୧୮/୦୯ – ବରଗଡ଼ ଜିଲ୍ଳାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଶିଳ୍ପଦ୍ୟୋଗୀ ମାନଙ୍କୁ ଋଣ ସହାୟତା ଦିଆଯାଉଛି । ଶିଳ୍ପଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ଓଡ଼ିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ କହିଛନ୍ତି । ବରଗଡ଼ ଜିଲ୍ଳା ଶିଳ୍ପ କେନ୍ଦ୍ର ପକ୍ଷରୁ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଶି

    • Read more about ବରଗଡ଼ ଜିଲ୍ଳାରେ ଶିଳ୍ପୋଦ୍ୟୋଗ ସ୍ଥାପନର ବ୍ୟାପକ ସୁଯୋଗ ରହିଛି
    • Log in to post comments
    ବରଗଡ଼ ଜିଲ୍ଳାରେ ଶିଳ୍ପୋଦ୍ୟୋଗ ସ୍ଥାପନର ବ୍ୟାପକ ସୁଯୋଗ ରହିଛି
  • ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

    Submitted by editor on Fri, 09/17/2021 - 07:19

    ବରଗଡ (ବରଗଡ଼ ) ଗଣଇସ୍ତାହାର ୧୭/0୯ - ବରଗଡ଼ର ଜଣେ ବରିଷ୍ଠ ଚାଷୀ ସଂଗଠକ ତଥା ସମାଜବାଦୀ ନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଗୁରୁବାର ଗୋବିନ୍ଦପାଲି ପଲ୍ଲଭ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୪ ତାରିଖ ମଙ୍ଗଳବାର ଭୋର ସକାଳୁ ତାଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ସମାଜବାଦୀ ଚିନ୍ତା ନାୟକ କିଶନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ବର୍ଗତ ପ୍ରଧାନ ବେଶ ପରିଚିତ ଥିଲେ । ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା, ଟ୍ରାକ୍ଟର ଆନ୍ଦୋଳନ

    • Read more about ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
    • Log in to post comments
    ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
  • ଜର୍ଜଗଡ଼ରେ ଚିତାବାଘ ଆତଙ୍କ

    Submitted by editor on Thu, 09/16/2021 - 22:04

    Leopard(ପାଇକମାଲ,ଗଣଇସ୍ତାହାର)୧୬/୦୯(ବଡ଼ ଶତପଥିଙ୍କ ରିପୋର୍ଟ) – ପାଇକମାଳ ବ୍ଳକ ଗନ୍ଧମାର୍ଦ୍ଦନ ପାହାଡ଼ ନୃସିଂହନାଥ ନିକଟ ଜର୍ଜଗଡ଼ ଗାଁରେ ଗତ କିଛିଦିନ ହେବ ଚିତାବାଘ ଆତଙ୍କ ଦେଖାଦେଇଛି । ନିକଟସ୍ଥ ଜଙ୍ଗଲରୁ ଏକ ଚିତାବାଘ ଆସି କୁକୁଡ଼ା, ହଂସ, ଛେଳି, କୁକୁର ମାରି ଖାଇ ଦେଉଛି । ଗାଁ ଭିତରେ ବିଭିନ୍ନ ସ୍ଥାନରେ ଚିତାବାଘର ପାଦଚିହ୍ନ ଦେଖି ଭୟରେ ସନ୍ଧ୍ୟାହେଲେ ତାଟିକବାଟ ପଡ଼ିଯାଉଛି ।ଏହି ଗାଁର ନାରାୟଣ ଯୋଶୀଙ୍କ ଗୁହାଳରୁ ଏକ ବାଛୁରୀ ନେଇଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର

    • Read more about ଜର୍ଜଗଡ଼ରେ ଚିତାବାଘ ଆତଙ୍କ
    • Log in to post comments
    ଜର୍ଜଗଡ଼ରେ ଚିତାବାଘ ଆତଙ୍କ
  • ବରଗଡ଼ ପୋଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

    Submitted by editor on Thu, 09/16/2021 - 19:53

    Police(ବରଗଡ଼) ୧୬/୦୯ –ଚୋରକୁ ଧରିବା ବଦଳରେ ଓଲଟି ଅଭିଯୋଗକାରୀଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଦେଇଥିବା ପରି ସାଂଘାତିକ ଅଭିଯୋଗ ଆସିଛି ବରଗଡ଼ ପୋଲିସ ବିରୁଦ୍ଧରେ । ସୟାଁ ଗ୍ରାମ ସୀମା ଜାତୀୟ ରାଜପଥ କଡ଼ରେ ମୋହନ ଫେବ୍ରିକେସନ ନାମରେ ସୟାଁ ଗ୍ରାମର ସୁକଦେବ ଶିକାଙ୍କ ଏକ ଦୋକାନ ରହିଛି । ଗତ ରାତିରେ ଏହି ଦୋକାନରେ ତାଙ୍କ ପୁଅ କାହ୍ନୁ ଶିକା ଶୋଇଥିଲେ । ରାତି ସାଢେ ବାରଟା ସମୟରେ ବାହାରେ ହୋ ହାଲ୍ଲା ହେବା ଶୁଣି ସେ ବାହାରକୁ ବାହାରିଲେ । ମୋଟର ସାଇକେଲରେ ଦୁଇଜଣ

    • Read more about ବରଗଡ଼ ପୋଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ
    • Log in to post comments
    ବରଗଡ଼ ପୋଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ
  • ବନ୍ୟା ପାଣି ଘେରରେ ଚିଖିଲି ଗାଁ

    Submitted by editor on Thu, 09/16/2021 - 17:43

    Chikhili(ଅମ୍ବାଭୋନା) ଗଣ ଇସ୍ତାହାର ୧୬/୦୯ – ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକରେ ଥିବା ଚିଖିଲି, ବେନିଆଁପାଲି, ଅନ୍ତରାଡ଼ି.

    • Read more about ବନ୍ୟା ପାଣି ଘେରରେ ଚିଖିଲି ଗାଁ
    • Log in to post comments
    ବନ୍ୟା ପାଣି ଘେରରେ ଚିଖିଲି ଗାଁ
  • ପ୍ରମୋଦ ଭଗତଙ୍କୁ ୨୨ରେ ବରଗଡ଼ରେ ଦିଆଯିବ ଜିଲ୍ଳା ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା

    Submitted by editor on Wed, 09/15/2021 - 21:00

    BGH(ବରଗଡ଼) ଗଣ ଇସ୍ତାହାର ୧୫/୦୯ – ପାରାଅଲମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ଆଗାମୀ ୨୨ ତାରିଖରେ ବରଗଡ଼ ଜିଲ୍ଳାସ୍ତରୀୟ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ବରଗଡ଼ ସାମ୍ବାଦିକ ସଂଯୋଜନାରେ ଜିଲ୍ଳାର ବିଭିନ୍ନ ସାମାଜିକ, ସାଂସ୍କୃତିକ, ରାଜନୈତିକ ସଙ୍ଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯିବା ପାଇଁ ସ୍ଥିର ହୋଇଛି ।Bgh

    • Read more about ପ୍ରମୋଦ ଭଗତଙ୍କୁ ୨୨ରେ ବରଗଡ଼ରେ ଦିଆଯିବ ଜିଲ୍ଳା ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା
    • Log in to post comments
    ପ୍ରମୋଦ ଭଗତଙ୍କୁ ୨୨ରେ ବରଗଡ଼ରେ ଦିଆଯିବ ଜିଲ୍ଳା ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା
  • ଭାରତ ଭ୍ରମଣ ମୋଟରସାଇକେଲ ଅଭିଯାତ୍ରୀଙ୍କୁ ବରଗଡ଼ରେ ସମ୍ବର୍ଦ୍ଧନା

    Submitted by editor on Wed, 09/15/2021 - 15:41

    BGH(ବରଗଡ଼) ଗଣ ଇସ୍ତାହାର ୧୫/୦୯ – ବର୍ଜ୍ୟବସ୍ତୁ ପରିଚଳନା ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମୋଟର ସାଇକେଲରେ ଭାରତ ଭ୍ରମଣରେ ବାହାରିଥିବା ଦୁଇଜଣ ବାଇକ ଆରୋହୀଙ୍କୁ ଆଜି ବରଗଡ଼ରେ ସମ୍ବର୍ଦ୍ଧନା ଦିଆଯାଇଛି । BGHପୁରୀରୁ ଲେହ ଲଦାଖ ଅଭିମୁଖେ

    • Read more about ଭାରତ ଭ୍ରମଣ ମୋଟରସାଇକେଲ ଅଭିଯାତ୍ରୀଙ୍କୁ ବରଗଡ଼ରେ ସମ୍ବର୍ଦ୍ଧନା
    • Log in to post comments
    ଭାରତ ଭ୍ରମଣ ମୋଟରସାଇକେଲ ଅଭିଯାତ୍ରୀଙ୍କୁ ବରଗଡ଼ରେ ସମ୍ବର୍ଦ୍ଧନା
  • ବରଗଡ଼ ମହିଳା ସମିତିର ନୂତନ ଗୃହ ଉଦଘାଟିତ

    Submitted by editor on Tue, 09/14/2021 - 17:50

    Bgh(ବରଗଡ଼)ଗଣ ଇସ୍ତାହାର ୧୪/୦୯ - ବରଗଡ଼ ମହିଳା ସମିତି ର ନୂତନ ଗୃହ ଆଜି ଉଦଘାଟିତ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ଭବ୍ୟ ସମ୍ମିଳନୀ କକ୍ଷର ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ, ପ୍ରୀତମ ସିଂ, ଗଣ ଇସ୍ତାହାର ର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ । BGH

    • Read more about ବରଗଡ଼ ମହିଳା ସମିତିର ନୂତନ ଗୃହ ଉଦଘାଟିତ
    • Log in to post comments
    ବରଗଡ଼ ମହିଳା ସମିତିର ନୂତନ ଗୃହ ଉଦଘାଟିତ

Pagination

  • First page « First
  • Previous page ‹ Previous
  • …
  • Page 7
  • Page 8
  • Page 9
  • Page 10
  • Current page 11
  • Page 12
  • Page 13
  • Page 14
  • Page 15
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ10 hours 51 minutes ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ1 day ago

    kayakalpa

  • PRESS MEET BJP YUB MORCHA2 weeks ago

  • ଶତାୟୁଙ୍କ ପରଲୋକ 5 months 1 week ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 3 weeks ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 1 week ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 1 week ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months 2 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months 2 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months 2 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 6 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months 2 weeks ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months 2 weeks ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months 2 weeks ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months 2 weeks ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months 2 weeks ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 3 weeks ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 3 weeks ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 3 weeks ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months 3 weeks ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ