Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
  • ନବାଗତଙ୍କୁ ସ୍ୱାଗତ

    Submitted by editor on Wed, 12/15/2021 - 08:47

    ଭେଡେନ(ଭେଡେନ ) ଗଣଇସ୍ତାହାର ୧୫/୧୨ - ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ସ୍ଥିତ ପଲ୍ଲିଶ୍ରୀ ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୋନିଆ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ବରିଷ୍ଠ ଅଧ୍ୟାପକ ବୃନ୍ଦାବନ ବିହାରୀ ମିଶ୍ର, ଅରୁଣ କୁମାର ପ୍ରଧାନ , ସନ୍ତୋଷ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରଛାତ୍

    • Read more about ନବାଗତଙ୍କୁ ସ୍ୱାଗତ
    • Log in to post comments
    ନବାଗତଙ୍କୁ ସ୍ୱାଗତ
  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ

    Submitted by editor on Tue, 12/14/2021 - 21:47

    BGH(ଅମ୍ବାଭୋନା) ଗଣଇସ୍ତାହାର ୧୪/୧୨ - ଡେବ୍ରିଗଡ଼ ଅଭୟାରଣ୍ୟ ରେ ଥିବା କୁରୁମକେଲ, ରେଙ୍ଗାଲି ଓ ଭୁତୁଲି ଗ୍ରାମବାସୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୁନର୍ବାସ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚକ୍ରାମାଲ ଗାଁରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ, ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ପ୍ରଶାସନିକ ଅଧିକାରୀ ସଦାକର କୁମ୍ଭାର ଙ୍କ ସମେତ ବନ ବିଭାଗର ଅଧିକାରୀ ଙ୍କ ଉପସ୍ଥିତି ରେ ଭୂମିପୂଜନ

    • Read more about କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ
    • Log in to post comments
    କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ
  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?

    Submitted by editor on Tue, 12/14/2021 - 21:09

    BGH(ବରଗଡ଼) ଗଣ ଇସ୍ତାହାର ୧୪/୧୨ - ବରଗଡ଼ ଜିଲ୍ଲାପାଳଙ୍କ ଆଜି ଅଚାନକ ମଣ୍ଡି ପରିଦର୍ଶନ ବେଳେ ପାଇକମାଲ ର ମାଣ୍ଡୋସିଲ ମଣ୍ଡିରେ ଅନିୟମିତତା ଧରା ପଡ଼ିଛ । ମଣ୍ଡିରେ ଥିବା ୮୧ ବସ୍ତା ଧାନର ହିସାବ ନ ମିଳିବାରୁ ସେହି ଧାନକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଜବତ କରାଯାଇଛି । ତେବେ ଏହି ଘଟଣାରେ ଆର ଏମ୍ ସି କର୍ମଚାରୀ ଙ୍କୁ କ୍ଲିନ ଚିଟ ଦିଆଯିବା ଘଟଣା ସେହି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସତରେ କଣ କର୍ମଚାରୀ ଙ୍କ ଅଜାଣତରେ ସେହି ମଣ୍ଡି କୁ ଧାନ ଆସିଲା ?

    • Read more about ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?
    • Log in to post comments
    ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?
  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ

    Submitted by editor on Tue, 12/14/2021 - 20:25

    Mandosil(ପାଇକମାଲ ) ଗଣ ଇସ୍ତାହାର ୧୪/୧୨ – ପଦ୍ମପୁର ନିୟନ୍ତ୍ରୀତ ବଜାର କମିଟି ଅନ୍ତର୍ଗତ ମାଣ୍ଡୋସିଲ ମଣ୍ଡିରେ ଥିବା ୮୧ ବସ୍ତା ଧାନ ଜବତ କରାଯାଇଛି । ବରଗଡ଼ ଜିଲ୍ଳାପାଳ ମନିଷା ବାନାର୍ଜି ଆଜି ଏହି ମଣ୍ଡି ପରିଦର୍ଶନରେ ଯାଇଥିବା ବେଳେ ମଣ୍ଡିରେ ଏଣ୍ଟ୍ରି ହୋଇଥିବା ଧାନ ମଧ୍ୟରୁ ୮୧ ବସ୍ତା ( ୩୨.୯୦ କୁଇଣ୍ଟାଲ) ଧାନ ଅଧିକ ଥିବା ଜଣାପଡ଼ିଥିଲା । ସେହି ଧାନର କେହି ଦାବିଦାର ନଥିବାରୁ ତହାକୁ ତୁରନ୍ତ ଜବତ କରାଯାଇଛି । ଆରଏମସି କର୍ମଚାରୀ ଶରତ ଚନ୍ଦ୍ର ହଂସ ତାହାକୁ ଜବତ

    • Read more about ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ
    • Log in to post comments
    ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ
  • ବରଗଡ଼ ଧନୁଯାତ୍ରା ସ୍ଥଗିତ

    Submitted by editor on Fri, 12/10/2021 - 18:32

    ଧନୁଯାତ୍ରା(ବରଗଡ଼) ଗଣ ଇସ୍ତାହାର ୧୦/୧୨ - ବରଗଡ଼ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ସରକାରଙ୍କ ଡ଼ିସେମ୍ବର ଗାଇଡ଼ ଲାଇନ ଅନୁସାରେ ବହୁ ଜନ ଗହଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ତେଣୁ ଧନୁଯାତ୍ରା ହୋଇ ପାରିବ ନାହିଁ । ଆଗାମୀ ଜାନୁଆରୀ ଗାଇଡ଼ ଲାଇନ ଆସିଲେ ପୁଣି ବୈଠକ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଆଗାମୀ ବରଗଡ଼ ଧନୁଯାତ୍ରା କୁ

    • Read more about ବରଗଡ଼ ଧନୁଯାତ୍ରା ସ୍ଥଗିତ
    • Log in to post comments
    ବରଗଡ଼ ଧନୁଯାତ୍ରା ସ୍ଥଗିତ
  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ

    Submitted by editor on Fri, 12/10/2021 - 13:30

    BGH(ବରଗଡ଼)ଗଣ ଇସ୍ତାହାର ୧୦/୧୨ – ବରଗଡ଼ ପାଂଚାୟତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁବଳ ମେହେର, ଅଧ୍ୟାପକ ଡ଼ଃ ପ୍ରଭାସ କୁମାର ସାହୁ, ଦିପ୍ତିମୟୀ ନାୟକ, ଅଭିପସା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଜାତିସଂଘ ଦ୍ୱାରା ହୋଇଥିବା ସାର୍ବଜନୀନ ମାନବିକ ଅଧିକାର ଘୋଷଣାନାମାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁକ୍ତ ଓ ସମ୍ମାନଜନକ ଭାବରେ ବଂଚ

    • Read more about ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ
    • Log in to post comments
    ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ
  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି

    Submitted by editor on Thu, 12/09/2021 - 10:26

    Kamgaon(ବରଗଡ଼) ଗଣ ଇସ୍ତାହାର ୦୯/୧୨ – ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିଥିଲା । ତେବେ ଆଗାମୀ ୧୯ ତାରିଖ ଦିନ ପୁଣି ଲକଡାଉନ

    • Read more about କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି
    • Log in to post comments
    କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି
  • ଚର୍ଚ୍ଚାରେ ଚିତ୍ତ ଭାଗିରଥି

    Submitted by editor on Wed, 12/08/2021 - 22:29

    Chitta(ବରଗଡ଼) ଗଣ ଇସ୍ତାହାର ୦୮/୧୨ – ‘ଇ ଏକଜୁଟି ଅଫିସର ଚିତ୍ତ ଭାଗିରଥିର କଥା ଖାଲି ସୁନୁଛେ’ । ସୋସିଆଲ ମିଡ଼ିଆରେ ଚିତ୍ତ ଭାଗିରଥି ପ୍ରସଙ୍ଗ ଏବେ ବେଶ ଭାଇରାଲ ହେଉଛି । ବରଗଡ଼ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ବାକିଆ ଦରମା ପ୍ରଦାନ ପାଇଁ ଚଳାଇଥିବା ଆନ୍ଦୋଳନ ବେଳେ ଜଣେ ମହିଳା ସଫେଇ କର୍ମଚାରୀ ଗଣମାଧ୍ୟମକୁ ଦେଇଥିବା ବୟାନରେ ଚିତ୍ତ ଭାଗିରଥି କଥା ଉଲ୍ଲେଖ କରିଛନ୍ତି । ତେବେ କିଏ ଏହି ଚିତ୍ତ ଭାଗିରଥି ତାହ

    • Read more about ଚର୍ଚ୍ଚାରେ ଚିତ୍ତ ଭାଗିରଥି
    • Log in to post comments
    ଚର୍ଚ୍ଚାରେ ଚିତ୍ତ ଭାଗିରଥି
  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ ,

    Submitted by editor on Wed, 12/08/2021 - 15:12

    PADAMPUR(ବରଗଡ଼) ଗଣ ଇସ୍ତାହାର ୦୮/୧୨ – ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ । ଖରିଫରେ ଠିକ ସମୟରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଇଥିଲେ ମଧ୍ୟ ମରୁଡ଼ି ଘୋଷଣା କରାଯାଇନାହିଁ । ଚାଷୀମାନେ ଫସଲ ବୀମା ପାଇଁ ପ୍ରମିୟମ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଚଳିତ ଡିସେମ୍ବର ପହିଲାରୁ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଛି । ପଦ୍ମପୁର ନିୟନ୍ତ୍ରୀତ ବଜାର କମିଟି ଅନ୍ତର୍ଗତ ୭୪ ଟି ବିକ୍ରୟକେନ୍ଦ୍ରରେ ଧାନ ବିକ୍ରି ବ୍ୟବସ୍ଥା ହୋଇଛି ।

    • Read more about ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ ,
    • Log in to post comments
    ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ ,
  • ଧନ୍ୟ ସେ ଇଞ୍ଜିନିଅର !

    Submitted by editor on Mon, 12/06/2021 - 13:24

    Dda(ବରଗଡ଼) ଗଣ ଇସ୍ତାହାର ୦୬/୧୨ – ବରଗଡ଼ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ମାତ୍ର ତିନବର୍ଷ ତଳେ ତିଆରି ହୋଇଛି । ତେବେ ଏହି କୋଠା ଘର ଏମିତି ତିଆରି ହୋଇଛି ଯେ ସାମାନ୍ୟ ବର୍ଷା ହେଲେ ଅଫିସ ପରିସରରେ ପାଣି ଜମା ହୋଇଯାଉଛି । ବର୍ଷା ଦିନେ ଅଫିସର କର୍ମଚାରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି । ଅଫିସ ପରିସରରେ ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ । ସାମ୍ନା ରେ ଥିବା ରାସ୍ତା ବହୁତ ଉଚ୍ଚ ହୋଇଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ନିମ୍ନ ମାନର କାମ

    • Read more about ଧନ୍ୟ ସେ ଇଞ୍ଜିନିଅର !
    • Log in to post comments
    ଧନ୍ୟ ସେ ଇଞ୍ଜିନିଅର !

Pagination

  • First page « First
  • Previous page ‹ Previous
  • Page 1
  • Current page 2
  • Page 3
  • Page 4
  • Page 5
  • Page 6
  • Page 7
  • Page 8
  • Page 9
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ1 day ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ2 days ago

    kayakalpa

  • PRESS MEET BJP YUB MORCHA2 weeks ago

  • ଶତାୟୁଙ୍କ ପରଲୋକ 5 months 1 week ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 3 weeks ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 1 week ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 1 week ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months 2 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months 2 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months 2 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 6 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months 2 weeks ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months 2 weeks ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months 2 weeks ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months 2 weeks ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months 2 weeks ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 3 weeks ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 3 weeks ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 3 weeks ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months 3 weeks ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ