Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା

    Submitted by editor on Sun, 01/24/2021 - 15:52

    ବରଗଡ (ବରଗଡ) ଗଣଇସ୍ତାହାର ୨୪/0୧ - ଆସନ୍ତା ୨୬ ତାରିଖରେ ଦିଲ୍ଲୀ ରେ ହେବାକୁଥିବା କୃଷକଙ୍କ  ଟ୍ରାକ୍ଟର  ରାଲି ରେ ଯୋଗଦେବା ପାଇଁ ଜୟ କିଷାନ ଆନ୍ଦୋଳନ ଓ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଏକ ୩0 ଜଣିଆ ପ୍ରତିନିଧି ଦଳ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ପ୍ରତିନିଧି ଦଳ ବରଗଡ଼ରୁ ଟ୍ରେନ ରେ ଯାତ୍ରା କରିଛନ୍ତି l 

    • Read more about ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା
    • Log in to post comments
    ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା
  • ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ

    Submitted by editor on Fri, 01/22/2021 - 21:49

    BGH(ବରଗଡ଼) ଗଣ ଇସ୍ତାହାର ବ୍ୟୁରୋ ୨୨/୧୨ – ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଆଗାମୀ ଜାନୁୟାରୀ ୨୪ ତାରିଖରୁ ଚାରିଦିନ ଧରି ବରଗଡ ଼ଠାରେ ଗାହାକ ବାହାକ(ସଂଚାର) ପରଂପରାରେ କୃଷ୍ଠଲୀଳା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ଅଂଚଳର ଏହି ସମୃଦ୍ଧ ନୃତ୍ୟ କଳା ଉପରେ ଗବେଷକ ଏବଂ ବିଶେଷଜ୍ଞମାନେ ଆଲୋଚନା କରିବେ । ଏଥିସହ ପ୍ରତିଦିନ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ଅଂଚଳର  ନିମନ୍ତ୍ରୀତ ବାହାକ ଏବଂ ବାୟାମନ (ପାଳିଆ) ମାନ

    • Read more about ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ
    • Log in to post comments
    ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ
  • ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

    Submitted by editor on Wed, 01/20/2021 - 18:08

    BGH(ବରଗଡ଼) ଗଣ ଇସ୍ତାହାର ୨୦/୦୧ – ନୂତନ ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସକ ଅସିତ କୁମାର ତ୍ରିପାଠୀ ଆଜି ବରଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ବରଗଡ଼ ସର୍କିଟ ହାଉସଠାରେ ଜିଲ୍ଳାର ବରିଷ୍ଠ ଅଧିକାରୀଙ୍କୁ ନେଇ ଜିଲ୍ଳାର ଉନ୍‌ନ୍ନୟନମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ବରଗଡ଼ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ ପି ପଦ୍ମିନୀ ସାହୁଙ୍କ ସମେତ ଜିଲ୍ଳା ସ୍ତରୀୟ ଅଧିକାରୀ ଗଣ ଯୋଗ ଦେଇଥିଲେ । ବୈଠକ ପରେ ଶ୍ରୀ ତ୍ରିପାଠୀ ସାମ୍ବାଦ

    • Read more about ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
    • Log in to post comments
    ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
  • ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ

    Submitted by editor on Wed, 01/20/2021 - 14:51

    (ପଦ୍ମପୁର) ଗଣଇସ୍ତାହାର ୨0/0୧ - ପଦ୍ମପୁର ବ୍ଲକ ର ବିଭିନ୍ନ ମଣ୍ଡିରୁ ଧାନ ଦୀର୍ଘ ଦିନ ହେଲା ପଡ଼ିରହିଛି l ଧାନ ବିକ୍ରି ନହେବା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ଚାଷୀ ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଗାମୀ ଦିନରେ ଧାନ ଉଠା ନଗଲେ ଆନ୍ଦୋଳନ ର ଚେତାବନୀ ଦେଇଛି କଂଗ୍ରେସ l 

    • Read more about ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ
    • Log in to post comments
    ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ
  • ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ

    Submitted by editor on Wed, 01/20/2021 - 08:56

    ବରଗଡ (ବରଗଡ) ଗଣଇସ୍ତାହାର ୨0/0୧ - ସମଲେଇପଦର ସ୍ଥିତ ପାର୍ବତୀଗିରି ବୃଦ୍ଧଶ୍ରମ ପରିସରରେ ବହ୍ନିକନ୍ୟା ପାର୍ବତୀଗିରି ଙ୍କ ୯୫ ତମ ଜନ୍ମ ଜୟନ୍ତୀ  ସୁବାଷ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜେପୁର ବିଧାୟିକା ରିତା ସାହୁ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.

    • Read more about ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ
    • Log in to post comments
    ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ
  • ଜଗନ୍ନାଥ ସାହୁଙ୍କ ପରଲୋକ

    Submitted by editor on Tue, 01/19/2021 - 20:49

    ବରଗଡ (ପଦ୍ମପୁର) ଗଣଇସ୍ତାହାର ୧୯/0୧ -ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜ୍ଞାନ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ସାହୁଙ୍କ ବରଗଡ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରଲୋକ ହୋଇଯାଇଛି l ସେ ପଲସା ପାଲି  ଏମ. ଇ ସ୍କୁଲରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟକରି ୨0୧୮ ମସିହାରେ ଅବସର ଗ୍ରହଣ କରିଥିଲେl  ସେ ଗୋତ ପାଲି, ଜ୍ଞାନ, ମେଲଛାମୁଣ୍ଡା ଓ ପଲସା ପାଲି ସ୍କୁଲ ରେ ଶିକ୍ଷକତା କରିଥିଲେ l

    • Read more about ଜଗନ୍ନାଥ ସାହୁଙ୍କ ପରଲୋକ
    • Log in to post comments
    ଜଗନ୍ନାଥ ସାହୁଙ୍କ ପରଲୋକ
  • ରାସ୍ତା ଉପରେ ଡ୍ରେନ ପାଣି

    Submitted by editor on Tue, 01/19/2021 - 11:31

    ବରଗଡ (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍ୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ l ଏ ସମ୍ପର୍କରେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କେହି ଏହାର ସମାଧାନ ପାଇଁ ଆସୁନଥିବା ଅଭିଯୋଗ ହୋଇଛି l 

    • Read more about ରାସ୍ତା ଉପରେ ଡ୍ରେନ ପାଣି
    • Log in to post comments
    ରାସ୍ତା ଉପରେ ଡ୍ରେନ ପାଣି
  • ରାସ୍ତା ଉପରେ ଡ୍ରେନ ପାଣି

    Submitted by editor on Tue, 01/19/2021 - 11:15

    (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍ୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ l ଏ ସମ୍ପର୍କରେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କେହି ଏହାର ସମାଧାନ ପାଇଁ ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l 

    • Read more about ରାସ୍ତା ଉପରେ ଡ୍ରେନ ପାଣି
    • Log in to post comments
    ରାସ୍ତା ଉପରେ ଡ୍ରେନ ପାଣି
  • ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ

    Submitted by editor on Tue, 01/19/2021 - 09:06

    ବରଗଡ (ସୋହେଲା) ଗଣଇସ୍ତାହାର ୧୯/0୧ - ସୋହେଲା ବ୍ଲକ ନଅଗାଁ ଗ୍ରାମର ଆଦର୍ଶ ଶିକ୍ଷକ ତ୍ରିଲୋଚନ ପଣ୍ଡାଙ୍କ ୮୮ ବର୍ଷ ବୟସରେ ଗତ ୧୩ ଜାନୁୟାରୀ ବୁଧବାର ଦିନ ପରଲୋକ ହୋଇଯାଇଛି l ପିତା ସ୍ବର୍ଗତ କୁମରମଣି ପଣ୍ଡା ଓ ମାତା ସ୍ବର୍ଗତ ରେବତୀ ପଣ୍ଡା ଙ୍କ କୋଳରେ ୧ ଫେବୃଆରୀ ୧୯୩0 ମସିହାରେ ଜନ୍ମଗ୍ରହଣ କରିଥିଲେ l ସେ ଲାଉମୁଣ୍ଡା ପଥର୍ଲା ରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ l ଏହାପରେ ବିଭିନ୍ନ ଗ୍ରାମରେ ଦୀର୍ଘ ଚାଳିଶ ବର୍ଷ ଧରି ଶିକ୍ଷକତା କରି ୧୯୯0 ମସିହାରେ ଅବସର ଗ୍ରହ

    • Read more about ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ
    • Log in to post comments
    ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ
  • ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ

    Submitted by editor on Mon, 01/18/2021 - 21:00

    Samleipadar(ସମଲେଇ ପଦର) ଗଣଇସ୍ତାହାର ୧୮/୦୧/ - ଆଜି ସ୍ଥାନୀୟ ପାର୍ବତୀ ଗିରି ବୃଦ୍ଧାଶ୍ରମ ପରିସରରେ ବରଗଡ଼ ସ୍ଥିତ ବିଶିପଡ଼ାର  ସ୍ୱର୍ଗତ ଖଗେଶ୍ୱର ତାଣ୍ଡିଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ତାଙ୍କର ଝିଅ କଳ୍ପନା ତାଣ୍ଡି ଓ ଜ୍ୱାଇଁ ବାଲମକୁନ୍ଦ କୁମ୍ଭାର । ସେମାନେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ , ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହିତ ଖରା ଦିନେ ବ୍ୟବହାର କରିବା ପାଇଁ ଏକ କୁଲର ଉପହାର ଦେଇଛନ୍ତି । ବୃଦ୍ଧାଶ୍ରମର ଅନ୍ତେବାସୀଗଣ

    • Read more about ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ
    • Log in to post comments
    ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ

Pagination

  • Current page 1
  • Page 2
  • Page 3
  • Page 4
  • Page 5
  • Page 6
  • Page 7
  • Page 8
  • Page 9
  • …
  • Next page Next ›
  • Last page Last »
Subscribe to

GANAISTAHAR.COM

-A A +A

Recent content

  • ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଦିଲ୍ଲୀ ଯାତ୍ରା 1 minute 53 seconds ago

    ବରଗଡ

  • ୨୪ରୁ ବରଗଡ଼ରେ ଗାହାକ – ବାହାକ ( ସଂଚାର) ସମ୍ମିଳନୀ 1 day ago

    BGH

  • ବରଗଡ଼ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ3 days ago

    BGH(ବରଗଡ଼) ଗଣ ଇସ୍ତାହ

  • ଧାନ ବିକ୍ରି ନହେବା ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ 4 days 3 hours ago

    (ପଦ୍ମପୁର) ଗଣଇସ୍ତାହାର ୨0/0୧ - ପଦ୍ମପୁର ବ୍ଲକ ର ବିଭିନ୍ନ ମଣ୍ଡିରୁ ଧାନ ଦୀର୍ଘ ଦିନ ହେଲା ପଡ଼ିରହିଛି l ଧାନ ବିକ୍ରି ନହେବା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍

  • ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ ତମ ଜୟନ୍ତୀ ପାଳିତ 4 days 9 hours ago

    ବରଗଡ

  • ଜଗନ୍ନାଥ ସାହୁଙ୍କ ପରଲୋକ 4 days 9 hours ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 6 hours ago

    ବରଗଡ

  • ରାସ୍ତା ଉପରେ ଡ୍ରେନ ପାଣି 5 days 6 hours ago

    (ବରଗଡ) ଗଣଇସ୍ତାହାର ୧୯/0୧ - ବରଗଡ଼ ସହରର ବିଶିପଡା ୱାର୍ଡ ନଂ ୭ ଅଞ୍ଚଳରେ ଅଳିଆ ଗଦା ରେ ଜମିରହୁଥିବା ଡ୍ରେନ ପାଣି ରାସ୍ତା ଉପରେ ବହୁଛି l ଏକ ମାସ ହେଲା ଅଞ୍ଚଳରେ ପଚା ଓ ଡ୍ରେନ ପାଣି ର ଦୁର୍ଗନ୍ଧ ମଧ୍

  • ଆଦର୍ଶ ଶିକ୍ଷକ, ନାଟ୍ୟକାର ତଥା କବି ତ୍ରିଲୋଚନ ପଣ୍ଡାଙ୍କ ପରଲୋକ 5 days 8 hours ago

    ବରଗଡ

  • ବୃଦ୍ଧାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳିତ5 days ago

    Samleipadar

  • ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କ ଦେହାନ୍ତ6 days 7 hours ago

    Bolangir

  • ପ୍ରତ୍ୟାଶା ର ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ1 week ago

    ବୁଗବୁଗା

  • ବରଗଡ଼ ଜିଲ୍ଲାରେ ପୋଲିସ ର ଅପାରଗତା କୁ ନେଇ ଓକିଲ ସଂଘ ନାରାଜ1 week ago

    (ବରଗଡ଼) ଗଣ ଇସ୍ତାହାର ୧୬/୦୧ - ବରଗଡ଼ ଜିଲ୍ଲାରେ ପୋଲିସ ର ସ୍ଥାଣୁତା ଯୋଗୁଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି ବରଗଡ଼ ଜିଲ୍ଲା ଓକିଲ ସଂଘ । ଦୀର୍ଘ

  • ପଦ୍ମପୁର ରେ ଟୀକାକରଣ ଆରମ୍ଭ1 week ago

    ପଦ୍ମପୁର

  • ବରଗଡ଼ ଜିଲ୍ଲାରେ କୋଭିଡ଼ ଟୀକାକରଣ ଆରମ୍ଭ1 week ago

    BGH

  • ପଦ୍ମପୁର ରେ ପହଞ୍ଚିଲା କରୋନା ଟୀକା 1 week ago

    (ପଦ୍ମପୁର) ଗଣ ଇସ୍ତାହାର ୧୫/0୧- ଆସନ୍ତାକାଲି ଠାରୁ କରୋନା ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ମୁଖ୍ୟ ଚିକିତ୍ସାଳୟ କୁ ଟୀକା ପହଞ୍ଚିଛି ।  ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚ

  • ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କ ସହିତ ସାଂସଦଙ୍କ ଆଲୋଚନା l1 week ago

    ବରଗଡ

  • ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ 1 week ago

    (ସୋହେଲା) ଗଣ ଇସ୍ତାହାର ୧୫/0୧- ବରଗଡ ଜିଲ୍ଲା ସୋହେଲା ବ୍ଲକ କେର୍ମେଲୀର ପ୍ରଜ୍ଞା ଭାରତୀ ଅନୁଷ୍ଠାନ ତରଫରୁ ୨୯ ତମ ମକର ମିଳନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲ

  • ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ1 week ago

    BGH

  • ତିନି କୃଷି ଆଇନ କୁ ବିରୋଧ କାହିଁକି ?1 week ago

    BGH

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ